ମୁମ୍ବାଇ: ଜାଣନ୍ତିକି ଆପଣଙ୍କର ପ୍ରିୟ ଅଭିନେତା ରଜନୀକାନ୍ତ ଗୋଟିଏ ଫିଲ୍ମରେ ଅଭିନୟ କରିବାପାଇଁ କେତେ ଟଙ୍କା ନେଇ ଥାନ୍ତି ? ଜାଣିନଥିବେ ନିଶ୍ଚୟ ଜାଣିଲେ ଆପଣ ନିଶ୍ଚୟ ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ଆଜି କାଲିର ବଲିଉଡ଼ର ସବୁଠୁ ବଡ଼ କଳାକାର ବା ନାମିଦାମି କଳାକାରଙ୍କ ଠାରୁ ବହୁ ଅଧିକ ଟଙ୍କ ନେଇଥାନ୍ତି । ଅର୍ଥାତ୍ ବଲିଉଡ଼ର ସଲମାନ, ଶାହାରୁଖ ଓ ଅମିର ଖାନ୍ ପ୍ରତି ଫିଲ୍ମ ପାଇଁ ୪୦ ରୁ ୫୦ କୋଟି ଟଙ୍କା ନେଉଥିବାବେଳେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ୬୦କୋଟି ଟଙ୍କା ନେଇଥାନ୍ତି । ତାଛଡ଼ା ରଜନୀଙ୍କର ଅନ୍ୟ ଭାଷାରେ ମଧ୍ୟ ବହୁ ଫିଲ୍ମ ଦେଖିବାକୁ ମିଳିଥାଏ । ତେଣୁ ରଜନୀ ସବୁ ଫିଲ୍ମରୁ ପାଖାପାଖି ୨ଶହ କୋଟି ଟଙ୍କା ଆୟ କରିଥାନ୍ତି ।
Next Post
ସିରିଜ୍ ଲକ୍ଷରେ ଟିମ୍ ଇଣ୍ଡିଆ !
Wed Feb 27 , 2019
ଆଜି ବାଙ୍ଗାଲୋର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ୨ଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାସ୍ତ ହୋଇଛି । ତେଣୁ ଆଜି ସିରିଜ ବରାବର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ଟି୨୦ ମ୍ୟାଚରେ ଭାରତ ବିଜୟ ହାତଛଡା କରିଥିଲା । […]

You May Like
-
1 year ago
ପରପାରିରେ ବିଶିଷ୍ଟ ଅଭିନେତା ବିଜୟ ପଟ୍ଟନାୟକ
-
8 months ago
ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ
-
7 years ago
ପୁଣି ଏକାଠି ହେବେ ସିଦ୍ଧାନ୍ତ ଓ ରଚନା !