କାକଟପୁର(ମାନସ ସାମଲ): କାକଟପୁର ମୋତି କଲ୍ୟାଣ ମଣ୍ଡପ ଠାରେ ପୁରୀ ଜିଲ୍ଲାର ଅଗ୍ରଣୀ ସଂଗଠନ ବହୁ ମୁଖି ଯୁବସମନ୍ଵିତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶୁଶାନ୍ତ କୁମାର ପରିଡାଙ୍କ ଅଧ୍ୟକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀ ର ମୂଖ୍ୟ ଆଭିମୂଖ୍ୟ ହେଉଛି କାକଟପୁର ବ୍ଲକ ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ଅନ୍ତର୍ଗତ ଶଢାସଂ ଗ୍ରାମରେ ଥିବା ବାପା ମା ଛେଉଣ୍ଡ ସୁକାନ୍ତ […]

କାକଟପୁର(ମାନସ ସାମଲ)୩୦/୭: କାକଟପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଜନସମସ୍ୟା, ବିକାଶ କାର୍ଯ୍ୟରେ ଦୁର୍ନୀତି ଏବଂ ପିସି ପ୍ରଥା ଉଚ୍ଛେଦ ଦାବିରେ ଶତାଧିକ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ପ୍ରାୟ ହଜାର ରୁ ଅଧିକ କର୍ମୀ ଙ୍କ ଜନସମାଗମରେ ଏକ ବିଶାଳ ଶୋଭାଯାତ୍ରା କାକଟପୁର ମୁଖ୍ୟ ବଜାର ସ୍ଥିତ ପଦ୍ମଚରଣ ସାମନ୍ତସିଂହାର […]

କାକଟପୁର(ମାନସ ସାମଲ)୨୭/୦୭:କାକଟପୁର ବ୍ଲକ ମିଶନ ଶକ୍ତି ବିଭାଗରେ ନିଯୁକ୍ତି ପାଇଥିବା ବି ପି ଏମଙ୍କ ସ୍ୱେଛାଚାରିତା କାର୍ଯ୍ୟରେ ଅତିଷ୍ଠ ହୋଇ ବ୍ଲକର କେତେକ ସ୍ୱୟଂ ସହାୟିକା ଗୋଷ୍ଠି, ଆଞ୍ଚଳିକ ମଞ୍ଚ ଓ ମହାସଂଘର କର୍ମକର୍ତ୍ତାମାନେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ତାହାର ଏକକିତା ନକଲ ଜିଲ୍ଲାପାଳ ପୁରୀ, ମହିଳା ଶିଶୁ ବିକାଶ ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଓ ଡାଇରେକ୍ଟର ଅଫ ମହିଳା […]

ବାଲେଶ୍ୱର୨୭/୦୭(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ମହକୁମାକୁ ସଂଯୋଗ କରୁଥିବା ଜିଲ୍ଲା ମୁଖ୍ୟ ସଡ଼କ ଉପରେ ତାମୁଳିଆ ଠାରେ ଥିବା ଉଡ଼ନ୍ତା ପୋଲର ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ପୋଲର ତୁରନ୍ତ ମରାମତି ଦାବି କରି ଆଞ୍ଚଳିକ ସୁରକ୍ଷା ମଞ୍ଚ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରିଥିବାବେଳେ ଆଶୁ ପଦକ୍ଷେପ ନନିଆଗଲେ ଧାରଣା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି। ସଂଗଠନର […]

ପୁରୀ(ଜୟକୃଷ୍ଣ ଦାସ): ପୁରୀ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ହେଉଛି, ଅନେକ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ସହଯୋଗୀଙ୍କୁ କର୍ଡନ ମଧ୍ୟକୁ ସହଜରେ ଛଡ଼ାଯାଇନଥିବା ବେଳେ, କେତେକ ସ୍ୱେଚ୍ଛାସେବୀ ସଂସ୍ଥା, ଯଥା କଟକର “ଈଶ୍ୱର” ସେବା ସଂସ୍ଥା ର ବହୁ ସଂଖ୍ୟକ ସଦସ୍ୟ ଓ ସେମାନଙ୍କ ପରିବାରକୁ ପ୍ରବେଶ […]

ସମ୍ବଲପୁର(ବାସ୍ତବକଥା) : ସମ୍ବଲପୁରର ଗୌରୀଶଙ୍କର ପାର୍କ ସ୍ଥିତ ଓଡିଶା ଲଳିତ କଳା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଆୟୋଜନ ହୋଇଥିବା ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କ ସମୂହ ଚିତ୍ରକଳା ପ୍ରଦର୍ଶନୀ ‘ମଣିମା’ ଉଦଯାପିତ ହୋଇଯାଇଛି। ବିଶିଷ୍ଟ ଚିତ୍ରଶିଳ୍ପୀ ସୁଧାଂଶୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଆନ୍ତର୍ଜାତିକ କଳାକାର, ସଂଗ୍ରହାଧ୍ଯକ୍ଷ ଏବଂ ଚଳଚିତ୍ର ନିର୍ମାତା ଆଶିଷ ପହି ମୁଖ୍ୟ ଅତିଥି ତଥା ସ୍ୱତନ୍ତ୍ର ବକ୍ତା ଭାବେ ଯୋଗ ଦେଇଥିଲେ। ସେ […]

ନୂଆଦିଲ୍ଲୀ(ବାସ୍ତବକଥା): ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ସେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ […]

ବାଲେଶ୍ବର(କୃଷ୍ଣ କୁମାର ମହାନ୍ତି): ବାଲେଶ୍ବରର ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ ‘ତାଳ ଦରବାର’ର ଚତୁର୍ଥ ବାର୍ଷିକ ଉତ୍ସବ ‘ତାଳ ଦରବାର ଫେଷ୍ଟିଭାଲ-୨୦୨୬’ ଗାନ୍ଧୀ ସ୍ମୃତି ଭବନ ଠାରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ସଙ୍ଗୀତ, ସଂସ୍କୃତି ଓ ସର୍ଜନଶୀଳତାର ସମନ୍ୱୟରେ ଆୟୋଜିତ ଏହି ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ସ୍ମରଣୀୟ ଛାପ ଛାଡ଼ିଥିଲା। ଏଥିରେ ବାଲେଶ୍ବର ପୌରପରିଷଦର ଅଧକ୍ଷା ଶ୍ରୀମତୀ ସବିତା ସାହୁ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଯୋଗ […]

ନୋଏଡା(ବାସ୍ତବ କଥା):ନୋଏଡାର ସେକ୍ଟର ୬୧ ସ୍ଥିତ ରୟାଲ ଗାର୍ଡେନ ଇଷ୍ଟେଟ ପରିସରରେ ଅବସ୍ଥିତ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ର ଠାରେ ମହାସମାରୋହରେ ବାହୁଡା଼ଯାତ୍ରା ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ପବିତ୍ର ପାର୍ବଣ ଉପଲକ୍ଷେ ବଢ଼ି ଭୋରରୁ କମ୍ୟୁନିଟି ସେଣ୍ଟର ସ୍ଥିତ ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଚାରି ଦୀଅଁ ମାନଙ୍କ ସାମ୍ନାରେ ହୀନ୍ଦୁ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସକାଳ ୮ ଟା ସମୟରେ […]

ନୂଆଦିଲ୍ଲୀ(ବାସ୍ତବ କଥା): ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୮ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଚାରି ଦୀଅଁ ମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଏହା ପରେ ଦିନ […]

Pin It on Pinterest