ଭୁବନେଶ୍ୱର(ପ୍ରଶାନ୍ତ ପାଇକରାଏ):୧୪ ଜୁନ୍- ମୁକ୍ତା ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ-୨୦୨୬ ଅବସରରେ ନୀଳାଦ୍ରୀ ବିହାରସ୍ଥିତ କନ୍ୟାଶ୍ରମ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ଏକ ସ୍ୱତନ୍ତ୍ର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କନ୍ୟାଶ୍ରମର ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ପିଲାମାନଙ୍କୁ ରଜ ସଜବାଜ ସାମଗ୍ରୀ ଓ ଅନ୍ୟାନ୍ୟ ଉପହାର ବଣ୍ଟନ କରାଯାଇଥିଲା। ମହିଳା ସ୍ୱାସ୍ଥ୍ୟ […]
ରାଉରକେଲା(ରମେଶ ଚନ୍ଦ୍ର ବିଷୋୟୀ:୧୩/୬ରଘୁନାଥପଲ୍ଲୀ ଟିପ୍ପର ଓନର ସଙ୍ଘ ଚଳିତ ମାସ ୮ତାରିଖରୁ୧୦ତାରିଖ ତିନିଦିନ ଧରି ଆର.ଏସ.ପି ଗେଟ ଆଗରେ ଧାରଣା ଦେବା ସହିତ ବାହାର ଗାଡି ଗୁଡିକୁ ପ୍ଲାଣ୍ଟ ଭିତରକୁ ପଶିବାକୁ ଦେଇ ନଥିଲେ।ଏଭଳି ପରିସ୍ଥିତି ଉପୁଜିବାରୁ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ପହଞ୍ଚି ସଙ୍ଘ କାର୍ଯ୍ୟକର୍ତ୍ତା ଓ ଆର.ଏସ.ପି ମଧ୍ୟରେ କଥା ହୋଇଥିଲେ । ସଂଘ ତରଫରୁ ତିନୋଟି ଦାବୀ ରଖା ଯାଇଥିଲା,ସେ ଗୁଡିକ ହେଲା […]
ହିନ୍ଦୋଳ(ବାସ୍ତବକଥା)-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାପୁଆ ଡ୍ୟାମରେ ବୁଡି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଖବରର ତଥା ଅନୁସନ୍ଧାନରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ପଂଚାୟତସ୍ଥିତ ପର୍ଯ୍ୟଟନସ୍ଥଳ ସାପୁଆ ଡ୍ୟାମକୁ ରାସୋଳ ଥାନା ଚିତ୍ତଲପୁର ପଂଚାୟତର ବେଡା ଗ୍ରାମର ଦିଲୀପ ବିଶ୍ୱାଳଙ୍କ ପୁଅ ରାଜେନ୍ଦ୍ର ବିଶ୍ୱାଳ(୧୮)ଙ୍କୁ ଓଡାପଡାବ୍ଲକ ମୋଟଙ୍ଗା ଥାନା(ହିନ୍ଦୋଳରୋଡ଼ ଫାଣ୍ଡି) ଅଧୀନ ଗୋଡିଡ଼ିହି ଗ୍ରାମର ବିଶ୍ୱରଂଜନ ମହାରଣା ଓ ଏକଘରିକିଆ ଗ୍ରାମର ତନ୍ମୟ ବେହେରାଙ୍କ ସହ […]
କଟକ(ସଞ୍ଜୟ ଶତପଥୀ): କଟକର ରେଳବାଇ ପକ୍ଷରୁ କୌଣସି ଅଧିକାରୀଙ୍କ ଦସ୍ତଖତ ନଥାଇ ଏକ ନୋଟିସ ଗୋର୍ଖା କଲୋନୀ ବସ୍ତିର ଘରମାନଙ୍କରେ ଲଗା ଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଉଛେଦ ପାଇଁ କୁହାଯାଇଛି। ବିନା ଥଇଥାନରେ ଏହି ବେଆଇନ ନୋଟିସ୍ ବିରୁଦ୍ଧରେ ଆଜି କଟକ ରେଳ ବିଭାଗର ସିନିୟର ସେକ୍ସନ ଇଞ୍ଜିନିୟର (ଏସ୍. ଏସ୍. ଇ) ୱାର୍କ୍ସ ଅଫିସ୍ ସମ୍ମଖରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଶତାଧିକ ବସ୍ତିବାସିନ୍ଦାଙ୍କୁ […]
ସୁନ୍ଦରଗଡ଼(ବଳିଆ ନାୟକ): ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଓଡ଼ିଶାରେ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଭର୍ଚୁଆଲ୍ ମାଧ୍ୟମରେ ଏହି ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବିକାଶ ଭବନ ସଭାଗୃହରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ […]
ସୁବର୍ଣ୍ଣପୁର(ଭାଷ୍କରବାବୁ)୧୨/୦୬: ଆଜି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତଙ୍କୁ ସାମିଲ କରାଯାଇ ସେମାନଙ୍କର ମୁଣ୍ଡପିଛା ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ଦିଆଯିବ । ଚାଉଳର ପରିମାଣ ୫ କିଲୋଗ୍ରାମରୁ ୧୦ କିଲୋଗ୍ରାମକୁ ବୃଦ୍ଧି କରାଯାଇଛି। ମାଗଣାରେ ମୁଣ୍ଡ ପିଛା ୧୦ କେଜି ଚାଉଳ ଦିଆଯିବ ଏବଂ ଏହି […]
ରାଉରକେଲା(ବଳିଆ ନାୟକ):ରଘୁନାଥପାଲି ଥାନା ପୋଲିସ ଚୋରା ଲୁହା ପ୍ୟାଲେଟ୍ ପରିବହନ ମାମଲାରେ ବଡ଼ ସଫଳତା ହାସଲ କରିଛି। ପୋଲିସ ପ୍ରାୟ ୨୪ ଟନ୍ ଲୁହା ପ୍ୟାଲେଟ୍ ସହ ଏକ ଟ୍ରକ୍ ଓ ଏକ ବୋଲେରୋ ଗାଡ଼ିକୁ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ମାଲଗୋଦାମ ଅଞ୍ଚଳର ଦିଲ୍ଲୀପ ଜୈସୱାଲ (୪୭), ଟିସିଆଇ ଫର୍ସାଟୋଲାର ଶିବଲାଲ ବଡ଼ାଇକ (୩୮) ଏବଂ ଲହୁଣୀପଡା ଥାନା ଅନ୍ତର୍ଗତ […]
ଅତାବିରା(ବାସ୍ତବ କଥା):ଆମ୍ ଆଦମୀ ପାର୍ଟି ଅରବିନ୍ଦ କେଜ୍ରିୱାଲ୍ , ନିଶିକାନ୍ତ ମହାପାତ୍ର, ଭବାନି ପ୍ରସାଦ ସାହୁ ଙ୍କ ନେତୃତ୍ୱ ଏବଂ ଆମ୍ ଆଦମୀ ପାର୍ଟି ର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ବିଜୁଳି ଓ ପାଣି କେନ୍ଦ୍ରିକ ଜନହିତକର ରାଜନୀତିରେ ପ୍ରଭାବିତ ହୋଇ ଅତାବିରା ବିଧାନସଭା ଅନ୍ତର୍ଗତ ଝିଲିମିଣ୍ଡା ପଞ୍ଚାୟତର ବିଜେଡି ,ବିଜେପି, କଂଗ୍ରେସ୍ ପାର୍ଟି ର ସଦସ୍ୟତା ଛାଡ଼ି୧୦୦ ରୁ ଅଧିକ ଯୁବକ ଆମ୍ ଆଦମୀ ପାର୍ଟିର ସଦସ୍ୟତା ଗ୍ରହଣ […]
କଟକ(ବାସ୍ତବ କଥା)୦୫.୦୬: କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଆଠଗଡ ଅବକାରୀ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ନେତୃତ୍ୱରେ କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟଙ୍ଗୋର,ସରସ୍ୱତୀପୁର ଓ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ଥାନା, ବାଙ୍କୀ ଅବକାରୀ ଥାନା , ନରସିଂହପୁର ଅବକାରୀ ଥାନା, କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ, ସଦର […]
ବରଗଡ଼(ବାସ୍ତବକଥା):୦୫.୦୬.୨୦୨୬ ବରପାଲି ରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ପୌରାଣିକ ତଥା ଓଡ଼ିଆ ଅସ୍ମିତା ର ପ୍ରତିକ ୧୪୯ ତମ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଆସନ୍ତା ରବିବାର ୦୭ ତାରିଖ ସଂଧ୍ୟା ୦୫ ଘଣ୍ଟା ୩୦ ମିନିଟ ସମୟରେ ବରଗଡ଼ ଗଣପତି ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ।ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ବରଗଡ଼ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେବାକୁ […]


