ଡକ୍ଟର ପିୟାଲ ଭଟ୍ଟାଚାର୍ଯ୍ୟଙ୍କ ଚିଦାକାଶ କଳାଳୟ ମାର୍ଗନାଟ୍ୟ “ସୌଗନ୍ଧିକାହରଣମ୍”କୁ ଜୀବନ୍ତ କଲା।ଭୁବନେଶ୍ୱର(ବାସ୍ତବ କଥା): ୭/୯ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ଡ. ପିୟାଲ ଭଟ୍ଟାଚାର୍ଯ୍ୟଙ୍କ ନୃତ୍ୟନାଟ୍ୟ ରଚନା “ସୌଗନ୍ଧିକାହରଣମ୍”ର ଏକ ମାର୍ଗନାଟ୍ୟ ପ୍ରଦର୍ଶନ ସହିତ ଶାସ୍ତ୍ରୀୟ କଳାର ହୃଦୟସ୍ପର୍ଶୀ ଉତ୍ସବକୁ ଜାରି ରଖିଥିଲା ।ସନ୍ଧ୍ୟାରେ ସମ୍ମାନିତ […]

ଉଦ୍‌ଘାଟନୀ ସନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଦୁଷୀ ଶୁଭା ମୁଦଗଲ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କଲେଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ସୃଜନ -ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ସେପ୍ଟେମ୍ବର ୫ରେ ରବୀନ୍ଦ୍ର ମଣ୍ଡପରେ ବହୁ ଜାକଜମକରେ ଆରମ୍ଭ ହୋଇଛି । ସେପ୍ଟେମ୍ବର ୫ – ୯ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୭ଟାରେ ଆୟୋଜିତ ଏହି ପାଞ୍ଚଦିନିଆ […]

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ‘ଟାଇମପାସ’ ପ୍ରକାଶନ ସଂସ୍ଥା ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ପଞ୍ଚମ ‘ବହିବର୍ଷା’ରେ ଲୋକାର୍ପିତ ହୋଇଯାଇଛି ତେରଟି ନୂତନ ପୁସ୍ତକ। ବର୍ଷଣମୁଖର ସଂଧ୍ୟାରେ ଅନୁଷ୍ଠିତ ଏହି ମାରାଥନ୍‍ ପୁସ୍ତକ ଲୋକାର୍ପଣ ଉତ୍ସବକୁ ଶଙ୍ଖହୁଳହୁଳି ନାଦରେ ନଡ଼ିଆ ଭାଙ୍ଗି ଉଦ୍‍ଘାଟନ କରିଥିଲେ ଦୀର୍ଘ ଚାଳିଶ ବର୍ଷ ଧରି ହିମାଳୟ ଗିରିଶୃଙ୍ଗରେ ଟ୍ରେକିଂ କରିଥିବା ସମ୍ବଲପୁରର ବରିଷ୍ଠ ଲେଖକ ଧ୍ରୁବପ୍ରସାଦ ପଣ୍ଡା। କବିତା ବିଭାଗରେ ଡ. ପ୍ରସନ୍ନ କୁମାର ମହାନ୍ତିଙ୍କ […]

ବାଲେଶ୍ୱର(ବାସ୍ତବକଥା: ବାଲେଶ୍ୱରର ବରିଷ୍ଠ କବି, ସମ୍ପାଦକ, ଗାଳ୍ପିକ ଓ ଅନୁବାଦକ କୃଷ୍ଣ କୁମାର ମହାନ୍ତିଙ୍କୁ ଚଳିତ ବର୍ଷର ‘ଅରୁଣ ଦେ ସ୍ମୃତି ସମ୍ମାନ-୨୦୨୬’ ପ୍ରଦାନ କରାଯାଇଛି। ଶନିବାର ବାଲେଶ୍ୱର ସ୍ଥିତ ସିଦ୍ଧି କଲ୍ୟାଣ ମଣ୍ଡପ-୨ ଠାରେ ଆୟୋଜିତ ବିଶିଷ୍ଟ ଜନନେତା ସ୍ୱର୍ଗତ ଅରୁଣ ଦେଙ୍କ ପଞ୍ଚମ ସ୍ମୃତି ସମାରୋହ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ବିଶିଷ୍ଟ ବକ୍ତା ତଥା ରାଜନେତ୍ରୀ […]

ବାଲେଶ୍ବର(କୃଷ୍ଣ କୁମାର ମହାନ୍ତି): ବାଲେଶ୍ବରର ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ ‘ତାଳ ଦରବାର’ର ଚତୁର୍ଥ ବାର୍ଷିକ ଉତ୍ସବ ‘ତାଳ ଦରବାର ଫେଷ୍ଟିଭାଲ-୨୦୨୬’ ଗାନ୍ଧୀ ସ୍ମୃତି ଭବନ ଠାରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ସଙ୍ଗୀତ, ସଂସ୍କୃତି ଓ ସର୍ଜନଶୀଳତାର ସମନ୍ୱୟରେ ଆୟୋଜିତ ଏହି ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ସ୍ମରଣୀୟ ଛାପ ଛାଡ଼ିଥିଲା। ଏଥିରେ ବାଲେଶ୍ବର ପୌରପରିଷଦର ଅଧକ୍ଷା ଶ୍ରୀମତୀ ସବିତା ସାହୁ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଯୋଗ […]

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଉଦ୍‍ଘାଟନୀ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଯାଇଅଛି । ଏହି ତିନି ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ଓ ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନେ ଯୋଗଦାନ କରି […]

ଭୁବନେଶ୍ବର(ପ୍ରଶାନ୍ତ ପାଇକରାୟ): ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ବର୍ଷା ପବ୍ଲିକେସନ୍ ପକ୍ଷରୁ ‘ଚତୁର୍ଥ ବର୍ଷା ସମ୍ମାନ-୨୦୨୬’ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ମାସ ୨ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ‘ଚତୁର୍ଥ ବର୍ଷା ଉତ୍ସବ’ରେ ଏହା ପ୍ରଦାନ କରାଯିବ । ବର୍ଷା ପବ୍ଲିକେସନ୍‌, ସବୁବେଳେ ଗୁଣାତ୍ମକ ମାନ ଥିବା ବହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର, ପ୍ରସାରରେ ପ୍ରମୁଖ ଭୂମିକା […]

ଭୁବନେଶ୍ୱର:(ବାସ୍ତବକଥା):୨୭/୦୬ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ବର୍ଷା ପବ୍ଲିକେସନ୍ ପକ୍ଷରୁ ଭୁବନେଶ୍ୱରର ରେଡକ୍ରସ୍ ଭବନ ଠାରେ ଲୋକାର୍ପିତ ହୋଇଯାଇଛି ବରିଷ୍ଠ କବି ରମାକାନ୍ତ ଗୋଚ୍ଛାୟତଙ୍କ କବିତା ସଂକଳନ ‘ଲୋହିତ ସ୍ୱପ୍ନ’ । ଉକ୍ତ ଉତ୍ସବରେ ବିଶିଷ୍ଟ କଥାକାର ଓ କବି ଅଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବିତା ସମ୍ପର୍କରେ ବହୁ ତାତ୍ତ୍ୱିକ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ କବି ଓ ଆଲୋଚକ […]

ଭଦ୍ରକ:(ଶୁଭ୍ରକାନ୍ତ ରାଉତରାୟ): ଭଦ୍ରକ ସଂସ୍କୃତି ଭବନରେ ଗାଳ୍ପିକ ଅଧିବକ୍ତା ତଥା ଯୁବ ନାଟ୍ୟକାର ରୁଦ୍ରକାନ୍ତ ରାଉତରାୟଙ୍କ ଗଳ୍ପ ସଂକଳନ “ଅନ୍ତଃହୀନ ଜ୍ୟୋସ୍ନା” ଲୋକାର୍ପିତ ହୋଇ ଯାଇଛି। ବିଶିଷ୍ଠ କବୟିତ୍ରି ସଂଯୁକ୍ତା ବଳ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ସାହିତ୍ୟିକ ସମାଜସେବୀ ଅଜୟ ନାୟକ, ବରେଣ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ଅଧ୍ୟାପକ ଡଃ ବିଶ୍ଵରଞ୍ଜନ ଦାସ ଯୋଗ ଦେଇଥିଲେ ।ଏହି ଗଳ୍ପ ସଂକଳନ ରେ […]

ଭୁବନେଶ୍ୱର:(ତ୍ରିଭୁବନ ମହାପାତ୍ର): ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାଶିଳ୍ପୀ ସଦାନନ୍ଦ ତ୍ରିପାଠୀଙ୍କ ଦେହାବସାନ ୨ ଏପ୍ରିଲ ୨୦୨୬ରେ ଘଟିଅଛି। ଓଡ଼ିଆ ଗଳ୍ପଜଗତର ଜଣେ ଅପ୍ରତିଦ୍ବନ୍ଦ୍ବୀ କଥାକାର ଥିଲେ ସ୍ଵର୍ଗତ ତ୍ରିପାଠୀ। ତାଙ୍କର ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ୦୯ .୦୪.୨୦୨୬ ସନ୍ଧ୍ୟାରେ ବୁଦ୍ଧମନ୍ଦିରସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ସାହିତ୍ୟିକ ଯୋଗଦାନ କରି ସଦାନନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶିଷ୍ଟ କବି ଅଶ୍ୱିନୀ […]

Pin It on Pinterest