ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି)୨୪/୭: ଶ୍ରଦ୍ଧା ଓ ଭକ୍ତିର ଅପୂର୍ବ ମିଳନ ମଧ୍ୟରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ବାଲଗୋପାଳପୁର ଶିଳ୍ପାଞ୍ଚଳର ଇମାମି ନଗରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ରଥ ଭକ୍ତିର ଦଉଡ଼ିରେ ଟଣା ହୋଇ ଶ୍ରୀମନ୍ଦିର ଅଭିମୁଖେ ଗତି କରିଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ଆଜ୍ଞାମାଳ ଅର୍ପଣ ହୋଇଥିଲା। […]
ଜୀବନ ଧର୍ମ
କଟକ(ସଞ୍ଜୟ ଶତପଥୀ): ଓଡ଼ିଶା ହେଉଛି ଶକ୍ତି ଆରାଧନାର ଏକ ପବିତ୍ର ଭୂମି। ଏଠାରେ ଗାଁ ଗାଁରେ, ପୀଠ ପୀଠରେ ମା’ ଶକ୍ତିରୂପିଣୀ ଭାବେ ବିରାଜମାନ। ଏହି ସଂସ୍କୃତି ଓ ବିଶ୍ୱାସର ଏକ ଜୀବନ୍ତ ତଥା ଅନନ୍ୟ ଉଦାହରଣ ଦେଖିବାକୁ ମିଳେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଜୟପୁର ଗ୍ରାମରେ, ଯେଉଁଠାରେ ପୂଜା ପାଉଛନ୍ତି ଜଗଜ୍ଜନନୀ ମା’ ମଙ୍ଗଳା। ଏହି ପୀଠ କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ନିସ୍ୱାର୍ଥପର ସେବା […]
ଭୁବନେଶ୍ୱର(ପ୍ରଶାନ୍ତପାଇକରାୟ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଆଜି ଥିଲା ଉଦ୍ଯାପନୀ ସଂଧ୍ୟା ।ଉଦ୍ଯାପନୀ ସଂଧ୍ୟାର ପ୍ରଥମ ଗାୟକ ଥିଲେ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ପ୍ରଫେସର ରାମହରି ଦାସ, ସେ ପରିବେଷଣ କରିଥିଲେ ଚନ୍ଦନ ହଜୁରି ରଚନାରୁ ଚନ୍ଦନ ଲାଗି […]
ରାଶିଫଳ, ୧୭ ମଇ ରବିବାର ମେଷ ରାଶିଆଜି ଆପଣ ବନ୍ଧୁ ଏବଂ ପରିବାର ସହିତ ବହୁତ ବ୍ୟସ୍ତ ରହିବେ। ଆପଣ ନିଜର ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନସାଥୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ। ବ୍ୟବସାୟରେ ନୂତନ ଅଂଶୀଦାର ସୃଷ୍ଟି ହୋଇପାରନ୍ତି ଯାହା ଉନ୍ନତି ଆଣିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହ ଚୁକ୍ତି କରିବା ସମୟରେ ସତର୍କ ରୁହନ୍ତୁ। ଆଜି ନିଜର ସ୍ୱାସ୍ଥ୍ୟ ପ୍ରତି ଆଦୌ ଅବହେଳା କରନ୍ତୁ […]
ରାଶିଫଳ, ୧୬ ମଇ ଶନିବାର ମେଷ ରାଶିଆଜି ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ଏବଂ ଅଧିକାର ବୃଦ୍ଧି ହେବାର ସଙ୍କେତ ମିଳୁଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ପୂରଣ ହେବ । ପରିବାରରେ ଏକତା ବଜାୟ ରହିବ ଏବଂ ସନ୍ତାନମାନଙ୍କ ସୁଖ ପାଇଁ ନୂତନ ଯାନବାହନ କ୍ରୟର ଯୋଗ ବନୁଛି । ବ୍ୟବସାୟ କ୍ଷେତ୍ରରେ ଲାଭବାନ […]
ରାଶିଫଳ, ୧୫ ମଇ, ଶୁକ୍ରବାର ମେଷ ରାଶିଆଜି ଆପଣଙ୍କ ପାଇଁ ଦିନଟି ବହୁତ ଶୁଭ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଶରୀର ସୁସ୍ଥ ରହିବା ସହ ମନ ପ୍ରସନ୍ନ ରହିବ। ବ୍ୟବସାୟରେ ଆଶାଜନକ ଲାଭ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ପରିବାରରେ ହସଖୁସିର ବାତାବରଣ ବଜାୟ ରହିବ। ବନ୍ଧୁମାନଙ୍କ ସହଯୋଗ ପାଇ ଆପଣ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ। ବୃଷ ରାଶିଆଜି ଆପଣଙ୍କୁ ଆର୍ଥିକ […]
ରାଶିଫଳ, ୧୧ ମଇ, ସୋମବାର ମେଷ ରାଶିମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ବେଶ୍ ଲାଭଦାୟକ ରହିବ କିନ୍ତୁ ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ ଏବଂ କାର୍ଯ୍ୟଗୁଡ଼ିକ ସଫଳତାର ସହ ସମାପ୍ତ ହେବ। ପରିବାରରେ କୌଣସି ଶୁଭ ଖବର ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ ଏବଂ ବନ୍ଧୁବାନ୍ଧବଙ୍କ ସହ ମିଳାମିଶା ହୋଇପାରେ। ଆର୍ଥିକ ମାମଲାରେ ଯେକୌଣସି […]
ରାଶିଫଳ, ୧୦ ମଇ, ରବିବାର ମେଷ ରାଶିମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ବେଶ୍ ଲାଭଦାୟକ ରହିବ କିନ୍ତୁ ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ ଏବଂ କାର୍ଯ୍ୟଗୁଡ଼ିକ ସଫଳତାର ସହ ସମାପ୍ତ ହେବ। ପରିବାରରେ କୌଣସି ଶୁଭ ଖବର ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ ଏବଂ ବନ୍ଧୁବାନ୍ଧବଙ୍କ ସହ ମିଳାମିଶା ହୋଇପାରେ। ଆର୍ଥିକ ମାମଲାରେ ଯେକୌଣସି […]
ରାଶିଫଳ ଆଜି, ୯ ମେ ଶନିବାର ମେଷ ରାଶିଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ ଏବଂ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହେବ । ବ୍ୟବସାୟ କ୍ଷେତ୍ରରେ ନୂତନ ନିବେଶ ପାଇଁ ଏହା ଏକ ଉତ୍ତମ ସମୟ ଅଟେ ଯାହା ଭବିଷ୍ୟତରେ ବହୁତ ଲାଭଦାୟକ ହେବ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବା ସହ ବନ୍ଧୁବାନ୍ଧବଙ୍କ ସହଯୋଗ ପ୍ରାପ୍ତ ହେବ । […]
ରାଶିଫଳ ଆଜି, ୨ ମେ ଶନିବାର ବୈଶାଖ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି। ସୂର୍ଯ୍ୟୋଦୟ ସକାଳ ୫ ଘଟିକା ୧୭ ମିନିଟ୍, ସୂର୍ଯ୍ୟାସ୍ତ ସନ୍ଧ୍ୟା ୬ ଘଟିକା ୧୦ ମିନିଟ୍। ଅମୃତ ବେଳା ସକାଳ ୭ ଘଟିକା ୪ ମିନିଟ୍ ରୁ ୯ ଘଟିକା ୩୮ ମିନିଟ୍, ଅଶୁଭ କାଳ ସକାଳ ୮ ଘଟିକା ୩୨ ମିନିଟ୍ ରୁ ୧୦ ଘଟିକା ୧୦ ମିନିଟ୍। ମେଷ ରାଶିର ବ୍ୟକ୍ତିଙ୍କ […]


