‘ମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚିର ପ୍ରୟାସ ପ୍ରେରଣାଦାୟୀ’।ପଦ୍ମଶ୍ରୀ ଚରଣ ହେମ୍ବ୍ରମ,ପଦ୍ମଶ୍ରୀ ସାବରମତୀ, ସାଂସଦ ଶ୍ରୀ ଦିଲ୍ଲୀପ ରାୟ, ସୁଶ୍ରୀ ଜ୍ୟୋତିର୍ମୟୀ ନାୟକ ଓ ଶ୍ରୀ ଦୀପ୍ ଗ୍ରେସ୍, ଶ୍ରୀ ସାତ୍ତ୍ୱିକ ସତ୍ୟକାମ ଦେବତା, ଶ୍ରୀ ପାର୍ଥସାରଥୀ ମହାନ୍ତ ଓ ଶ୍ରୀ ଆଶୁତୋଷ ନାୟକଙ୍କୁ ରୁଚି ପ୍ରତିଭା ସମ୍ମାନ। “ଆପ୍ ରୁଚି ଖାନା”:-ଏହି କଥାଟିକୁ ଆଧାର କରି ଆଜିମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚି […]
ରାଜ୍ୟ
ଝାରସୁଗୁଡ଼ା(ବାସ୍ତବକଥା):୧୨/୦୯- ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନର ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ାର ଚୟନ ପରୀକ୍ଷା ଶୁକ୍ରବାର ବ୍ରଜରାଜନଗରସ୍ଥିତ ଇନ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି ଚୟନ ପରୀକ୍ଷାରେ ଉଶୁ, ତାଇକୋଣ୍ଡୋ, ବ୍ୟାଡମିଣ୍ଟନ, ଯୋଗ, ହ୍ୟାଣ୍ଡବଲ୍ ଓ ଭଲିବଲ୍ ଭଳି କ୍ରୀଡ଼ାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ […]
ମାନସିକ ଅନଗ୍ରସର ଓ ଅନ୍ତେବାସୀଙ୍କୁ ଆତ୍ମନିର୍ଭର ପାଇଁ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ । ଚପଲ କିଣି ଉତ୍ସାହିତ କଲେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ। ଝାରସୁଗୁଡ଼ା(ବାସ୍ତବକଥା): ଝାରସୁଗୁଡା ସହରସ୍ଥିତ କକ୍ସ କଲୋନୀରେ ଅବସ୍ଥିତ ‘ମିଶନ ଆଶାଲୋକ-୧’ ପରିସରରେ ମାନସିକ ରୋଗୀ ଓ ଅନ୍ତେବାସୀଙ୍କ ମାନସିକ-ସାମାଜିକ ପୁନର୍ବାସ ତଥା ସ୍ୱାବଲମ୍ବନ ଲକ୍ଷ୍ୟରେ ଏକ ନୂତନ ରବର ଚପଲ ତିଆରି ବୃତ୍ତିଗତ ୟୁନିଟ୍ ଶୁଭାରମ୍ଭ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ […]
ବଣାଇ(ବାସ୍ତବକଥା): ବଣାଇ ବ୍ଲକ ଅନ୍ତର୍ଗତ ବାବୁ ନୂଆଗାଁ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସ୍ପାର୍କ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଏଭି ପୂର୍ବତ୍ତନ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ପତି, ଜ଼ିଲ୍ଲା ପରିଷଦ ସଭ୍ୟ ବୀର ବିଚିତ୍ରସେନ ନାଏକ, ରାମଚନ୍ଦ୍ର ସାହୁ, ଗୁରୁଣ୍ଡିଆ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନସ […]
ଆନନ୍ଦପୁର(ବାସ୍ତବ କଥା):ଅବକାରୀ ବିଭାଗ ଓ ପୋଲିସ୍ ର ମିଳିତ ଚଢାଉ ୨ଟି ସ୍କୁଟି ସହ ଗୋଟିଏ ବାଇକ୍ ଓ ୯୦୦ ଲିଟର ମହୁଲି ମଦ ଜବତ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଓସ୍ତପୁରା ଗାଁ ନିକଟରେ ବେଆଇନ୍ ମହୁଲି ମଦ ରନ୍ଧା ହେଉଥିବା ଖବରପାଇ ଆଜି ଘଷିପୁରା ପୋଲିସ୍ ସହାୟତାରେ ରେଡ୍ ମାରିଥିଲା ଆନନ୍ଦପୁର ଅବକାରୀ ବିଭାଗ ।ରେଡ୍ ସମୟରେ ମାଫିଆମାନେ ଦୈଡି ପଳାଇଥିବାବେଳେ ସେଠାରେ ଥିବା ପ୍ରାୟ ୧୫ହଜାର […]
ରାଉରକେଲା(ବାସ୍ତବକଥା): ଓଡିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଉରକେଲା ର ଅବକାରୀ ଅଧିକ୍ଷକ ଶ୍ରୀ ଧନେଶ୍ଵର ବରାଡ।ଅବକାରୀ ଅଧିକ୍ଷକ ଶ୍ରୀ ବରାଡ ମଦ ଦୋକାନ ଲାଇସେନ୍ସ ପାଇଥିବା ଦୋକାନୀମାନଙ୍କ ଠାରୁ ଧମକ ଚମକ ଦେଖାଇ ବେଆଇନ ଅର୍ଥ ଆଦାୟ କରୁଥିବାର ଖବର ଓଡ଼ିଶା ଭିଜିଲାନ୍ସ ପାଖରେ ପହଞ୍ଚୂଥିଲା ଏବଂ ଏହି ବିଷୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକ ଙ୍କୁ ଧରିବା ଲାଗି ଜାଲ ବିଛା ଯାଇଥିଲା। ବିଶ୍ବସ୍ତ ସୂତ୍ରରୁ […]
କଟକ(ସଂଜୟ ଶତପଥୀ): ଆଗାମୀ ପାର୍ବଣକୁ ଆଖି ଆଗରେ ରଖି ଚୋରା ନିଶା କାରବାର କୁ ରୋକିବା ଲାଗି କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଅବକାରୀ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟଙ୍କ […]
ଆନନ୍ଦପୁର(ନିର୍ମଳ ରାଉଳ): ମୁନିସିପାଲିଟି ଅନ୍ତର୍ଗତ ଶାଳପଡ଼ା ଠାରେ ମାପ ଓଜନ ବିଭାଗ ର ନୂତନ କାର୍ଯ୍ୟାଳୟ କୁ ଆଜି ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ପୂଜାର୍ଚନା କରିବା ସହିତ ଫିତା କାଟି ଉଦଘାଟନ କରିଛନ୍ତି। ଏହି ଅବସରରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପଞ୍ଜୀକରଣ କେନ୍ଦୁଝର ଜିଲ୍ଲା ରେ ୯୪ ହଜାରରୁ ଊର୍ଦ୍ଧ୍ବ ଚାଷୀ […]
କଟକ(ସଞ୍ଜୟ ଶତପଥୀ): ଆଜି ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର (ୟୁ.ଏଫ୍.ବି.ୟୁ) ର ଡାକରା ରେ ସମଗ୍ର ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କରୁ ପ୍ରାୟ ଆଠ ଲକ୍ଷରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି।ଚାରି ଦଫା ସମ୍ମିଳିତ ଦାବି ଯଥା:-ସପ୍ତାହକୁ ପାଞ୍ଚଦିନ କାର୍ଯ୍ୟଦିବସ,ପରଫରମାନ୍ସ ଲିଙ୍କ ଇନସଜନଟିଭ୍(ପି.ଏଲ୍.ଆଇ.) ସଂଶୋଧନ,ରେସିଜୁଆଲ୍ ଇସ୍ଯୁର ତୁରନ୍ତ ସମାଧାନ, ପୁରୁଣା ପେନସନ କୁ ଲାଗୁ କରିବା ସହ ଅନ୍ୟାନ୍ୟ ଦାବିକୁ ପୁରଣ କରିବାକୁ ୟୁ.ଏଫ୍.ବି.ଆଇ […]


