କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ): ୧୮ ସେପ୍ଟେମ୍ବର ୨୦୨୬-କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଳି ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ […]
ରାଜ୍ୟ
ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଜିଲ୍ଲାସ୍ତରୀୟ ଦୀପ ପ୍ରଜ୍ୱଳନ… କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ):୧୭ ସେପ୍ଟେମ୍ବର ୨୦୨୬-ରାଜ୍ୟବ୍ୟାପୀ “ସେବା ସଂକଳ୍ପ ପର୍ବ” ପାଳନର ଶୁଭାରମ୍ଭ ଅବସରରେ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ାସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ କରିଥିଲେ। ଏହି […]
ଆନନ୍ଦପୁର(ନିର୍ମଳ ରାଉଳ): ଆନନ୍ଦପୁର ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଙ୍କ ର ୭୬ ତମ ଜନ୍ମ ଦିନ ଅବସରରେ ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଆଜି ଆନନ୍ଦପୁର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମୋଦିଜୀ ଙ୍କ ଦୀର୍ଘ ଜୀବନ କାମନା କରି ଦୀପ ଯଞ୍ଜ […]
କାକଟପୁର(ମାନସ ସାମଲ): ୧୭/୯-ଦହିବରା ଖାଇ ୬୦ରୁ ଅଧିକ ପିଲା ଓ ବଡ଼ ଅସୁସ୍ଥ ହୋଇପଡ଼ିଥିବା ଘଟଣାକୁ ନେଇ କାକଟପୁର ବ୍ଲକ ବାଙ୍ଗୁରିଗାଁ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଗତକାଲି ଜଣେ ବୁଲା ଦହିବରା ବିକାଳି ବିଭିନ୍ନ ଗାଁ ବୁଲି ଦହିବରା ବିକ୍ରି କରିଥିଲେ। ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁର ଛୋଟ ପିଲା ଓ ବଡ଼ ଲୋକ ଏହା ଖାଇଥିଲେ।ଦହିବରା ଖାଇବାର କିଛି ଘଣ୍ଟା ପରେ ଅନେକଙ୍କ ସ୍ୱାସ୍ଥ୍ୟ ଖରାପ […]
ପୁରୀ(ଜୟକୃଷ୍ଣ ଦାସ): ପୁରୀ ସହରରେ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ, ସିଟି ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ରେଡ୍ । ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଖଜା ଗୋଦାମ ଉପରେ ଆଜି ସକାଳୁ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ସିଟି ଡିଏସପିଙ୍କ ନେତୃତ୍ୱରେ ଟାଉନ ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଛନ୍ତି। […]
କାକଟପୁର(ମାନସ ସାମଲ)୧୪/୦୯:କାକଟପୁର ବ୍ଲକ ଅନ୍ତର୍ଗତ ଫକୀର ସାହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଗଜାନନ ମହାପ୍ରଭୁଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଧାର୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ।ଏହି ପବିତ୍ର କାର୍ଯ୍ୟକ୍ରମ ଡଃ କମଳେଶ ଛାଟୋଇଙ୍କ ପ୍ରଚେଷ୍ଟାରେ ସମ୍ପନ୍ନ ହୋଇଥିବାବେଳେ ଡଃ ଇପ୍ସିତା ଜେନା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ଅଜୟ […]
ଆନନ୍ଦପୁର(ନିର୍ମଳ ରାଉଳ):୧୫/୯- କେନ୍ଦୁଝର ଆନନ୍ଦପୁର ପୌରପରିଷଦ 14 ନମ୍ବର ୱାର୍ଡ ଘସିପୁରାସ୍ଥିତ ପି ଏମ ଶ୍ରୀ ଝାଡ଼େଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ନାମରେ ନିର୍ଦ୍ଧିଷ୍ଟ ଗଣମାଧ୍ୟ୍ୟମରେ ମିଥ୍ୟା ଅଭିଯୋଗ ପ୍ରସାରଣ ହୋଇଥିଲା। ଯେଉଁ ଅଭିଯୋଗକୁ ଆଧାର କରି କେଉଁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଝାଡ଼େଶ୍ୱର ସରକାରୀ ବିଦ୍ୟାଳୟ କୁ ୮/୦୭/୨୦୨୬ ତାରିଖ ରେ ଘସିପୁରା ବି ଇ ଓ ହରିଚନ୍ଦନପୁର ବି ଇ […]
‘ମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚିର ପ୍ରୟାସ ପ୍ରେରଣାଦାୟୀ’।ପଦ୍ମଶ୍ରୀ ଚରଣ ହେମ୍ବ୍ରମ,ପଦ୍ମଶ୍ରୀ ସାବରମତୀ, ସାଂସଦ ଶ୍ରୀ ଦିଲ୍ଲୀପ ରାୟ, ସୁଶ୍ରୀ ଜ୍ୟୋତିର୍ମୟୀ ନାୟକ ଓ ଶ୍ରୀ ଦୀପ୍ ଗ୍ରେସ୍, ଶ୍ରୀ ସାତ୍ତ୍ୱିକ ସତ୍ୟକାମ ଦେବତା, ଶ୍ରୀ ପାର୍ଥସାରଥୀ ମହାନ୍ତ ଓ ଶ୍ରୀ ଆଶୁତୋଷ ନାୟକଙ୍କୁ ରୁଚି ପ୍ରତିଭା ସମ୍ମାନ। “ଆପ୍ ରୁଚି ଖାନା”:-ଏହି କଥାଟିକୁ ଆଧାର କରି ଆଜିମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚି […]
ଝାରସୁଗୁଡ଼ା(ବାସ୍ତବକଥା):୧୨/୦୯- ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନର ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ାର ଚୟନ ପରୀକ୍ଷା ଶୁକ୍ରବାର ବ୍ରଜରାଜନଗରସ୍ଥିତ ଇନ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି ଚୟନ ପରୀକ୍ଷାରେ ଉଶୁ, ତାଇକୋଣ୍ଡୋ, ବ୍ୟାଡମିଣ୍ଟନ, ଯୋଗ, ହ୍ୟାଣ୍ଡବଲ୍ ଓ ଭଲିବଲ୍ ଭଳି କ୍ରୀଡ଼ାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ […]
ମାନସିକ ଅନଗ୍ରସର ଓ ଅନ୍ତେବାସୀଙ୍କୁ ଆତ୍ମନିର୍ଭର ପାଇଁ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ । ଚପଲ କିଣି ଉତ୍ସାହିତ କଲେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ। ଝାରସୁଗୁଡ଼ା(ବାସ୍ତବକଥା): ଝାରସୁଗୁଡା ସହରସ୍ଥିତ କକ୍ସ କଲୋନୀରେ ଅବସ୍ଥିତ ‘ମିଶନ ଆଶାଲୋକ-୧’ ପରିସରରେ ମାନସିକ ରୋଗୀ ଓ ଅନ୍ତେବାସୀଙ୍କ ମାନସିକ-ସାମାଜିକ ପୁନର୍ବାସ ତଥା ସ୍ୱାବଲମ୍ବନ ଲକ୍ଷ୍ୟରେ ଏକ ନୂତନ ରବର ଚପଲ ତିଆରି ବୃତ୍ତିଗତ ୟୁନିଟ୍ ଶୁଭାରମ୍ଭ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ […]


