ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କଲେ ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି…

ଆନନ୍ଦପୁର(ନିର୍ମଳ ରାଉଳ): ଆନନ୍ଦପୁର ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଙ୍କ ର ୭୬ ତମ ଜନ୍ମ ଦିନ ଅବସରରେ ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଆଜି ଆନନ୍ଦପୁର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମୋଦିଜୀ ଙ୍କ ଦୀର୍ଘ ଜୀବନ କାମନା କରି ଦୀପ ଯଞ୍ଜ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ମୁନିସିପାଲିଟି ର ପୂର୍ବତନ ନଗରପାଳ ଶ୍ରୀ ଶାନ୍ତନୁ କୁମାର ସେଠୀ, ଆନନ୍ଦପୁର ଏଡିଜେ କୋର୍ଟ ର ସରକାରୀ ଓକିଲ ଶ୍ରୀ ହେମନ୍ତ କୁମାର ମଲ୍ଲିକ, ଯୁବ ନେତା ଶ୍ରୀ ଦେବ ରଞ୍ଜନ ସାହୁ, ବିନୋଦ ବିହାରୀ ମିଶ୍ର, ଗଗନ ବିହାରୀ ସିଂହ, ରତ୍ନାକର ଦାସ, ଅରବିନ୍ଦ୍ ମିଶ୍ର, ଅଶୋକ କୁମାର ପଟ୍ଟନାୟକ, ବାବୁଲା ରାଉଳ, ବିରଞ୍ଚି ନାରାୟଣ ପାତ୍ର, ଲଲାଟେନ୍ଦୁ ଧିର, ସୋମନାଥ ମିଶ୍ର, ପ୍ରାଣବନ୍ଧୁ ସାହୁ, କୈଳାଶ ଚନ୍ଦ୍ର ନାୟକ, ରାଜେନ୍ଦ୍ର କୁମାର ସାହୁ, ରାହାସ ବିହାରୀ ସାହୁ, ରବି ନାରାୟଣ ହୋତା, ଅନନ୍ତ ବାରିକ, ଘନଶ୍ୟାମ ମୁଦୁଲି, ପଦ୍ମନାଭ ପାଣିଗ୍ରାହୀ, ଦୀପୁ ନାଥ, ସୁରେନ୍ଦ୍ର ବାରିକ, ନଗେନ୍ ଦଳେଇ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।

ସେୟାର କରନ୍ତୁ

Next Post

କେନ୍ଦ୍ରାପଡ଼ାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ...

Thu Sep 17 , 2026
ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଜିଲ୍ଲାସ୍ତରୀୟ ଦୀପ ପ୍ରଜ୍ୱଳନ… କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ):୧୭ ସେପ୍ଟେମ୍ବର ୨୦୨୬-ରାଜ୍ୟବ୍ୟାପୀ “ସେବା ସଂକଳ୍ପ ପର୍ବ” ପାଳନର ଶୁଭାରମ୍ଭ ଅବସରରେ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ାସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ କରିଥିଲେ। ଏହି […]

You May Like

Pin It on Pinterest