ଅବକାରୀ ଚଢାଉ ୧୫ହଜାର ଲିଟର ପୋଚ ନଷ୍ଟ, ୯୦୦ ଲିଟର ମଦ ସହ ୩ବାଇକ୍ ଜବତ….

ଆନନ୍ଦପୁର(ବାସ୍ତବ କଥା):ଅବକାରୀ ବିଭାଗ ଓ ପୋଲିସ୍ ର ମିଳିତ ଚଢାଉ ୨ଟି ସ୍କୁଟି ସହ ଗୋଟିଏ ବାଇକ୍ ଓ ୯୦୦ ଲିଟର ମହୁଲି ମଦ ଜବତ।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଓସ୍ତପୁରା ଗାଁ ନିକଟରେ ବେଆଇନ୍ ମହୁଲି ମଦ ରନ୍ଧା ହେଉଥିବା ଖବରପାଇ ଆଜି ଘଷିପୁରା ପୋଲିସ୍ ସହାୟତାରେ ରେଡ୍ ମାରିଥିଲା ଆନନ୍ଦପୁର ଅବକାରୀ ବିଭାଗ ।ରେଡ୍ ସମୟରେ ମାଫିଆମାନେ ଦୈଡି ପଳାଇଥିବାବେଳେ ସେଠାରେ ଥିବା ପ୍ରାୟ ୧୫ହଜାର ଲିଟର ମହୁଲ ପୋଚ ନଷ୍ଟ କରିବାସହ ୨ଟି ସ୍କୁଟିରେ ଓ ଗୋଟିଏ ବାଇକକ୍ ରେ ଚାଲାଣ ପାଇଁ ଲୋଡ ହୋଇଥିବା ପାଖାପାଖି ୯୦୦ଲିଟର ମହୁଲି ମଦ ଜବଦ ହୋଇଛି ।

ମାଜିଷ୍ଟେଟ ଙ୍କ ଉପସ୍ଥିତିରେ ସମସ୍ଥ ସାମଗ୍ରୀ ସିଜ୍ ହେବାପରେ ମାଫିଆ ଙ୍କୁ ଧରିବାକୁ ରଣକୌସଳ ପ୍ରସ୍ତୁତୀ କରୁଛି ଅବକାରୀ ବିଭାଗ।

ସେୟାର କରନ୍ତୁ

Next Post

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସ୍ପାର୍କ-୨୦୨୬....

Sat Sep 12 , 2026
ବଣାଇ(ବାସ୍ତବକଥା): ବଣାଇ ବ୍ଲକ ଅନ୍ତର୍ଗତ ବାବୁ ନୂଆଗାଁ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସ୍ପାର୍କ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଏଭି ପୂର୍ବତ୍ତନ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ପତି, ଜ଼ିଲ୍ଲା ପରିଷଦ ସଭ୍ୟ ବୀର ବିଚିତ୍ରସେନ ନାଏକ, ରାମଚନ୍ଦ୍ର ସାହୁ, ଗୁରୁଣ୍ଡିଆ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନସ […]

You May Like

Pin It on Pinterest