ବଣାଇ(ବାସ୍ତବକଥା): ବଣାଇ ବ୍ଲକ ଅନ୍ତର୍ଗତ ବାବୁ ନୂଆଗାଁ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସ୍ପାର୍କ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଏଭି ପୂର୍ବତ୍ତନ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ପତି, ଜ଼ିଲ୍ଲା ପରିଷଦ ସଭ୍ୟ ବୀର ବିଚିତ୍ରସେନ ନାଏକ, ରାମଚନ୍ଦ୍ର ସାହୁ, ଗୁରୁଣ୍ଡିଆ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନସ […]
ରାଜ୍ୟ
ଆନନ୍ଦପୁର(ବାସ୍ତବ କଥା):ଅବକାରୀ ବିଭାଗ ଓ ପୋଲିସ୍ ର ମିଳିତ ଚଢାଉ ୨ଟି ସ୍କୁଟି ସହ ଗୋଟିଏ ବାଇକ୍ ଓ ୯୦୦ ଲିଟର ମହୁଲି ମଦ ଜବତ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଓସ୍ତପୁରା ଗାଁ ନିକଟରେ ବେଆଇନ୍ ମହୁଲି ମଦ ରନ୍ଧା ହେଉଥିବା ଖବରପାଇ ଆଜି ଘଷିପୁରା ପୋଲିସ୍ ସହାୟତାରେ ରେଡ୍ ମାରିଥିଲା ଆନନ୍ଦପୁର ଅବକାରୀ ବିଭାଗ ।ରେଡ୍ ସମୟରେ ମାଫିଆମାନେ ଦୈଡି ପଳାଇଥିବାବେଳେ ସେଠାରେ ଥିବା ପ୍ରାୟ ୧୫ହଜାର […]
ରାଉରକେଲା(ବାସ୍ତବକଥା): ଓଡିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଉରକେଲା ର ଅବକାରୀ ଅଧିକ୍ଷକ ଶ୍ରୀ ଧନେଶ୍ଵର ବରାଡ।ଅବକାରୀ ଅଧିକ୍ଷକ ଶ୍ରୀ ବରାଡ ମଦ ଦୋକାନ ଲାଇସେନ୍ସ ପାଇଥିବା ଦୋକାନୀମାନଙ୍କ ଠାରୁ ଧମକ ଚମକ ଦେଖାଇ ବେଆଇନ ଅର୍ଥ ଆଦାୟ କରୁଥିବାର ଖବର ଓଡ଼ିଶା ଭିଜିଲାନ୍ସ ପାଖରେ ପହଞ୍ଚୂଥିଲା ଏବଂ ଏହି ବିଷୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକ ଙ୍କୁ ଧରିବା ଲାଗି ଜାଲ ବିଛା ଯାଇଥିଲା। ବିଶ୍ବସ୍ତ ସୂତ୍ରରୁ […]
କଟକ(ସଂଜୟ ଶତପଥୀ): ଆଗାମୀ ପାର୍ବଣକୁ ଆଖି ଆଗରେ ରଖି ଚୋରା ନିଶା କାରବାର କୁ ରୋକିବା ଲାଗି କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଅବକାରୀ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟଙ୍କ […]
ଆନନ୍ଦପୁର(ନିର୍ମଳ ରାଉଳ): ମୁନିସିପାଲିଟି ଅନ୍ତର୍ଗତ ଶାଳପଡ଼ା ଠାରେ ମାପ ଓଜନ ବିଭାଗ ର ନୂତନ କାର୍ଯ୍ୟାଳୟ କୁ ଆଜି ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ପୂଜାର୍ଚନା କରିବା ସହିତ ଫିତା କାଟି ଉଦଘାଟନ କରିଛନ୍ତି। ଏହି ଅବସରରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପଞ୍ଜୀକରଣ କେନ୍ଦୁଝର ଜିଲ୍ଲା ରେ ୯୪ ହଜାରରୁ ଊର୍ଦ୍ଧ୍ବ ଚାଷୀ […]
କଟକ(ସଞ୍ଜୟ ଶତପଥୀ): ଆଜି ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର (ୟୁ.ଏଫ୍.ବି.ୟୁ) ର ଡାକରା ରେ ସମଗ୍ର ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କରୁ ପ୍ରାୟ ଆଠ ଲକ୍ଷରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି।ଚାରି ଦଫା ସମ୍ମିଳିତ ଦାବି ଯଥା:-ସପ୍ତାହକୁ ପାଞ୍ଚଦିନ କାର୍ଯ୍ୟଦିବସ,ପରଫରମାନ୍ସ ଲିଙ୍କ ଇନସଜନଟିଭ୍(ପି.ଏଲ୍.ଆଇ.) ସଂଶୋଧନ,ରେସିଜୁଆଲ୍ ଇସ୍ଯୁର ତୁରନ୍ତ ସମାଧାନ, ପୁରୁଣା ପେନସନ କୁ ଲାଗୁ କରିବା ସହ ଅନ୍ୟାନ୍ୟ ଦାବିକୁ ପୁରଣ କରିବାକୁ ୟୁ.ଏଫ୍.ବି.ଆଇ […]
୨୪ଟି ଅଭିଯୋଗ ଗ୍ରହଣ, ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ.. କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ):୧୦/୯- ସେପ୍ଟେମ୍ବର ଜନସାଧାରଣଙ୍କ ରାଜସ୍ୱ ସମ୍ପର୍କିତ ସମସ୍ୟାର ସମାଧାନ ତଥା ସେମାନଙ୍କ ଅଭିଯୋଗର ତ୍ୱରିତ ନିରାକରଣ ଉଦ୍ଦେଶ୍ୟରେ ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ଜିଲ୍ଲାପାଳ ଉପସ୍ଥିତ ଜନସାଧାରଣଙ୍କଠାରୁ ରାଜସ୍ୱ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ମୋଟ ୨୪ଟି ଅଭିଯୋଗ ଗ୍ରହଣ […]
ବାଲେଶ୍ଵର୭/୯(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ବଜାରରେ ପିଆଜ ଦର ଏବେ ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଛି। ପିଆଜ କିଲୋ ପିଛା ୭୦ ଟଙ୍କା ଛୁଇଁଥିବାରୁ ଘରୋଇ ରୋଷେଇ ବଜେଟ୍ ଉପରେ ଏହାର ସିଧା ପ୍ରଭାବ ପଡ଼ିଛି। ଏହାକୁ ନେଇ ଜିଲ୍ଲାର ଖାଉଟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଦୈନନ୍ଦିନ ରୋଷେଇରେ ଅତ୍ୟାବଶ୍ୟକ ପିଆଜର ଦର ବଢ଼ିବାରୁ ଅନେକ ପରିବାର ଆବଶ୍ୟକତା ଅନୁଯାୟୀ ନୁହେଁ, ହିସାବ କରି ପିଆଜ କିଣିବାକୁ […]
ଡକ୍ଟର ପିୟାଲ ଭଟ୍ଟାଚାର୍ଯ୍ୟଙ୍କ ଚିଦାକାଶ କଳାଳୟ ମାର୍ଗନାଟ୍ୟ “ସୌଗନ୍ଧିକାହରଣମ୍”କୁ ଜୀବନ୍ତ କଲା।ଭୁବନେଶ୍ୱର(ବାସ୍ତବ କଥା): ୭/୯ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ଡ. ପିୟାଲ ଭଟ୍ଟାଚାର୍ଯ୍ୟଙ୍କ ନୃତ୍ୟନାଟ୍ୟ ରଚନା “ସୌଗନ୍ଧିକାହରଣମ୍”ର ଏକ ମାର୍ଗନାଟ୍ୟ ପ୍ରଦର୍ଶନ ସହିତ ଶାସ୍ତ୍ରୀୟ କଳାର ହୃଦୟସ୍ପର୍ଶୀ ଉତ୍ସବକୁ ଜାରି ରଖିଥିଲା ।ସନ୍ଧ୍ୟାରେ ସମ୍ମାନିତ […]


