କୃଷ୍ଣପ୍ରସାଦ(ଗୋପାଳ ରଥ): ଦେଶ ବାହାରେ ଯୁଦ୍ଧ, ଦେଶ ଭିତରେ ନାହିଁ ନାହିଁର ଜୀବନ।ହୁହୁ ହୋଇ ବଢୁଛି ବଜାର ଦର, ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ। ଏଥିରୁ ଚିଲିକାର ମତ୍ସଜୀବୀ ବା ବାଦ଼ ଯିବେ କିପରି। ତେଲ ଟାଙ୍କିରେ ତେଲ ନଥିବାରୁ ଚିଲିକାକୁ ଯାଇପାରୁନାହାନ୍ତି ମତ୍ସ୍ୟଜୀବୀ।ଡଙ୍ଗା ଘାଟରେ ଅଟକି ରହିଥିବାବେଳେ, ମାଛ ଧରା କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ପ୍ରତିଦିନ ଚିଲିକାକୁ ଯାଇ ଜୀବିକା ନିର୍ବାହ କରୁଥିବା ଶତାଧିକ ମତ୍ସ୍ୟଜୀବୀ […]

ପୁରୀ(ଜୟକୃଷ୍ଣ ଦାସ): ଆଜି ସନ୍ଧ୍ୟା ପ୍ରାୟ ୫ଟା ୫୫ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ଖବର ନଜରକୁ ଆସିଥିଲା। ସିଂହଦ୍ୱାର ଥାନା ପୋଲିସ ଓ ଏକ ସ୍ୱତନ୍ତ୍ର ଟିମ୍ ତତ୍କ୍ଷଣାତ୍ ଡ୍ରୋନ୍‌ଟିକୁ କାବୁ କରିବା ପାଇଁ କାର୍ଯ୍ୟରତ ହୋଇଥିଲେ। ଏହି ଅଭିଯାନ ମଧ୍ୟରେ ଧାନକୁଟି ସାହି ଗଳି ଅଞ୍ଚଳରୁ ଜଣେ ବ୍ୟକ୍ତି ଡ୍ରୋନ୍‌ଟିକୁ ଅପରେଟ୍ କରୁଥିବା ବେଳେ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଝାଡ଼ଖଣ୍ଡ […]

ବରଗଡ(ବାସ୍ତବ କଥା): ଆଜି ଅତାବିରା ଠାରେ ଆମ ଆଦମୀ ପାଟି ଅତାବିରା ତରଫରୁ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ରେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ କୁଶପୁତ୍ତଳିକାର ନଗର ପରିକ୍ରମା କରି ବିରୋଧ ପ୍ରଦର୍ଶନ କରାଗଲା।ଏବଂ ବସ୍ ଷ୍ଟାଣ୍ଡ ଛକ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଗଲା। ଆପଣ ମାନେ ଜାଣୁଥିବେ ବିଜେପି ସରକାର ଭାରତ ରେ ଆସିବା ପରେ କ୍ରମାଗତ ଭାବେ କେନ୍ଦ୍ର ଓ ରାଜ୍ୟ […]

କଳାହାଣ୍ଡି(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅର୍ଥାତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲଗାତାର ଅଣଦେଖା କରିବା ପ୍ରତିବାଦରେ ଆଜି ସାରା ରାଜ୍ୟରେ ତାତି ଦେଖିବାକୁ ମିଳିଛି। ଓଡ଼ିଶା ସାମ୍ବାଦିକ ୟୁନିୟନର ଆହ୍ୱାନ କ୍ରମେ ଆଜି କଳାହାଣ୍ଡି ସାମ୍ବାଦିକ ୟୁନିୟନର କାର୍ଯ୍ୟକାରୀ ସଭାପତି ଶ୍ରୀ ବିରଞ୍ଚି ନାରାୟଣ ଜାଲ, ସାଧାରଣ […]

ରାଶିଫଳ ୩୦ ଅପ୍ରେଲ ଗୁରୁବାର ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି, ନକ୍ଷତ୍ର ଚିତ୍ରା। ସୂର୍ଯ୍ୟୋଦୟ ସକାଳ ୫ ଘଟିକା ୨୪ ମିନିଟ, ସୂର୍ଯ୍ୟାସ୍ତ ସନ୍ଧ୍ୟା ୬ ଘଟିକା ୧୨ ମିନିଟ। ଶୁଭ ମୁହୂର୍ତ୍ତ ଅମୃତ ବେଳା ସକାଳ ୬ ଘଟିକା ୧୨ ମିନିଟରୁ ୭ ଘଟିକା ୪୮ ମିନିଟ, କାଳ ମୁହୂର୍ତ୍ତ ରାହୁ କାଳ ଦିବା ୧ ଘଟିକା ୩୩ ମିନିଟରୁ ଅପରାହ୍ନ ୩ ଘଟିକା ୧୧ […]

ସୂର୍ଯ୍ୟୋଦୟ ସକାଳ ୦୫:୨୪, ସୂର୍ଯ୍ୟାସ୍ତ ସନ୍ଧ୍ୟା ୦୬:୧୪। ଶୁଭ ମୁହୂର୍ତ୍ତ ଦିବା ୧୧:୩୪ ରୁ ୧୨:୨୬। ରାହୁ କାଳ ଦିବା ୧୧:୫୩ ରୁ ୦୧:୩୦ ମେଷ ରାଶି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ବୃତ୍ତିଗତ କ୍ଷେତ୍ରରେ ଶକ୍ତି ଏବଂ ନେତୃତ୍ୱ ବୃଦ୍ଧି ପାଇବାର ସୂଚନା ମିଳୁଛି। ଆପଣ ନିଜକୁ ନୂତନ ଆତ୍ମବିଶ୍ୱାସ ଏବଂ ସ୍ପଷ୍ଟତା ସହିତ ଜଟିଳ ପ୍ରକଳ୍ପର ଦାୟିତ୍ୱ ନେଉଥିବା ଦେଖିବାକୁ ପାଇବେ। ଅତୀତର ବିନିଯୋଗ କିମ୍ବା […]

ସୂର୍ଯ୍ୟୋଦୟ ସକାଳ ୫:୨୪ ସମୟରେ, ସୂର୍ଯ୍ୟାସ୍ତ ସନ୍ଧ୍ୟା ୬:୦୯ ସମୟରେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ସନ୍ଧ୍ୟା ୫:୩୭ ପର୍ଯ୍ୟନ୍ତ ରହିବା ପରେ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଆରମ୍ଭ ହେବ। ଆଜିର ଶୁଭ ଅଭିଜିତ ମୁହୂର୍ତ୍ତ ସକାଳ ୧୧:୪୧ ରୁ ଦିବା ୧୨:୩୨ ପର୍ଯ୍ୟନ୍ତ। ଅଶୁଭ ରାହୁକାଳ ଅପରାହ୍ନ ୩:୦୨ ରୁ ୪:୩୮ ପର୍ଯ୍ୟନ୍ତ ରହିବ ଯେଉଁ ସମୟରେ ନୂତନ କାର୍ଯ୍ୟ ଆରମ୍ଭ କରିବା ଅନୁଚିତ। ମେଷରାଶି ଆଜି ଆପଣଙ୍କ ପାଇଁ ଏକ ସକାରାତ୍ମକ […]

ରାଶିଫଳ ଆଜି, ୨୭ ଅପ୍ରେଲ ସୋମବାର ସୂର୍ଯ୍ୟୋଦୟ: ସକାଳ ୦୫:୪୪, ସୂର୍ଯ୍ୟାସ୍ତ: ସନ୍ଧ୍ୟା ୦୬:୫୪। ତିଥି: ଶୁକ୍ଳ ପକ୍ଷ ଏକାଦଶୀ ସନ୍ଧ୍ୟା ୦୬:୧୫ ପର୍ଯ୍ୟନ୍ତ ଏବଂ ତା’ପରେ ଦ୍ୱାଦଶୀ। ନକ୍ଷତ୍ର: ପୂର୍ବା ଫାଲଗୁନୀ ରାତି ୦୯:୧୮ ପର୍ଯ୍ୟନ୍ତ ଏବଂ ତା’ପରେ ଉତ୍ତରା ଫାଲଗୁନୀ।ଅମୃତ ବେଳା: ସକାଳ ୦୫:୪୪ ରୁ ୦୭:୨୩, ସନ୍ଧ୍ୟା ୦୫:୧୫ ରୁ ୦୬:୫୪ଶୁଭ ବେଳା: ସକାଳ ୦୯:୦୨ ରୁ ୧୦:୪୦ଅଭିଜିତ୍ ମୁହୂର୍ତ୍ତ: ଦିବା ୧୧:୨୪ ରୁ ୧୨:୧୨ […]

ବରଗଡ(ବାସ୍ତବ କଥା)୨୬.୦୪.୨୦୨୬ ଆଜିସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତ୍ତା ଓ ସାଇବର ସୁରକ୍ଷା” ଶୀର୍ଷକ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜନ ହୋଇଯାଇଅଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୌଜନ୍ୟରେ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ସଭାପତିତ୍ବ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି […]

ହିନ୍ଦୋଳ(ବାସ୍ତବକଥା):-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଏସଟିଏଫ ଟିମ ରାତିଅଧରେ ଚଢ଼ାଉକରି ଜବତ କରିଛି ବିପୁଳପରିମାଣରେ ଗଞ୍ଜେଇ।ଖବରରୁ ପ୍ରକାଶ ବିପୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ ଟିମର ୭ଜଣିଆ ଟିମ ହିନ୍ଦୋଳଥାନା କଂସରା ପଂଚାୟତ ଆମ୍ବିଠି ଗ୍ରାମ ନିକଟ ବନଦୁର୍ଗା ମନ୍ଦିର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉକରି ଏକ ଗାଡ଼ିରୁ ୧. ୫୩କ୍ୱିଣ୍ଟାଲ ଗଂଜେଇ ଜବତ କରିଥିବାବେଳେ ଚେପଟିଗାଡ଼ିଆ ଅଞ୍ଚଳର ସନାତନ ନାୟକଙ୍କ ପୁଅ […]

Pin It on Pinterest