ପ୍ରମୋଦ ନାୟକ(ଭୁବନେଶ୍ବର): ବନ୍ଦେ ଉତ୍କଳ ମହାସଂଘର ଅଧ୍ୟକ୍ଷ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ଵରସ୍ଥିତ ହୋଟେଲ ସିଟି ରେସିଡ଼େନ୍ସି ଠାରେ କୋଣାର୍କ କଳା ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଅଛି । ମୁଖ୍ୟ ମନ୍ତ୍ରୀଙ୍କ କଳାକାର ସହାୟତା ପାଇଁ ଆବେଦନ କରୁଥିବା କଳାକାରମାନଙ୍କୁ ପ୍ରତି ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ଅସହଯୋଗ କରାଯାଉଛି,ସେଥି ନେଇ ମହାସଂଘର ରାଜ୍ୟ କର୍ମକର୍ତ୍ତାମାନେ ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଲିଖିତ ଭାବରେ ଜଣାଇବା […]

ଆଦିତ୍ଯ ବେହେରା(ଭୁବନେଶ୍ବର): ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା ଭଳି ଅନେକ ଭକ୍ତି ଭାବର ଭଜନର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଆଉ ନାହାଁନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାଇ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ । ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି […]

ସଂଜୟ ଶତପଥୀ(କଟକ): କଟକର ଯୋବ୍ରା ସ୍ଥିର ରାଜ୍ୟ ନୈ।ବାଣିଜ୍ଯ ସଂଗ୍ରହାଳୟ ସଭାଗୃହ ରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି “ଖୋଲାଝର୍କା” ଷଷ୍ଠ ବାର୍ଷିକ ଉତ୍ସବ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ସୁଖ୍ୟାତ କଥାଶିଳ୍ପୀ ଶ୍ରୀ ତରୁଣକାନ୍ତି ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲେଖକ ଓ ସାହିତ୍ୟ ସମାଲୋଚକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଯୋଗ ଦେଇ […]

ଆଦିତ୍ଯ ବେହେରା(ଭୁବନେଶ୍ବର): କବି ପୂର୍ଣ୍ଣ ଚନ୍ଦ୍ର ମହାରଣା ଙ୍କ କବିତା ପୁସ୍ତକ ଭାନୁମତୀର ଗାଁ ର ଶୁଭ ଉନ୍ମୋଚନ ଆଜି ରାଜଧାନୀ ସଂନିକଟ ସରଦେଇପୁର ଡାକବଙ୍ଗଳlରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିଭାବରେ ଯୋଗଦେଇଥଲେ ବିଶିଷ୍ଟ ସିନେ ଲେଖକ ଡ ରଜନୀ ରଞ୍ଜନ, ବରିଷ୍ଠ ଶିଶୁସାହିତ୍ୟିକ ବଂକିମ ନାୟକ, ଅଧିବକ୍ତା ସତୀଶ ରାୟ । ନିରୁତା ଓଡ଼ିଆ ଶବ୍ଦ ଓ […]

ପ୍ରମୋଦ ନାୟକ(ଭୁବନେଶ୍ୱର) : ଚଳଚିତ୍ର ନିର୍ମାତାମାନେ କଷ୍ଟ୍ୟୁମ୍ ହେଉ କିମ୍ବା ମେକ୍‌ଅପ୍‌, ଭାଷା କିମ୍ବା ସେମାନ ସୁଟ୍ କରୁଥିବା ସ୍ଥାନ, ନିଜ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଯେତେବେଳେ କୌଣସି ସ୍ଥାନ କିମ୍ବା ପୃଷ୍ଠଭୂମି ପ୍ରାସଙ୍ଗିକ ହୋଇଥାଏ, ସେତେବେଳେ ଏହା ଏକ ବାସ୍ତବ ସ୍ଥାନ ହୋଇଥାଉ କି ନାହିଁ, ଦର୍ଶକ ଶୋ’, କାହାଣୀ ଓ ଚରିତ୍ର ସହିତ ଯୋଡ଼ି ହେବାକୁ ସକ୍ଷମ ହୋଇଥାନ୍ତି […]

ସଂଜୟ ଶତପଥୀ(କଟକ)୧୨.୦୮.୨୦୨୩:ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “ସମନ୍ବୟ” ଆନୁକୁଲ୍ୟରେ ବିଡାନାସୀ ଚହଟାସ୍ଥ ଶ୍ରୀ ଚ‌ହଟେଶ୍ବର ମନ୍ଦିର ପରିସରରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଆଡଭୋକେଟ ଆଲୋକ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ପଣ୍ଡିତ ହୃଦୟ ରଞ୍ଜନ ଦେବତା ଶିବ ସ୍ତୁତି ଗାନ କଲାପରେ ପଣ୍ଡିତ ଦିଲ୍ଲୀପ କୁମାର ସାବତ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ […]

ସଂଜୟ ଶତପଥୀ(କଟକ): ୧/୮- ବିଶ୍ୱ ସତ୍ୟ -ସନାତନ -ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟ ପକ୍ଷରୁ ଜୁଲାଇ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଦଶାବତାର କଥାମୃତ ଓ ବିଶ୍ବ କଳକୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ମାଳିକା କ୍ଷେତ୍ର ଶ୍ରୀ ଗଡ଼ଗଡେଶ୍ୱର ଧାମରେ ଆୟୋଜିତ ସତସଙ୍ଗକୁ ସଦଗୁରୁ କଳକୀବାବା ଉଦଘାଟନ କରି କହିଲେ – ଯୁଗଚକ୍ରରେ ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି […]

ଆଦିତ୍ଯ ବେହେରା(ଭୁବନେଶ୍ବର):ଆଜି ସଂନ୍ଧ୍ଯାରେ ରାଜଶ୍ରୀ ପରିବାରର ବରିଷ୍ଠ ସଦସ୍ୟ,ବିଶିଷ୍ଟ ଅନୁବାଦକ ତଥା ସୁନାମଧନ୍ୟ ଗାଳ୍ପିକ ଅଭିରାମ ମଣ୍ଡଳଙ୍କର ଗଳ୍ପ ସଂକଳନ “ପରାହତ ନାୟକ ” ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ନାରାୟଣୀ ବୁକ୍ ଷ୍ଟଲ୍ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ ସାହିତ୍ୟିକ ତଥ ଲବ୍ଧପ୍ରତିଷ୍ଠ କଥାକାର,କବି ଅଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପିତ କରିଥିଲେ। ରାମାଂଶୁ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଏହି […]

କଟକ୨୧।୦୬(ନି.ପ୍ର) : ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି । କମିଟିର ଆବାହକ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ଦ୍ଵିତୀୟ ସନ୍ଧ୍ୟାରେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଖରପୁର […]

Pin It on Pinterest