ପ୍ରଦୀପ ନାୟକ(ଭୁବନେଶ୍ୱର)ଗୀତସହିତ ମିତ ବସିଗଲା ପରେ ଜୀବନଟା ମଧୁର ହୋଇଯାଏ ।ଫଗୁଣ ବଉଳ, କୋଇଲି , ଫୁଲ ମଳୟ ,ଜହ୍ନ ,ତାରା ଆପଣା ପଣରେ କୋଳେଇ ନିଅନ୍ତି ବର୍ଷା ବସନ୍ତ ବୈଶାଖ ଶୀତ କାକର ନିଜର ହୋଇ ଯାଆନ୍ତି ।ଝଡ ବାତ୍ୟା ଆଉ ଜୀବନର କଠୋର ସମୟ କେଉଁ ବାଟେ ବାଟ ଭାଙ୍ଗି ଯାଆନ୍ତି ଭାବିଲା ବେଳକୁ ସମୟ ତା ବାଟରେ ନିଗିଡି ଯାଇଥାଏ ।କଳିର କରାଳରେ କଳଙ୍କିତ ପୃଥିବୀ […]

ବାସ୍ତବବ୍ୟୁରୋ: ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ ।ଦ୍ଵିତୀୟ କୋଣାର୍କର ପରିକଳ୍ପନା କରୁଥିବା ଭାସ୍କର୍ଯ୍ୟ ଶିଳ୍ପୀଙ୍କ ନିହାଣର ଶବ୍ଦ ଆଉ ସୁଭିବନି ।ସେ କରୋନା ଯୁଧ୍ୟରେ ହାରିଗଲେ, ସବୁ ଲୋଭ ମୋହ ମାୟାରୁ ସେ ମୁକ୍ତ ଆଜି ସେ ପରପାରିର ଯାତ୍ରୀ |ଭୁବନେଶ୍ଵର ଏମ୍ସ ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାଇ, ଆଜି (ରବିବାର) ଅପରାହ୍ନ ୩ଟା ୪୯ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ […]

ବାସ୍ତବବ୍ୟୁରୋ :ଓଲିଉଡ ଅଭିନେତ୍ରୀ ହେଲେନ ମାକ୍ରୋରିଙ୍କ ଦେହାନ୍ତ, ‘ହ୍ୟାରି ପୋଟର୍’ ଓ ‘ଜେମ୍ସ ବଣ୍ଡ’ଭଳି ଅନେକ ଲୋକପ୍ରିୟ ସିନେମାରେ କିଣିଥିଲେ ଦର୍ଶକଙ୍କ ମନ । ଓଲିଉଡ ଅଭିନେତ୍ରୀ ହେଲେନ ମାକ୍ରୋରିଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ହେଲେନ ମ୍ୟାକକ୍ରୋରିଙ୍କ ଦେହାନ୍ତ ହୋଇଛି। ହେଲେନ କର୍କଟ ରୋଗ ସହ ଲଢୁଥିଲେ, ୫୨ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ହେଲେନ ମାକ୍ରୋରିଙ୍କ ମୃତ୍ୟୁ […]

ଅମିତାଭ ବଚ୍ଚନ ଏକ ମଜାଳିଆ ପୋଷ୍ଟ ସେୟାର କରିଛନ୍ତି। ଏଥର ସେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ମଜାଳିଆ ଥଟ୍ଟା କରିଛନ୍ତି। ଏହି ପରିହାସଟି ଏପରି ଯେ ଆପଣ ମଧ୍ୟ ଏହାକୁ ପଢିଲେ , ଆପଣଙ୍କ ହସକୁ ବନ୍ଦ କରିପାରିବେ ନାହିଁ | ବାସ୍ତବବ୍ୟୁରୋ:ବଲିଉଡର ସମ୍ରାଟ ଅମିତାଭ ବଚ୍ଚନ ଚଳଚ୍ଚିତ୍ରରେ ସକ୍ରିୟ ଥିବା ଅପେକ୍ଷା ,ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି। ସୋସିଆଲ ମିଡିଆରେ ପ୍ରାୟତ ଅତ୍ୟଧିକ […]

୨୦୦ କୋଟି ଖର୍ଚ୍ଚରେ ନବକଳେବର ହେବ କକଳିଙ୍ଗ, ଷ୍ଟୁଡିଓକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ | ବାସ୍ତବବ୍ୟୁରୋ:ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୁନର୍ବିନ୍ୟାସ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହାକୁ ‘‌ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ସିନେମା ଷ୍ଟୁଡିଓ ଭାବେ ବିକଶିତ କରାଯିବ।ଏଠାରେ ଆଧୁନିକ ସିନେମା ଷ୍ଟୁଡିଓର ସବୁ ସୁବିଧା ରହିବ । ଏହା ସହ ପର୍ଯ୍ୟଟନ ଓ […]

ଫେବୃଆରୀରେ ବନ୍ଦ ହେବ ‘କପିଲ ଶର୍ମା ସୋ’ ବାସ୍ତବବ୍ୟୁରୋ:ଗତ କିଛି ଦିନ ହେବ ଖବର ଆସିଥିଲା ​​ଯେ କପିଲ ଶର୍ମାଙ୍କ କମେଡି ସୋ ‘ଦି କପିଲ ଶର୍ମା ସୋ’ ଏକ ନୂଆ ଅବତାରରେ ଲଞ୍ଚ ହେବ। ବର୍ତ୍ତମାନ ଶୋ’ର ବନ୍ଦ ଖବର ସତ, କିନ୍ତୁ ଏହାର କାରଣ ଅଲଗା। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ‘ଦି କପିଲ ଶର୍ମା ସୋ’ କିଛି ମାସ ପାଇଁ ବନ୍ଦ ହୋଇଯାଉଛି […]

ବାସ୍ତବବ୍ୟୁରୋ: ଅକ୍ଷୟ କୁମାର ନିଜର ଫିସ ବଢ଼ାଇ ଦେଇଛନ୍ତି, ଏବେ ସେ ଗୋଟିଏ ଫିଲ୍ମ ପାଇଁ କେତେ କୋଟି ଟଙ୍କା ନେବେସେ ହେଉଛନ୍ତି ବଲିଉଡର ସବୁଠାରୁ ବ୍ୟସ୍ତବହୁଳ ଅଭିନେତା | ଅକ୍ଷୟ ପ୍ରାୟ ପ୍ରତିଦିନ ସୁଟିଂ କରନ୍ତି ଏବଂ ବର୍ଷକୁ ୩ ରୁ ୪ ଟି ଚଳଚ୍ଚିତ୍ର ରିଲିଜ୍ କରନ୍ତି | ବଜାରରେ ଅକ୍ଷୟ କୁମାରଙ୍କ ଚାହିଦା ବହୁତ ଅଧିକ ଏବଂ ତାଙ୍କର ଆଗାମୀ ୨ ବର୍ଷ ପାଇଁ କାମ […]

ବାସ୍ତବବ୍ୟୁରୋ:ସୁପରଷ୍ଟାର ରଜନୀକାନ୍ତ ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଦୁଇଦିନ ତଳେ ସେ ଡାକ୍ତରଖାନାରେ ଭର୍ତି ହୋଇଥିଲେ |ଗତ ୧୦ ଦିନ ହେବ ହାଇଦ୍ରାବାଦରେ ସେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍‌ରେ ବ୍ୟସ୍ତ ଥିଲେ। ସୁଟିଙ୍ଗ୍‌ ସେଟ୍‌ରେ ଦୁଇଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ହେବା ପରେ, ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ନେଗେଟିଭ୍‌ ବୋଲି ଜଣାପଡ଼ିଥିଲା।ରକ୍ତଚାପ ସ୍ଥିର ନରହିବାରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ […]

ପଦ୍ମତୋଳା ମନ୍ତ୍ର ଫୁଙ୍କାଚାଲିଥିଲାସମ୍ମୋହିତ ନହେବା କୁଆଉ ରାସ୍ତା ନଥିଲା । ରକ୍ତର ସୁଅ ମୁହଁ ରେ ଭାସିଗଲେକେତୋଟି କଟା ମୁଣ୍ଡକିଛି କଲିଜା ଶିଥିଳତାର ମାଟି ଧରିଲେ । ଐତିହ୍ୟ ର ଆୟୁଷ ବିଝାସଦେଲା ଲଜ୍ଜା ନିବାରିବାକୁଜ୍ଞାନେନ୍ଦ୍ରିୟ ହଜିଗଲା ବୋଧେନିର୍ବାଣ ରାସ୍ତା ର ପ୍ରେମ ଆସ୍ୱାଦିବାକୁ । ନୀଳ ପାଲଟିଲା କଳା ପାଉଁଶିଆତୁଠ ପଥର ବି ବହେ କାନ୍ଦିଲାରାକ୍ଷୀ ର ବଳୟ ହେଲା ରକ୍ତାକ୍ତସଂପର୍କ , ଖିଅଟିଏ ଲୋଡୁଥିଲା । କି […]

ପ୍ରଭୁଦେବା ତାଙ୍କ ଭାଣିଜୀକୁ ବିବାହ କରିପାରନ୍ତି ! ସତକେତେ ଅଛି ଜାଣନ୍ତୁ |ତାଙ୍କ ନୃତ୍ୟ ତଥା ବ୍ୟକ୍ତିଗତ ଜୀବନ ହେତୁ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ପ୍ରଭାସ ଦେବ ଆଲୋଚନାରେ ରହିଛନ୍ତି। କିନ୍ତୁ ସେ ବ୍ୟକ୍ତିଗତ ଜୀବନରେ ଯେତିକି ସଫଳତା ପାଇଥିଲେ ସେତିକି ସଫଳ ହୋଇନଥିଲେ। ତାଙ୍କ ପତ୍ନୀ ରାମଲାଥାଙ୍କ ଛାଡପତ୍ର ପରେ ଦକ୍ଷିଣର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା। ଭାଣିଜୀ ସହିତ ସମ୍ପର୍କ ବିଷୟରେ […]

Pin It on Pinterest