ସସ୍ମିତା ପଣ୍ଡା ତୁମେ ସରି ସରି ଯାଉଥିବା ବେଳେଫେରିବାର ବାହାନା….ତଟିନୀ ତୁଠର ସ୍ମୃତି କି ଅନୁଭୂତିଅଗଣାକୁ ଢାଙ୍କି ଥିବା ନିର୍ମଳ ଆକାଶବାରମ୍ବାର ଭୋଗୁଥିବାଅଭିମାନ ଆଉ ଅଭିଯୋଗତଥାପି ତୁମ ରମ୍ୟକଳାରେମୁଁ ମୋହମନା ।। ଚିରା ଚିଠି ଅପବାଦରେଜୀବନର ନିର୍ଯ୍ୟାସ….ଅଟକ ବନ୍ଦୀରେ ଧାଡ଼ି ଧାଡ଼ି ଅବଶୋସଟିପେ ଟିପେ ମିଶାଣ ଫେଡାଣତିଳଚିହ୍ନରେ ସ୍ମୃତିର ଫଗୁଣରଙ୍ଗଣୀରୁ ରାଣୀ ହେବାକୁସାତସିଆଁ ଅନୁଭବରେଅଦମ୍ୟ ପ୍ରୟାସଖାସ୍…. ତୁମେ ମୋ ଇଚ୍ଛାକୁ ସାଇତିଛ ବୋଲି ।। କଟିକଟା, କଟକ
କଳା
ବାସ୍ତବ ବ୍ୟୁରୋ: ଭେଟେରାନ ଦକ୍ଷିଣ ଭାରତୀୟ ଗାୟିକା ବାଣୀ ଜୟରାମ୍ ଙ୍କର ଆଜି (ଶନିବାର) ଦେହାନ୍ତ ହୋଇଛି। କିଛି ଦିନ ତଳେ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ସୂଚନା ମୁତାବକ, ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ବାଣୀ ଜୟରାମଙ୍କୁ ୭୮ବର୍ଷ ବୟସ ହୋଇଥିଲା। ତେବେ କେଉଁ କାରଣ ପାଇଁ ତାଙ୍କର ଦେହାନ୍ତ ହେଲା, ତାହା ଜଣା ପଡିନାହିଁ । ତାଙ୍କ […]
ବାସ୍ତବ ବ୍ୟୁରୋ: ଓସ୍କାର ୨୦୨୩ ପାଇଁ ଚୂଡ଼ାନ୍ତ ମନୋନୟନ ଘୋଷଣା କରାଯାଇଛି । ୩ଟି ଭାରତୀୟ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରିକୁ ମନୋନୟନ ମିଳିଛି । ମନୋନୟନ ପାଇଥିବା ଭାରତୀୟ ଚଳଚ୍ଚିତ୍ର ହେଲେ ଏସଏସ ରାଜମୌଲୀଙ୍କ ଚଳଚ୍ଚିତ୍ର ଆରଆରଆର୍, ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ଅଲ ଦାଟ୍ ବ୍ରେଦସ ଓ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଦି ଏଲିଫାଣ୍ଟ ହ୍ବିସ୍ପର୍ସ । ଭାରତୀୟ ଚଳଚ୍ଚିତ୍ର RRR ର ନାଟୁ-ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ଗୀତ ବର୍ଗରେ […]
ବାସ୍ତବ ବ୍ୟୁରୋ : ପରଲୋକରେ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର । ସୂଚନାନୁଯାୟୀ, ଆଜି(ଗୁରୁବାର) ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। […]
ବାସ୍ତବ ବ୍ୟୁରୋ : ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ୮୨ ବର୍ଷ ବୟସରେ ପରଲୋକେ । କଟକ କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ତାଙ୍କର୦ ଦେହାନ୍ତ ହୋଇଛି । ସୂଚନାନୁଯାୟୀ, ତେବେ ବିଳମ୍ୱିତ ରାତିରେ ତାଙ୍କର ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ସେପଟେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବହୁ କଳାକାର । ୧୯୪୫ ମସିହାରେ କଟକର ଚାନ୍ଦିନି […]
ଶ୍ରୀଚରଣ ନାଏକ(ନୂଆଦିଲ୍ଲୀ): ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ ଲେଖକ ହୋଇଛନ୍ତି। ତାଙ୍କର ଉପନ୍ୟାସ ‘ରିତ ସମାଦୀ’ ପାଇଁ ତାଙ୍କୁ ସମ୍ମାନଜନକ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପ୍ରଦାନ କରାଯାଇଛି | ଏହା ସହିତ, ଏହା ହେଉଛି ପ୍ରଥମ ହିନ୍ଦୀ ଉପନ୍ୟାସ ଯାହାକି ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ଲାଭ କରିଛି | ଗୀତାଞ୍ଜଳିଙ୍କ ଏହି ଉପନ୍ୟାସ ମୂଳତ ହିନ୍ଦୀ ଟାଇଟଲ୍ ‘ରିତ ସମାଦୀ’ ନାଁ […]
ଆଲିଆ ଭଟ୍ଟ ଏବଂ ରନବୀର କପୁରରଙ୍କ ବିବାହ କାର୍ଯ୍ୟକ୍ରମର ରୀତିନୀତି ବୁଧବାର (ଏପ୍ରିଲ୍ ୧୩ ) ରୁ ଆରମ୍ଭ ହୋଇଛି | ବଲିଉଡର ଏହି ଲୋକପ୍ରିୟ ଯୋଡି ପାଲି ହିଲରେ ଅବସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ବିବାହ ବନ୍ଧନରେ ବାନ୍ଧି ହେବେ | ଏପ୍ରିଲ୍ ୧୩ ରେ, ଆଲିଆ ଭଟ୍ଟଙ୍କ ମେହେନ୍ଦି ସେରମନି ଆୟୋଜନ କରାଯାଇଥିଲା | ଏହି ଫଙ୍କସନ୍ ରେ ପରିବାର ଲୋକଙ୍କ ସହ କିଛି ଖାସ ସାଙ୍ଗମାନେ ସାମିଲ […]
ନୂଆଦିଲ୍ଲୀ:କୋରିଓଗ୍ରାଫର୍ ରେମୋ ଡି’ସୁଜାଙ୍କ ନାମ ହେଉଛି ଅଳ୍ପ କିଛି ତାରକାଙ୍କ ମଧ୍ୟରୁ ଯେଉଁମାନେ ନିଜ ପରିଶ୍ରମ ସହିତ ନିଜ ପାଇଁ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି | ରେମୋ ଡି’ସୁଜା କୋରିଓଗ୍ରାଫି କରିବା ସହିତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି | ରେମୋ ଅନେକ ନୃତ୍ୟ ଶୋ’ର ଆୟୋଜନ କରିଛି ଏବଂ ସର୍ବଦା ପ୍ରତିଭାକୁ ପ୍ରୋତ୍ସାହିତ କରନ୍ତି | ଏବେ ରେମୋ ଏମିତି କିଛି କରିଛନ୍ତି, ଯେଉଁଥିପାଇଁ ସମସ୍ତେ ତାଙ୍କୁ […]
ନୂଆଦିଲ୍ଲୀ:ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ’ରେ ମଧ୍ୟ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି। ଏହା ପରେ କଂଗ୍ରେସ ଏହାର ପ୍ରତିଶୋଧ ପରାୟଣ ହୋଇ ହୋଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ ମୋଦୀ ସରକାର ସର୍ବଦା ମିଥ୍ୟା ପ୍ରଚାର କରି ରାଜନୈତିକ ଫାଇଦା ଖୋଜୁଛନ୍ତି। ସୁରଜେୱାଲା ଗୋଟିଏ ପରେ ଗୋଟିଏ ଟୁଇଟରରେ ପୋଷ୍ଟ […]
ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ସଙ୍ଗୀତଜ୍ଞ ବାପି ଲାହିରୀଙ୍କ ପରଲୋକ, ଅଶୀ ଓ ନବେ ଦଶକର ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ଆଜି ଇହଲୀଳା ସମ୍ବରଣ କରିଛନ୍ତି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମଙ୍ଗଳବାର ରାତିରେ ବାପିଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । […]


