ଭୁବନେଶ୍ୱର(ନି.ପ୍ର)-ତା ୮/୮:ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଡ. ରଜନୀ ରଞ୍ଜନ ଦାଶ ଙ୍କ ଲିଖିତ “ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ” ପୁସ୍ତକ ର ପରିବର୍ଦ୍ଧିତ ସଂସ୍କରଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ କେଦାରନାଥ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହୋଇଯାଇଛି । ପକ୍ଷୀଘର ପ୍ରକାଶନୀ ର ବନୋଜ ତ୍ରିପାଠୀ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାରଳା ସାହିତ୍ୟର ବିଶିଷ୍ଟ ଗବେଷକ ଜେଏନୟୁ ର ପ୍ରଫେସର ଡ. ଉଦୟନାଥ ସାହୁ ଏବଂ ଓଡ଼ିଶା […]
କଳା
ଭୁବନେଶ୍ବର(ନି ପ୍ର): ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶା ର ସଂସ୍କୃତି କୁ ଭୁଲି ବିଦେଶୀ ସଭ୍ୟତା କୁ ଆପଣାଉଥିବ ବେଳେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ମୂର୍ଚ୍ଚନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ସଂସ୍କୃତି କୁ ଆଗେଇନେବା ଲାଗି ଭୁବନେଶ୍ୱର ର ଜୟଦେବ ଭବନଠାରେ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ଶଶଧର ପଣ୍ଡା ଙ୍କ ସଭାପତିତ୍ବରେ ଓଡ଼ିଆ ସଂସ୍କୃତି ମହୋତ୍ସବ “ବୈଶାଖୀ ଉତ୍ସବ ଓ […]
ବରଗଡ଼୦୫.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କଲା ଦହନା ସାଂସ୍କୃତିକ ଅନୁଷ୍ଠାନ,କଟାପାଲି, ବରଗଡ ତରଫରୁ ସମ୍ପାଦକ ତଥା ପ୍ରତିଷ୍ଠାତା କବି ଦିନେଶ ଭୋଇଙ୍କ ସମ୍ପାଦନାରେ ଏବଂ ସଭାପତି କବି ବିକ୍ରମ ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସ୍ତରୀୟ ତୃତୀୟ ସ୍ୱନକ୍ଷତ୍ର ଉଚ୍ଛବ ଏବଂ ପଞ୍ଚମ ସାହିତ୍ୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ,ନୃତ୍ୟ,ଆଲୋଚନା,ପୁସ୍ତକ ଉନ୍ମୋଚନ ସହ ନବୋଦୟ ଯୁବ ପୀଢ଼ି ମାନଙ୍କ ପାଇଁ ଉତ୍ସାହ ଜନକ ସମ୍ମାନ […]
ବରଗଡ଼୨୧/୪(ନବୀନ କୁମାର ଦାଶ): ବରଗଡ଼ ସାଂସ୍କୃତିକ ଅନୁଷ୍ଠାନ ମହନୀ ପକ୍ଷରୁ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ମହନୀ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ୪ ବର୍ଷ ରୁ ୭ ବର୍ଷ ସବଜୁନିଅର,୮ ବର୍ଷ ରୁ ୧୩ ବର୍ଷ ଜୁନିଅର ଏବଂ ୧୪ ବର୍ଷ ରୁ ଉର୍ଦ୍ଧ୍ବ ସିନିଅର ତିନୋଟି ବିଭାଗ ରେ ସମ୍ବଲ ପୁରୀ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ […]
ଭୁବନେଶ୍ବର(ବାସ୍ତବବ୍ୟୁରୋ) ୨୦ ଏପ୍ରିଲ,୨୦୨୫:ଆଜି ସନ୍ଧ୍ୟାରେ ବର୍ଷା ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ,ଯୁବକବି ମହାଦେବ ପ୍ରଧାନଙ୍କ ପ୍ରଥମ କବିତା ପୁସ୍ତକ ‘ପାହାନ୍ତି ଆକାଶ’ର ଲୋକାର୍ପଣ ଉତ୍ସବ ଭାରତୀୟ ବିଦ୍ୟା ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ କବି ଆଶୁତୋଷ ପରିଡ଼ା, ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ବିଶିଷ୍ଟ କବି ମମତା ଦାଶ ଓ ବିଶିଷ୍ଟ କବି ଚିରଶ୍ରୀ ଇନ୍ଦ୍ରସିଂ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଯୁବ […]
ବରଗଡ଼୧୧/୪(ବାସ୍ତବ ଟିଭି ନବୀନ କୁମାର ଦାଶ): ଓଡ଼ିଆ ପକ୍ଷ ର ଦଶମ ଦିବସରେ ଓଡ଼ିଆ ବରିଷ୍ଠ କଳାକାର ଙ୍କ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି।ଅଧ୍ୟକ୍ଷ ଅଶ୍ଵିନୀ କୁମାର ପାଧାନ ଙ୍କ ଅଧ୍ୟକ୍ଷତାରେ ରିଙ୍କି ପ୍ରଧାନ ଙ୍କ ସଂଯୋଜନା କ୍ରମେ ୧୨ଜଣ ବର୍ଷୀୟାନ କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୋର୍ଣା ର ମହାରାଜ ସୁଶୀଲ ନାଏକ,କବି ସାହିତ୍ୟକ ଶିକ୍ଷାବିତ୍ ତଥା ଭାଷା ଗବେଷଣା ଓ ଆକାଶ […]
ସଂଜୟ ଶତପଥୀ(କଟକ): ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆଜି ଭୁବନେଶ୍ବର ଠାରେ ପ୍ରେସ ମିଟ୍ ମାଧ୍ୟମରେ କିଛି ବିଦ୍ରୋହୀ ସଦସ୍ୟଙ୍କ ଦ୍ବାରା ସମାନ ନାମରେ ନୂଆ ସଙ୍ଗଠନ ଭୁବନେଶ୍ବରଠାରେ କରି ନିଜକୁ ମୂଳ ସଙ୍ଗଠନ କହୁଥିବା ର ପର୍ଦ୍ଦାଫାଶ ହୋଇଥିବା ଉପରେ ତଥ୍ୟ ଓ ରାୟ ର ନକଲ ସାମ୍ବାଦିକମାନଙ୍କୁ ପ୍ରଦାନ ସହ କଟକ ୟୁସିସିସି ହିଁ ପ୍ରକୃତ ଅନୁଷ୍ଠାନବୋଲି ପ୍ରମାଣ ସାମ୍ବାଦିକମାନଙ୍କୁ ପ୍ରଦାନ କରିଥିଲେ। ଏହି […]
ବାସ୍ତବବ୍ୟୁରୋ(ଭୁବନେଶ୍ବର)୧୬ ମାର୍ଚ୍ଚ, ୨୦୨୫:ଆଜି ସନ୍ଧ୍ୟାରେ ବର୍ଷା ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ଲୋହିଆ ଏକାଡ଼େମୀ ସଭାକକ୍ଷରେ ଗାଳ୍ପିକା ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରଥମ ଚରଣରେ ଆଜି ମହାପ୍ରୟାଣ ଲଭିଥିବା ପ୍ରଣମ୍ୟ କବି ରମାକାନ୍ତ ରଥଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। […]
ସଂଜୟ ଶତପଥୀ(କଟକ): ଆଗାମୀ ମାସର ୧୫ ତାରିଖ ରୁ ଆରମ୍ଭ ହେବାକୁ ଯାଉଥିବା କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ ବିଗତ ବର୍ଷଠାରୁ ଅଧୂକ ଆକର୍ଷଣୀୟ ହେବ ବୋଲି କହିଛନ୍ତି କଟକର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ। କଟକର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ସଭାଗୃହ ରେ ଏକ ସାମ୍ବାଦିକ ସମ୍ମିଳନୀରେ କଟକର ମାନନୀୟ ଜିଲ୍ଲାପାଳ ସାମ୍ବାଦିକଙ୍କୁ ଆଗାମୀ ବାଲିଯାତ୍ରା ମହୋତ୍ସବ ବିଷୟରେ ଅବଗତ କରିବା ସହ […]
ସଂଜୟ ଶତପଥୀ(କଟକ): ଏକ ଦୁଃଖଦ ଖବର ନାଟ୍ଯ ନିର୍ଦ୍ଦେଶକ ତଥା ଜନତା ରଙ୍ଗମଞ୍ଚର ଅନ୍ୟତମ ବରିଷ୍ଠ ପରିଚାଳନା କମିଟି ର ବର୍ଷିଆନ ସାଥି ନାରାୟଣ ସିଂହ ଙ୍କର ଆଜି ସକାଳେ ତାଙ୍କ ବାସଭବନରେ ବିୟୋଗ ହୋଇଯାଇଛି ।ଶେଷ ନିଶ୍ବାସ ତ୍ଯାଗ କଲାବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।ଜନତା ରଙ୍ଗମଞ୍ଚ କୁ ପୁନର୍ଗଠନ କରିବା ପାଇଁ ବହୁ ଉଦ୍ୟମ ଅବ୍ୟାହତ ରଖିଥିଲେ ।ସେ […]


