ବାସ୍ତବବ୍ୟୁରୋ: ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୯୦ ଡିସେମ୍ବର ୨୦ତାରିଖରେ ରିଲିଜ୍‌ ହୋଇଥିଲା ଚର୍ଚ୍ଚିତ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁ। ରାତାରାତି ଏହି […]

ସଂଜୟ ଶତପଥୀ(କଟକ): ଶ୍ରୀ ଶ୍ରୀ ବଳଦେବଜୀଉ ଭାଷା ସାହିତ୍ୟ ମଞ୍ଚ ଓ ଶ୍ରୀ ଶ୍ରୀ ଅନ୍ଧବର ସାଂସ୍କୃତିକ ପରିଷଦ, ବଙ୍ଗାରୀ, ଜିଲ୍ଲା -କେନ୍ଦ୍ରାପଡା ର ମିଳିତ ଆନୁକୂଲ୍ୟରେ ପବିତ୍ର ରଜସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ବଙ୍ଗାରୀଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଅନ୍ଧବର ପୀଠ ଠାରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡଃ ଲିଙ୍ଗରାଜ ଶତପଥୀ ଙ୍କ ସଭାପତିତ୍ବରେ ରଜମହୋତ୍ସବ ଓ କୃତି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ମହାସମାରୋହରେ […]

ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ପରିଚାଳିତ ସଭାରେ କବି ରତିନାରାୟଣ ରାଉତ ବେଦପାଠ , କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ ସ୍ଵାଗତ ଭାଷଣ ଏବଂ ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ରଥ ପତ୍ରିକାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ରାଜ୍ୟ ସଂଯୋଜକ କବି ନଗେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ବାହାନଗା […]

ସଂଜୟ ଶତପଥୀ(କଟକ): କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ “ଆମ ଗାଁ ଆମ‌ ସାହିତ୍ୟ” କାର୍ଯ୍ୟକ୍ରମ ଓ କବି ନନ୍ଦକିଶୋର ସାମଲ ସ୍ମୃତିନ୍ଯାସ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଶିଶୁକବି ସ୍ବର୍ଗତ ନନ୍ଦ କିଶୋର ସାମଲଙ୍କ ରାଜ୍ୟସ୍ତରୀୟ ୯୯ ତମ ଜୟନ୍ତୀ ସଭାମୂଖ୍ଯ ଡଃ ସଂଗ୍ରାମ ଜେନା, ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଙ୍କ ସଭାପତିତ୍ବରେ ଏବଂ ବହୁ ବିଶିଷ୍ଟ କବି, ସାହିତ୍ୟକ ଓ ଲେଖକମାନଙ୍କ […]

ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର):ଭଞ୍ଜନଗର କଳା, ସାହିତ୍ୟ, ସଂସ୍କୃତିର ଗନ୍ତାଘର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ । ଆଜି ସାରା ବିଶ୍ୱରେ ତାଙ୍କର କାବ୍ୟ, କବିତା ବିଭିନ୍ନ ଭାଷାରେ ଆବୃତ୍ତି କରାଯାଉଛି ।ଏହା ସହିତ ଭଞ୍ଜନଗର ହେଉଛି ଗଞ୍ଜାମ ଜିଲ୍ଲାର ଏକ ଉପଖଣ୍ଡ । ଏହି ପରି ସ୍ଥାନରେ ଗୋଟିଏ ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଂଚ ନଥିବା ବଡ଼ ଦୁଃଖର ବିଷୟ । ତେଣୁ ଆଜି ଘୁମୁସର କଳାକାର ମଞ୍ଚର […]

ନିରଞ୍ଜନ ବସ୍ତିଆ(ମାହାଙ୍ଗା): ୨୮/୦୫/୨୦୨୩-ମାହାଙ୍ଗା ହେଉଛି ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର। ଏହି ମାଟିରେ ବହୁ କବି, କବୟିତ୍ରୀ ଓ ସାହିତ୍ୟିକମାନେ ଜନ୍ମ ନେଇ ସେମାନଙ୍କର ଲେଖନୀ ଚାଳନା କରି ମାହାଙ୍ଗାବାସୀଙ୍କୁ ସାଧାରଣରେ ପରିଚିତ କରିଯାଇଛନ୍ତି। ଆଜିବି ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ରଖୁଥିବା ବ୍ୟକ୍ତିମାନେ ସାହିତ୍ୟ କିପରି ଚିରଦିନ ବଞ୍ଚିରହିବ ସେଥି ପ୍ରତି ନିଜକୁ ସମର୍ପିତ କରୁଛନ୍ତି। ସେଭଳି ଏକ ଅନୁଷ୍ଠାନ ହେଉଛି “ସଚେତନ ସାହିତ୍ୟ ସଂସଦ”। ସେ […]

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):ଗତ ଶୁକ୍ରବାର ଦିବା ଦଶ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅଧିନସ୍ଥ ବୋଧଗାଁ ଠାରେ ଓଡ଼ିଶାର ବିଶିଷ୍ଟ କଳାକାର ତଥା ବ୍ରଜେଶ୍ବରୀ ରାମଲୀଳା ପରିଷଦର ରାବଣ ଭୂମିକାରେ ଦିର୍ଘଦିନ ଧରି ଅଭିନୟ କରିଥିବା ସ୍ବର୍ଗତ ଦୈତ୍ୟାରି ତ୍ରିପାଠୀଙ୍କର ମୃତ୍ୟୁ ବାର୍ଷିକୀ ଅବସରରେ ପରିଷଦର ସଭ୍ଯ ସମେତ ଗ୍ରାମବାସୀ ଓ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର,କବି, କବୟତ୍ରୀ, ସମାଜସେବୀ ତଥା ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି […]

ବାସ୍ତବ ବ୍ୟୁରୋ: ସିନେମା କ୍ଷେତ୍ରରେ ଦେଶର ସର୍ବୋଚ୍ଚ ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର। ସିନେମା କ୍ଷେତ୍ରରେ ଦାଦାସାହେବ ଫାଲକେ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ପୁରସ୍କାର । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ଏକ ସଂଗଠନ, ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଦ୍ୱାରା ଏହା ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥାପିତ ହୁଏ । “ଭାରତୀୟ ସିନେମାର ଅଭିବୃଦ୍ଧି ତଥା ବିକାଶରେ ଉଲ୍ଲେଖନୀୟ ଅବଦାନ” ପାଇଁ […]

ସରସ୍ବତୀ ପଣ୍ଡା ସେ ହସିଦେଲାବରଷା ଝରିଗଲାଶୋଷିନେଲା ମାଟିର ଓଠତୃପ୍ତ ପଞ୍ଚପ୍ରାଣବାସ୍ନାୟିତ ମନଆଉ ବାସ୍ନାୟିତ ହୃଦୟର ତୁଠ। ସେ କହିଦେଲାଭଲପାଏ ବୋଲିମିଳିଗଲା ସରଗର ସୁଖବୟସର ଦାଗଗଲାତ ଉଭେଇଝଲସିଲା ପ୍ରିୟତମା ମୁଖ। ସେ ଯାଚିଦେଲାଆଞ୍ଜୁଳେ ଶରଧାଭରିଗଲା ପ୍ରୀତିର ପଣତଚମକି ଚାହିଁଲାମଥାର ଟିକିଲିପାହାଁନ୍ତି ସପନ ଏବେ ଲାଗେ ସତ ସତ। ସେ ମାଗିନେଲାଦୁଃଖର ଅତୀତସାତସିଆଁ ପଉଷର ଭେଟିଶ୍ରାବଣର ଦହଗଞ୍ଜବୈଶାଖର ଲୁହ ସଞ୍ଜଆଉ ଦରସିଝା ଉଦରର ତାତି। ଶ୍ରୀରାମପୁର ,ମଙ୍ଗଳପୁର,ଯାଜପୁର

ସସ୍ମିତା ପଣ୍ଡା ତୁମେ ସରି ସରି ଯାଉଥିବା ବେଳେଫେରିବାର ବାହାନା….ତଟିନୀ ତୁଠର ସ୍ମୃତି କି ଅନୁଭୂତିଅଗଣାକୁ ଢାଙ୍କି ଥିବା ନିର୍ମଳ ଆକାଶବାରମ୍ବାର ଭୋଗୁଥିବାଅଭିମାନ ଆଉ ଅଭିଯୋଗତଥାପି ତୁମ ରମ୍ୟକଳାରେମୁଁ ମୋହମନା ।। ଚିରା ଚିଠି ଅପବାଦରେଜୀବନର ନିର୍ଯ୍ୟାସ….ଅଟକ ବନ୍ଦୀରେ ଧାଡ଼ି ଧାଡ଼ି ଅବଶୋସଟିପେ ଟିପେ ମିଶାଣ ଫେଡାଣତିଳଚିହ୍ନରେ ସ୍ମୃତିର ଫଗୁଣରଙ୍ଗଣୀରୁ ରାଣୀ ହେବାକୁସାତସିଆଁ ଅନୁଭବରେଅଦମ୍ୟ ପ୍ରୟାସଖାସ୍…. ତୁମେ ମୋ ଇଚ୍ଛାକୁ ସାଇତିଛ ବୋଲି ।। କଟିକଟା, କଟକ

Pin It on Pinterest