ରାଉରକେଲା(ଲବ କିଶୋର ନାୟକ): ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିଶକୁ ନିଶା କାରବାର ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଏସ୍‌ଆଇ ବିଭୂତି ଭୂଷଣ ଖଟେଇ ଓ ତାଙ୍କ ଦଳ ସକାଳେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳର ବିସ୍ରା–ବଣ୍ଡାମୁଣ୍ଡା ରାସ୍ତାର ଫଟାପାଇପ୍ ନିକଟରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଦୁଇ ଜଣ ଯୁବକଙ୍କୁ ହେରୋଇନ ବିକ୍ରି ଉଦ୍ଦେଶ୍ୟରେ ରଖିଥିବା ଅଭିଯୋଗରେ କାବୁ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଫଟାପାଇପ୍ ଶିବଶଙ୍କର ନଗରର […]

ଚିଲିକା(ଅଶୋକ କୁମାର ନାୟକ):ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଉକ୍ତ କାର୍ଯ୍ୟକ୍ରମ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଣପୁର ଜେଏମଏଫସି ଇପ୍ସିତା ପ୍ରିୟା […]

କଟକ(ସଂଜୟ ଶତପଥୀ): ସଂପ୍ରତି ଓଡ଼ିଶାରେ ବ୍ୟାପକ ଭାବେ ଚୋରା ନିଶା କାରବାର ବୃଦ୍ଧି ପାଉଥିବା ଏବଂ ଏଥିଲାଗି ବିଭିନ୍ନ ପ୍ରକାରର ଅସାମାଜିକ ଓ ଅପରାଧ ଘଟୁଥିବା ବେଳେ ଓଡ଼ିଶା ସରକାର “ନିଶା” ହିଁ ସମସ୍ତ ଗଣ୍ଡଗୋଳ ର ମୂଳ ବୋଲି ହୃଦୟଙ୍ଗମ କରିବା ସହ ଓଡ଼ିଶା ର ପୋଲିସ୍ ପ୍ରଶାସନ କୁ ଏହି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ଏକ କାର୍ଯ୍ୟକ୍ରମ “ନିଶାକୁ ନାଁ” ଶିବିର ର ଆୟୋଜନ […]

ଭୁବନେଶ୍ବର(ପ୍ରଶାନ୍ତ ପାଇକରାଏ): ଭାରତୀୟ ଜନସଂଘର ପ୍ରତିଷ୍ଠାତା, ମହାନ ଶିକ୍ଷାବିତ୍, ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱରସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଥୂବା ପ୍ରତିମୂର୍ତ୍ତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାଂସ୍କୃତିକ ଚେତନା ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ଏବଂ ସଦା ପ୍ରେରଣାଦାୟକ ବୋଲି […]

ବିଶ୍ବର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ବଡ଼ ପଦକ୍ଷେପ; ୨୩୨ଟି ଶସ୍ୟ ଗୋଦାମର ଶୁଭାରମ୍ଭ। ୬୪ ଏକରର ‘ସହକାର ବନ’ ପ୍ରକଳ୍ପର ଶୁଭାରମ୍ଭ; ଅମୁଲ ଓ ଏନସିସିଏଫ୍‌ର ମିଳିତ ପଦକ୍ଷେପ ବିବିଏସଏସଏଲ୍‌ର ଟିସ୍ୟୁ କଲଚର ସୁବିଧା ପାଇଁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଶିଳାନ୍ୟାସ। କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି,ଜୁଲାଇ ୬, ୨୦୨୬ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା […]

ନୂଆଦିଲ୍ଲୀ(ବାସ୍ତବକଥା) :ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଇଣ୍ଡୋନେସିଆ ଗସ୍ତ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଅଧିକ ମଜଭୁତ କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ରହିଛି I ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ନେଇ ଅନେକ ଆଶାବାଦୀ ରହିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଡିଜିଟାଲ୍ ନବସୃଜନର ବ୍ୟବହାର ଏବଂ ଭାରତର ବିକାଶମୂଳକ ସମାଧାନଗୁଡ଼ିକୁ ନିଜ ବିକାଶର ଉତ୍ସ ଭାବେ ଗ୍ରହଣ […]

କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ): ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ୨୦୨୬କୁ ଶାନ୍ତିଶୃଙ୍ଖଳା ସହିତ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ ମୁଖ୍ୟତଃ ରଥଗଠନ, ରଥଯାତ୍ରା ଓ ବାହୁଡ଼ାଯାତ୍ରା ନୀତି ନିର୍ଘଣ୍ଟ,ରାସ୍ତାଘାଟ ମରାମତି, ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ନିଶା ନିବାରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଶାନ୍ତି […]

କଟକ(ବାସ୍ତବକଥା): IIC ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ ନୂଆ ମୋଡ।ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ କମିଶନରେଟ୍ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି ।ଅଟକ ଥିବା ଜଣଙ୍କ ପୋଲିସ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି।ଏହି ବ୍ୟକ୍ତିଙ୍କୁ ଅଜ୍ଞାତ ସ୍ଥାନରେ ଅଟକ ରଖି ଜେରା କରୁଛି କମିଶନରେଟ୍‌ ପୋଲିସ। ଗତ ଶନିବାର ଦିନ କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ନିକ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ […]

ପୁରୀ(ଜୟକୃଷ୍ଣ ଦାସ): ଗୋପବନ୍ଧୁ ଆୟୁର୍ବେଦ କଲେଜର କିରାଣୀ ବସନ୍ତ କୁମାର ସାମନ୍ତରାୟ କହୁଛନ୍ତି ମୋର ଆଉ ୨ ମାସ ଚାକିରୀ ରହିଲା ମୋର ଆଉ କେହି କିଛି କରିପାରିବେନି, ମୁଁ ବିଜେପି ସରକାରଙ୍କ ଗେଲ୍ହା ପୁଅ, ସରକାରୀ ଟଙ୍କା ଏପରି ମୁଁ ମାରିଖାଉଥିବି….. ପ୍ରଧାନ କିରାଣୀ ଶ୍ରୀ ବସନ୍ତ କୁମାର ସାମନ୍ତରାୟଙ୍କ ମହା ଦୁର୍ନୀତି କରି ଭିଜିଲାସନ୍ସ ରେ କେଶ ଥିଲା ବେଳେ ବାବୁ କିରାଣୀ ରୁ ମୁଖ୍ୟ କିରାଣୀ […]

ରାଉରକେଲା(ବଳିଆ ନାୟକ): ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି।ଆଜି ଆମ ଗାଁ ର ଝିଅ ନୂଆଗାଁ ବ୍ଲକ ଲିମଡା ପଞ୍ଚାୟତ ର କିରଣ ଏକ୍କା ଟୋକୟୀ ଠାରେ ଅଣ୍ଡର-୧୮ ଜାତୀୟ ସ୍ତରରେ ବ୍ରୋଞ୍ଜ ମେଡଲ ହାସିଲ କରିଛନ୍ତି।ତାଙ୍କର ପରବର୍ତୀ ପ୍ରତିଯୋଗିତା ଓମାନ ରେ ହେବାକୁ ଯାଉଛି ଏବଂ ସେ ବୀରମିତ୍ରପୁର ବିଧାୟକଙ୍କୁ ହକି ଷ୍ଟିକ୍ ପାଇଁ ଅନୁରୋଧ କରିଥିଲେ। ଏହି ପରିପେକ୍ଷୀରେ ଆଜି […]

Pin It on Pinterest