କଳାହାଣ୍ଡିଆ ସ୍ୱାଭିମାନ ଯୁଗେ ଯୁଗେ ବଜାୟ ରହିବ ଲୋକ ଉତ୍ସବ ଆୟୋଜନ ପାଇଁ ପ୍ରେରଣା ଯୋଗାଇଛି ଭବାନୀପାଟଣା୧୫/୦୧(କିଶୋର ନାଏକ):କଳାହାଣ୍ଡିର ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬। ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କଳାହାଣ୍ଡିଆ ସ୍ୱାଭିମାନ ଆଗରେ ରହିଛି ଓ ଯୁଗେ ଯୁଗେ ବଜାୟ ରହିବ। ଆଜି ଜିଲ୍ଲାର ଏ ଉତ୍ସବ ମହାପର୍ବରେ ପରିଣତ ହୋଇଥିବାବେଳେ ୨୮ ବର୍ଷରେ ପହଞ୍ଚିଥିବା ଏହି ଉତ୍ସବ ଅନ୍ୟ […]
ସଂଜୟ ଶତପଥୀ(କଟକ): କଟକର ଅନ୍ୟତମ ବଜାର ଗଙ୍ଗା ମନ୍ଦିର ର ନୂତନ ବର୍ଷ ରେ ନୂତନ କମିଟି ସର୍ବସମ୍ମତିକ୍ରମେ ଗଠିତ ହୋଇଯାଇଛି। ଆଜି ଗଙ୍ଗା ମନ୍ଦିର ପୁଜା କମିଟି ପରିସରରେ ଆହୁତ ବୈଠକ ରେ ଉପସ୍ଥିତ ଥିବା ଗଙ୍ଗା ମନ୍ଦିର ଅଞ୍ଚଳର ସମସ୍ତ ବାସିନ୍ଦା ଙ୍କ ଅନୁମୋଦନ ଓ ସର୍ବସମ୍ମତିକ୍ରମେ ଗଙ୍ଗା ମନ୍ଦିର ପୁଜା କମିଟି ର ସଭାପତି ଭାବେ ଶ୍ରୀ ଉମାଶଙ୍କର ଦାସ ମନୋନୀତ ହୋଇଥିବା ବେଳେ ସାଧାରଣ […]
କଟକ(ବାସ୍ତବବ୍ୟୁରୋ): କଟକ ସହରରେ ଦିନକୁ ଦିନ ଅପରାଧ ବଢ଼ି ଚାଲିବା ଦେଖି କଟକ କମିଶନରେଟ୍ ପୋଲିସ୍ ଉପ-ଆୟୁକ୍ତ ଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅପରାଧୀଙ୍କ ଉପରେ କଡା ନଜର ରଖୂଛି କଟକ ପୋଲିସ୍। ବିଭିନ୍ନ ସ୍ଥାନରେ, ବିଭିନ୍ନ ସମୟରେ ଚଢ଼ାଉ, ଜାରି ରହିଥିବା ବେଳେ ଆଜି ଏହି ଅପରେସନ ରେ ୨ ପେଷାଦାର ତଥା ଅଭ୍ୟାସଗତ ଅପରାଧୀ ଙ୍କୁ ଗିରଫ କରିଛି ପୁରୀଘାଟ ପୋଲିସ୍। ଜଣାଯାଏ ଯେ ଗତ ତା ୦୬/୦୧/୨୦୨୬ […]
କଟକ(ବାସ୍ତବବ୍ୟୁରୋ): କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକ ର ୨ ଟି ଯାଗାରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ହିରୋଇନ୍ ଜବତ କରାଯିବା ସହ ୨ ଜଣ ହିରୋଇନ୍ ବେପାରୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜଣାଯାଏ ଯେ,ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଅବକାରୀ ଥାନା-୩ ର ଭାରପ୍ରାପ୍ତ ଅଧିକାରୀ […]
କଟକ:(ସଂଜୟ ଶତପଥୀ):କଟକ ସଦର ବ୍ଲକରେ ୪ଦିନିଆ ଗ୍ରାମ୍ୟ ସାଧନାକର୍ମୀଙ୍କ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କଟକ ସଦର ବ୍ଲକ ସମେତ ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକର ୨୬ ଜଣ ଗ୍ରାମ୍ୟ ସାଧନାକର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସାଲେପୁରର ୧୦ ଜଣ ଓ ନିଶ୍ଚିନ୍ତକୋଇଲି ବ୍ଲକର ୩ ଜଣଙ୍କ ସମେତ କଟକ ସଦର ବ୍ଲକର ୧୩ ଜଣ କର୍ମୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଛି। ଗ୍ରାମ୍ୟ ସାଧନାକର୍ମୀଙ୍କ ପ୍ରଶିକ୍ଷଣ କର୍ମଶାଳା ସଦର […]
କଟକ(ବାସ୍ତବବ୍ୟୁରୋ): ଓଡ଼ିଶା ପୋଲିସ୍ ବାହିନୀ ର ଦକ୍ଷତା ବୃଦ୍ଧି ଦିଗରେ ଅଧିକ ମନୋବଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ୮ମ ଅନ୍ତ-ରାଜ୍ଯସ୍ତରୀୟ କମାଣ୍ଡୋ ପ୍ରତିଯୋଗିତା ଚନ୍ଦକା ସ୍ଥିତ ଓଡ଼ିଶା ପୋଲିସ୍ ବାହିନୀ ର ସ୍ପେଷାଲ୍ ଅପରେସନ୍ ଗୃପ ପରିସରରେ ତ୍ରିଦିବସୀୟ ତଥା ତା ୨୩/୧୨/୨୦୨୫ ରିଖ ଠାରୁ ତା ୨୬/୧୨/୨୦୨୫ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୬ଷ୍ଠ ବାଟାଲିୟନ,କଟକ, ୪ର୍ଥ […]
ଭୁବନେଶ୍ୱର(ବାସ୍ତବ କଥା): ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଥାନାଧିକାରୀ। ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ଯେ, କଟକ କମିଶନରେଟ୍ ପୋଲିସ୍ ଅଧୂନରେ ଥିବା ସି.ଆର୍.ଆର୍.ଆଇ ଥାନାର ଭାର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ବିଜୟ କୁମାର ବାରିକ ଜନୈକ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟ ଙ୍କୁ ମଦ ବ୍ୟବସାୟ କରିବାରେ ସହଯୋଗ କରିବା ଲାଗି ଟ.୪୦,୦୦୦/- ଲାଞ୍ଚ ନେଉଥିଲା ବେଳେ ଭୁବନେଶ୍ୱର ର ରାଜମହଲ ଛକ ଠାରେ ଓଡିଶା ଭିଜିଲାନ୍ସ ବିଭାଗ […]
ମାଲକାନଗିରି(ବାସ୍ତବବ୍ୟୁର)୩।୧: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନୂଆ ବର୍ଷ ଆରମ୍ଭରୁ ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଥିବା ବେଳେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା। ମାଓ ଦମନ ନିମନ୍ତେ ତଲାସି ଅଭିଯାନ ବେଳେ ସୁକୁମା ଜିଲ୍ଲାର କୋଣ୍ଟା ଏବଂ କିଷ୍ଟାରାମ ଜଙ୍ଗଲରେ ମାଓବାଦୀଙ୍କ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୧୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ […]
ମାଲକାନଗିରି(ବାସ୍ତବବ୍ୟୁରୋ): ମାଲକାନାଗିରି ଜିଲ୍ଲାପରିଷଦ କାର୍ଯ୍ୟାଳୟ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ଅନୁଷ୍ଠାନ ପରିସରରେ ନୂତନ ଢଙ୍ଗରେ ଆରସେଟି ବଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ବେହେରା ଏହି ବଜାରକୁ ଆନୁଷ୍ଠାନିକ ଭାବାରେ ଉଦ୍ଘାଟନ କରୁଥିଲେ। ଏହି ବଜାରରେ ଅନୁଷ୍ଠାନରେ ତାଲିମ ନେଇଥିବା ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ସାଗୁ ବଡି, ବିରି ବଡ଼ି, ପାମ୍ପଡ, ବିଭିନ୍ନ […]
ପାଟଣାଗଡ(ଜଗ ଦିଶ ଭୋଇ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କୁମାର ମେହେର ଙ୍କ ନେତୃତ୍ଵରେ ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ଠାରୁ ବାଇକ ରାଲି ରେ ବାହାରି ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଉଥିବା ବେଳେ ପିସି ସରକାର ବୋଲି ସ୍ଲୋଗାନ ଦେଇଥିଲେ। ଉପଜିଲ୍ଲାପାଳ ଅନୁପସ୍ଥିତ […]


