ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ମହିଳା ଉଦ୍ୟମିତା ପ୍ଲାଟଫର୍ମ (WEP) ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।ବାଲେଶ୍ୱରରେ ରାଇସ୍ ମିଲିଙ୍ଗ୍ ଓ ପାହାଳରେ ରସଗୋଲା କ୍ଲଷ୍ଟର ସହ ଗଞ୍ଜାମ ଓ କଳାହାଣ୍ଡିରେ ଉଦ୍ଘାଟିତ ହେଲା ୨ଟି ମଲ୍ଟି-ପ୍ରଡକ୍ଟ MSME ପାର୍କ।ଜିଡିପିରେ MSMEର ୩୦ ପ୍ରତିଶତ ର ଅବଦାନ।ମହିଳା ଉଦ୍ୟୋଗ ସଂଖ୍ୟା ୨୫% ରୁ ୫୩% କୁ ବୃଦ୍ଧି; ‘ସୁଭଦ୍ରା’ ହିତାଧିକାରୀଙ୍କ ହାରାହାରି ବ୍ୟାଙ୍କ ଜମା ₹୬,୮୮୭ […]
ସହକାରରୁ ସମୃଦ୍ଧି’ ମନ୍ତ୍ରକୁ ସାକାର କରି ସାରଥୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ‘ଭାରତ ଟ୍ୟାକ୍ସି’‘ଭାରତ ଟ୍ୟାକ୍ସି’ ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ; ଚାଳକ ହିଁ ଏହାର ମାଲିକ, ମିଳୁଛି ସମ୍ମାନ, ସୁରକ୍ଷା ଓ ସମୃଦ୍ଧି‘ଭାରତ ଟ୍ୟାକ୍ସି’କୁ ଅଟକାଇବା ପାଇଁ ଭଡ଼ା କମାଇବାର ପ୍ରୟାସ; ମନମାନିର ସୁଯୋଗ ଦେବ ନାହିଁ ନୂଆ ବ୍ୟବସ୍ଥାନୂଆଦିଲ୍ଲୀ(ବାସ୍ତବକଥା): କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି […]
‘ନିଶାଦ୍ରବ୍ୟ ନିୟନ୍ତ୍ରଣ ଭିଜନ୍ ଡକ୍ୟୁମେଣ୍ଟ (୨୦୨୬-୨୦୨୯)’ ଓ ‘ଏନସିବି ବାର୍ଷିକ ରିପୋର୍ଟ-୨୦୨୫’ ଉନ୍ମୋଚନ କରିବେ କେନ୍ଦ୍ର ଗୃହମନ୍ତ୍ରୀପ୍ରଧାନମନ୍ତ୍ରୀଙ୍କ ‘ନିଶାମୁକ୍ତ ଭାରତ’ ସଂକଳ୍ପକୁ ସାକାର କରିବାରେ ପଥପ୍ରଦର୍ଶକ ହେବ ଭିଜନ୍ ଡକ୍ୟୁମେଣ୍ଟ୬,୦୦୦ କୋଟି ଟଙ୍କା ମୂଲ୍ୟର ୨,୦୯,୫୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଧ୍ୱଂସ ପାଇଁ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଅମିତ ଶାହନୂଆଦିଲ୍ଲୀ(ବାସ୍ତବକଥା): ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାର୍କୋ-ସମନ୍ୱୟ କେନ୍ଦ୍ର (ଏନସିଓଆରଡି) […]
ଓଡ଼ିଶାରୁ ବିଶିଷ୍ଟ ସାନ୍ତାଳି ଶିକ୍ଷାବିତ୍ ଚରଣ ହେମ୍ବ୍ରମ, ଖ୍ୟାତନାମା ବୁଣାକାର ଶରତ କୁମାର ପାତ୍ର, ବର୍ଷୀୟାନ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ପାଇଲେ ପଦ୍ମଶ୍ରୀ ନୂଆଦିଲ୍ଲୀ,୨୩ ଜୁନ୍(ବାସ୍ତବକଥା): ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ବେସାମରିକ ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ସମାରୋହରେ […]
ଜଗସିହପୁର(ପ୍ରଫୁଲ୍ଲ ସାହୁ): ଆସନ୍ତା ଜୁନ ୨୬ ତାରିଖରେ ପାଳିତ ହେବାକୁ ଥିବା “ଆନ୍ତର୍ଜାତିକ ନିଶାଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧୀ ଦିବସ” ଉପଲକ୍ଷେ ପାରାଦ୍ବୀପଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଡ୍ରଗ୍ସ ଓ ନିଶା ବିରୋଧରେ ସମଗ୍ର ଭାରତ ତଥା ଓଡ଼ିଶାରେ ନିରନ୍ତର କାର୍ଯ୍ୟ କରୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ୱାଦା ପରିବାର” ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିଲା। ସମାଜ ଉପରେ ଡ୍ରଗ୍ସର କୁପ୍ରଭାବ ରୋକିବା, […]
କଳାହାଣ୍ଡି(ସନ୍ତୋଷ ପାତ୍ର): କେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ମହାସଂଘ ଓ ରାଜ୍ୟ ସରପଞ୍ଚ ମହାସଂଘ, ଓଡ଼ିଶାର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା ସ୍ତରରେ ଏକ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚମାନେ ଏକତ୍ରିତ ହୋଇ ଚାମେଲି ଓଝାଙ୍କ ପ୍ରତି ଘଟିଥିବା ଅନ୍ୟାୟର ତୀବ୍ର ନିନ୍ଦା କରିଥିଲେ ଏବଂ […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ମୂଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାୟୀ ୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ର ବ୍ଯୟ ବରାଦର ବ୍ୟବସ୍ଥା କରାଯାଇଛି। ଏହା ସହିତ ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲରେ ସଠିକ୍ ସୂଚନା ମିଳିବାର ଯୋଜନା ରହିଛି। ଜିରୋ କାଜୁଆଲ୍ଟି’ ଆମର ସଙ୍କଳ୍ପ, […]
ଖରିଫ୍ ୨୦୨୬ ପାଇଁ ଆସିଲା ୟୁରିଆ, ଡିଏପି ଏବଂ ସଲଫର୍ ସାର। ଭାରତୀୟ ବନ୍ଦରରେ ଜାହାଜ ପହଞ୍ଚିବା ସହିତ ସାର ଯୋଗାଣ ଶୃଙ୍ଖଳ ହେବ ମଜବୁତ ନୂଆଦିଲ୍ଲୀ(ବାସ୍ତବକଥା): ହର୍ମୁଜ ପ୍ରଣାଳୀ ପାର୍ ହୋଇ ଭାରତ ଉପକୂଳ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ। ଗତ ସପ୍ତାହରେ ଚାରିଟି ସାର ବୋଝେଇ ଜାହାଜ ହମଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।ଏହା ଭାରତର ସାର ସୁରକ୍ଷା ଅଗ୍ରଗତି। ପଶ୍ଚିମ ଏସିଆ ସଂଘର୍ଷ କାରଣରୁ ଉତ୍ପନ୍ନ […]
କାକଟପୁର(ମାନସ ସାମଲ):୧୯/୦୬- ସ୍ଥାନୀୟ ଜଗନ୍ନାଥ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ‘ସୁଧାନନ୍ଦ ଗ୍ରୁପ’ର ମୁଖ୍ୟ ଆର.କେ. ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଶୃଙ୍ଖଳା ରକ୍ଷା […]
କାକଟପୁର(ମାନସ ସାମଲ): ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ କାକଟପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଏକ ଭବ୍ୟ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମଣ୍ଡଳ ଉନ୍ନୟନ ଅଧିକାରୀ (BDO) ନାରାୟଣ ଦୀକ୍ଷିତ ସଭାପତିତ୍ୱ କରି ସରକାରଙ୍କ ଦ୍ୱାରା ବିଗତ ଦୁଇ ବର୍ଷ ମଧ୍ୟରେ ଜନସାଧାରଣଙ୍କ କଲ୍ୟାଣ ତଥା ଅଞ୍ଚଳର ପ୍ରଗତି ପାଇଁ ନିଆଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ଏବଂ ଯୋଜନା ଉପରେ ଆଲୋକପାତ […]


