ଆନନ୍ଦପୁର(ବାସ୍ତବ କଥା):ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ଶ୍ରଦ୍ଧା, ସମ୍ମାନ ଓ ଉତ୍ସାହର ସହ ପାଳିତ ହୋଇଯାଇଛି l ବ୍ଲକ ଶିକ୍ଷାଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆନନ୍ଦପୁର ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ମହାନ୍ତ, ତହସିଲଦାର ପଲ୍ଲବୀ ପ୍ରିୟଦର୍ଶିନୀ, ଆନନ୍ଦପୁର ଉପଖଣ୍ଡର ସୂଚନା ଓ ଲୋକସମ୍ପର୍କ ବିଭାଗର […]
Odishanews
କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ):୪/୦୯-ରାଜ୍ୟର ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ଓ କୃଷି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସିଏମ୍ କିଷାନ ଯୋଜନାର ରବି ଋତୁ ପାଇଁ ୫ମ କିସ୍ତି ପ୍ରଦାନ କରାଯାଇଛି। ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ ଖୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକଙ୍କୁ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।ଓୟୁଏଟିର କୃଷି ଶିକ୍ଷା ସଦନଠାରେ କୃଷି ଓ କୃଷକ ସଶକ୍ତିକରଣ […]
ଆନନ୍ଦପୁର(ନିର୍ମଳ ରାଉଳ):ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମପଞ୍ଚାୟତ ବେଲଦା ଗ୍ରାମ କୁ ମହାତ୍ମା ଗାନ୍ଧୀ ମନରେଗା ଯୋଜନା ରେ ବେଲଦା ବଡ଼ ପୋଖରୀ ଠାରୁ ମଶାଣୀ ଭୂମି ନୂତନ ରାସ୍ତା ନିର୍ମାଣ ପାଇଁ ୯ଲକ୍ଷ ୭୫ହଜାର ଟଙ୍କା ଅନୁମୋଦନ ହୋଇଥିଲା।ଗ୍ରାମ ର ସମସ୍ତ ଗ୍ରାମ ବାସୀ ଓ ଜବ କାର୍ଡ ଧାରୀ ପ୍ରତେକ ଦିନ ଗାଁ ରାସ୍ତାରେ ରେ ଯୋଗ ଦେଇ ରାସ୍ତା କାର୍ଯ୍ୟ କରି ଆଆସୁଛନ୍ତି । ପ୍ରତେକ ଦିନ […]
ରାୟଗଡ଼(ରତ୍ନାଲୁ ପ୍ରଭାକର):୨/୯/ରାୟଗଡ଼ ପୌରପରିଷଦ ଅଞ୍ଚଳକୁ ଅଧିକ ଗ୍ରନ୍ଥ, ସୁନ୍ଦର ତଥା ପ୍ରଦୂଷଣମୁକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପତ୍ର ସଂଖ୍ୟା ୮୬୨୫ / ୨୨.୦୪.୨୦୨୬ ଅନୁସାରେ ସମ୍ବଲପୁର ମହାନଗର ନିଗମ, ଜୟପୁର୍ ପୌରପରିଷଦ ଏବଂ ରାୟଗଡ଼ ପୌରପରିଷଦ କୁ ଯାନ୍ତ୍ରିକ ସଫେଇ ପାଇଁ ଗ୍ରୀନ ଇନୋଭେଟିବ ପାୱାର ପ୍ରାଇଭେଟ୍ ଲିମିଟେଡ ସଂସ୍ଥାକୁ ନିୟୋଜିତ କରାଯାଇଛି । ଏହି ସଂସ୍ଥା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ […]
ରାୟଗଡ଼ା/କଲ୍ୟାଣସିଂହପୁର(ରତ୍ନାଲୁ ପ୍ରଭାକର) :-୨/୯ କୋଲନରା ବ୍ଲକ ଅନୁର୍ଗତ ରିଭଲକଣା ସରକାରୀ ଏସଏସଡି ହାଇସ୍କୁଲରେ ଘଟିଥିବ ଅଭାବନୀୟ ଛାତ୍ର ମାଡ ମରା ଘଟଣାର ଆଜି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ଯକ୍ଷା ବବିତା ପାତ୍ର। ପ୍ରକାଶ ଥାଉକି, ଗତ ଅଗଷ୍ଟ ୩ ତାରିଖରେ ଉକ୍ତ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲରେ ରହୁଥିବା ଅଷ୍ଟମ ଓ ନବମ ଶ୍ରେଣୀର ପ୍ରାୟ ୩୦ ଜଣ ଛାତ୍ରଙ୍କୁ ନଡ଼ିଆ ବାହୁଙ୍ଗାରେ […]
କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ) ୦୧/୦୯: କେନ୍ଦ୍ରାପଡ଼ା ଜିଲ୍ଲାରେ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ କେଚରପଡ଼ା ଗ୍ରାମରେ କଙ୍ଗୋ ସିଗାରେଟ୍ ଖୋଳ ମଧ୍ୟରେ ଗଞ୍ଜେଇ […]
ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ):୧/୯- ବିଧାୟକ ବାବୁ ସିଂ ଙ୍କ ଆବାହକତ୍ୱରେ ସ୍ବର୍ଗତ ପ୍ରଣବ ପଟ୍ଟନାୟକଙ୍କ ଏକ ଶ୍ରଦ୍ଧାଞ୍ଜଳି ସଭା “ଶେଷ ଶ୍ରାବଣର ମାଝୀ” ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ମେୟର ସୁଲୋଚନା ଦାସ,ବିଜେପି ନେତା ଜଗନ୍ନାଥ ପ୍ରଧାନ,ପୁର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଞ୍ଚାସୀନ ହୋଇ ଥିଲେ । ଏହି ଅବସରରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବିଙ୍କୁ ପ୍ରଥମ ପ୍ରଣବ ସ୍ମୃତି ସମ୍ମାନ ପ୍ରଦାନ […]
ବାଲିଗୁଡା୩୧/୦୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ପ୍ରତ୍ୟୁଷ ରୁ ସମଗ୍ର ସହର ରେ ରାମଧୁନ ପରିବେଷଣ କରାଯାଇଥିଲା । ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ଉପାଧ୍ୟାକ୍ଷା ଙ୍କ ସମେତ ସମସ୍ତ କର୍ମଚାରୀ ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ପରେ […]
ପୁରୀ(ଜୟକୃଷ୍ଣଦାସ):ପୁରୀ ଗ୍ରାଣ୍ଡ ରୋଡ୍ ଅଞ୍ଚଳରେ ଥିବା ବରୋଦା ବ୍ୟାଙ୍କର ଦୁଇଜଣ କର୍ମଚାରୀଙ୍କ ବିରୋଧରେ ଟଙ୍କା ହଡ଼ପ ଓ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ଉଠିଛି। ଏନେଇ ଜଗନ୍ନାଥ ବାରିକ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଜଗନ୍ନାଥ ବାରିକ ଜଣେ ଠିକାଦାର ଭାବେ ବିଭିନ୍ନ ସରକାରୀ ବିଭାଗ ଅଧୀନରେ ରାସ୍ତା ଓ ମରାମତି କାର୍ଯ୍ୟ କରୁଥିଲେ। ସରକାରୀ କାମରୁ ମିଳୁଥିବା […]
ପୁରୀ(ଜୟକୃଷ୍ଣ ଦାସ): ୩୧-ଅଗଷ୍ଟ – ପୁରୀ ବଳିଆପଣ୍ଡା ପାର୍କ ନିକଟରେ ଗତକାଲି ମଧ୍ୟରାତ୍ରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଝାଡ଼ଖଣ୍ଡ ନମ୍ବର ଥିବା ଏକ ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଘଟଣାରେ ଉତ୍ୟେକ୍ତ ଲୋକେ ଗାଡି ଭଙ୍ଗାରୁଜା କରିଛନ୍ତି । ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି ବଳିଆପଣ୍ଡା ପୋଲିସ ।ଗୁରୁତର ଯୁବକ ଜଣକ ହେଉଛନ୍ତି ପୁରୀ ଗୌଡ଼ବାଡ ସାହିର କାମଦେବ […]


