ତେନ୍ତୁଳିଖୁଣ୍ଟି(ବାସ୍ତବ କଥା):୨୨/୮-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବରଡ଼ାଜୋଡ଼ି ଗ୍ରାମରେ ପୁଣିଥରେ ରାସ୍ତା ଅଭାବର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳା ଅସୁସ୍ଥ ହେବା ପରେ ଆମ୍ବୁଲାନ୍ସ ଗାଁ ଭିତରକୁ ପହଞ୍ଚି ନପାରିବାରୁ ପରିବାର ସଦସ୍ୟ ଓ ଗ୍ରାମର ଯୁବକମାନେ ତାଙ୍କୁ ଖଟିଆରେ ବୋହି ପ୍ରାୟ ଦୁଇ କିଲୋମିଟର ଦୂରକୁ ନେବାକୁ ବାଧ୍ୟ ହୋଇଥିଲେ।ସୂଚନା ଅନୁସାରେ, ବରଡ଼ାଜୋଡ଼ି ଗ୍ରାମର ପୁରୁନ ଜାନିଙ୍କ ପତ୍ନୀ ମଇନା ଜାନି ଅସୁସ୍ଥ […]
Odishanews
କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ)୨୨/୦୮: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତି ପ୍ରାୟ ୦୪ଟାରେ ଏକ୍ସରେ ରୁମ୍ ରେ କାର୍ଯ୍ୟରତ ଜୁନିୟର ରେଡିଓ ଗ୍ରାଫର ସତ୍ୟବ୍ରତ ରାଉତଙ୍କୁ ଡାକ୍ତର ରଙ୍କନିଧି ବେହେରା ଦୁର୍ବ୍ୟବହାର କରିଥିବା ସହ ଏକ୍ସ ରୁମରେ ବ୍ୟବହୃତ ହେଉଥିବା କ୍ୟାସେଟ୍ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ରୁମ୍ ତାଲା ପଡ଼ିଥିବା ସହ କର୍ମଚାରୀ ଡ୍ୟୁଟି ବନ୍ଦ କରିଦେଇଥିବା ବେଳେ ବିଭିନ୍ନ ଯାଗାରୁ ଆସୁଥିବା […]
ବାଲେଶ୍ୱର, ଅଗଷ୍ଟ ୨୧ (କୃଷ୍ଣ କୁମାର ମହାନ୍ତି): ନାରାୟଣଗଡ଼-ଭଦ୍ରକ ମଧ୍ୟରେ ତୃତୀୟ ରେଳ ଲାଇନ୍ ନିର୍ମାଣ ପାଇଁ ଜଳେଶ୍ୱର ୟାର୍ଡରେ ୟାର୍ଡ ରିମଡେଲିଂ କାର୍ଯ୍ୟ ସମ୍ପର୍କିତ ନନ୍-ଇଣ୍ଟରଲକିଂ କାର୍ଯ୍ୟ ଅଗଷ୍ଟ ୨୪ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଏହା ଯୋଗୁଁ ଖଡ଼ଗପୁର ଡିଭିଜନ୍ରେ ଅନେକ ଟ୍ରେନ୍ର ଚଳାଚଳ ବାତିଲ୍ ଓ ପୁନଃନିର୍ଦ୍ଧାରିତ ହେବ। ୬୮୦୨୧/୬୮୦୨୨ ଖଡ଼ଗପୁର-ବାଲେଶ୍ୱର-ଖଡ଼ଗପୁର ମେମୁ ଟ୍ରେନ୍ ଅଗଷ୍ଟ ୨୪ରୁ ୨୯ ପର୍ଯ୍ୟନ୍ତ ବାତିଲ୍ ରହିବ। ସେହିପରି ୬୮୦୪୯/୬୮୦୫୦ ଖଡ଼ଗପୁର-ଭଦ୍ରକ-ଖଡ଼ଗପୁର […]
କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ): ୧୬ ଅଗଷ୍ଟ ୨୦୨୬- ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଆଜି ସନ୍ଧ୍ୟା ୬ଟାରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲାର ବର୍ତ୍ତମାନ ବନ୍ୟା ପରିସ୍ଥିତି, ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ, ରିଲିଫ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ […]
କେନ୍ଦ୍ରାପଡା(ବାସ୍ତବକଥା):ଶିକ୍ଷା ର ବିକାଶ ଦିଗରେ ବର୍ତ୍ତମାନ ର ସରକାରଙ୍କ ବିଶେଷ ଭୂମିକା ରହିଛି ବୋଲି ଚାରିଆଡ଼େ ପ୍ରଚାର ହେଉଥିଲା ବେଳେ ଶିକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ଦେଖାଦେଇଛି। ଏହାର ଅନନ୍ୟ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ଗ୍ରାମ ପଞ୍ଚାୟତ ରେ ଥୂବା ଚିତ୍ରୋତ୍ପଳା ମହିଳା +୨ ମହାବିଦ୍ୟାଳୟ। ଦୀର୍ଘ ଦିନ ଧରି ଏହି ମହାବିଦ୍ୟାଳୟ ରେ ଶିକ୍ଷାଦାନ ବନ୍ଦ ହୋଇଯାଇଥିବା ବେଳେ ଗତ […]
ତେନ୍ତୁଳୀଖୁଣ୍ଟି(ବାସ୍ତବ କଥା):-AgriStack ID ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆଶଙ୍କା ଦେଖାଦେଇଛି। ଏନେଇ ତେନ୍ତୁଳୀଖୁଣ୍ଟି ବ୍ଲକ ପୁଜାରୀଗୁଡ଼ା ଗ୍ରାମରେ ଅଞ୍ଚଳର ଚାଷୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ AgriStack ID ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀମାନେ ବିଭିନ୍ନ ସମସ୍ୟା ଓ ଆଶଙ୍କା ଉପସ୍ଥାପନ କରିଥିଲେ। ଚାଷୀମାନଙ୍କ କହିବା ଅନୁଯାୟୀ, ଅଞ୍ଚଳର ବହୁ ଆଦିବାସୀ, ଦଳିତ, ପଛୁଆ ଓ ସାଧାରଣ ବର୍ଗର ପରିବାର ପିଢ଼ି ପିଢ଼ି ଧରି […]
କେନ୍ଦ୍ରାପଡା(ଚତୁର୍ଭୁଜ ଦାଶ):ସମଗ୍ର ଦେଶ ସ୍ବାଧୀନତା ର ୮୦ ବର୍ଷ ପାଳନ କରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଡିହସାହି ଗ୍ରାମର ବାସିନ୍ଦା ଜଳବନ୍ଦୀ ହୋଇଥୂବାର ଦେଖିବାକୁ ମିଳିଛି।ଏହା କେବଳ ପାଣି ଜମିବାର ଦୃଶ୍ୟ ନୁହେଁ ବରଂଏହା ହେଉଛି ବର୍ଷବର୍ଷ ଧରି ଜଳ ନିଷ୍କାସନର ପଥ ବନ୍ଦ ହୋଇ ରହିଥିବା ଏକ ଗ୍ରାମର ନିରବ ଆହ୍ୱାନ।ଡିହସାହି ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଦୀର୍ଘଦିନ ଧରି ଜଳବଦ୍ଧତାର […]
ଭୁବନେଶ୍ବର/ବାଳକାଟି: ବାଳକାଟିସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ ପରିସରରେ ଶୁକ୍ରବାର ଦିନ ଦେଶର ୮୦ତମ ସ୍ୱାଧୀନତା ଦିବସ ବହୁ ଉତ୍ସାହ ଓ ଆଡମ୍ବରର ସହିତ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ପ୍ରଭାତ ଫେରି କରିଥିଲେ। ପରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସିଦ୍ଧେଶ୍ୱର ମହାନ୍ତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ରାଜଧାନୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଏକାମ୍ର ବରିଷ୍ଠ ନାଗରିକ ସଙ୍ଘ’ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଘର ସଭାପତି ଶ୍ରୀଯୁକ୍ତ ହୃଷିକେଶ ତ୍ରିପାଠୀ, ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର ସମର୍ଥା (ବାବୁଲି) ଏବଂ ଶ୍ରୀ ଧିରେନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମକର୍ତ୍ତା ଓ […]
କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ)୧୪/୮: ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ , ଜିଲ୍ଲାପାଳ ରଘୁରାମ ଆର ଆୟର,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା,, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଏହି କ୍ୟାଣ୍ଡଲ ଶୋଭାଯାତ୍ରା […]


