ତିର୍ତ୍ତୋଲ(ବାସ୍ତବଟିଭି): ଜଗତସିଂହପୁର ର ଅଧିଷ୍ଠାତ୍ରୀ ଦେଵୀ ମା ‘ଶାରଳା ଙ୍କ ପୀଠର ଉନ୍ନତି କରଣ କାର୍ଯ୍ୟ ଚାଲୁଥିବା ବେଳେ ମନ୍ଦିରର ସ୍ୱଚ୍ଛତା ଦିଗକୁ ଦୃଷ୍ଟି ଦେବା ଉଦ୍ଦେଶ୍ୟରେ ତିର୍ତ୍ତୋଲ ବ୍ଲକ ପରିସରରେ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ଅଧକ୍ଷତାରେ ଶାରଳା ମନ୍ଦିର ନୀତିକାନ୍ତି ରେ ଶୃଙ୍ଖଳା ପାଇଁ ଆଲୋଚନା କରାଯାଇଛି। ଏହି ଅଲୋଚନରେ ତହସିଲଦାର ଅମୁଲ୍ୟ କୁମାର ସାହୁ, ଥାନା ଅଧିକାରୀ ଯୁଗଳ କିଶୋର ଦାସ, ଶାରଳା ମନ୍ଦିର […]
ବାସ୍ତବ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍ (୧୨୮୬୪) ମଧ୍ୟରେ ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁଇଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରଛନ୍ତ। ଉକ୍ତ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ଆହତଙ୍କ […]
ବାସ୍ତବ ବ୍ୟୁରୋ: ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ଟି ଆଜି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ସନ୍ଧ୍ୟା ପ୍ରାୟ ୭ଟା ୦୫ ମିନିଟ୍ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଟେନ୍ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍ର ୭ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ […]
ବାସ୍ତବ ବ୍ୟୁରୋ: ଆଜି ରାତି ୧୦ଟାରୁ ୧୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଆସନ୍ତା ଜୁନ ୪ରେ ଅର୍ଥାତ ରବିବାର ଦିନ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ଏବଂ ବାହାର ରାଜ୍ୟରୁ […]
ସଂଜୟ ଶତପଥୀ(କଟକ): କଟକ ସର୍କିଟ ହାଉସ ଠାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଗ୍ରାମୀଣ ସାମ୍ବାଦିକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଭାପତି ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମ୍ମିଳିତ […]
ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳୋ ପପଞ୍ଚାୟତ ବରପଡା ଗ୍ରାମର ମାଧବ ବେହେରାଙ୍କ ପୁତ୍ର ମହେନ୍ଦ୍ର ବେହେରା (୩୩) ନିଜ ଘରେ ପଙ୍ଖାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ରାତିରେ ଖାଇ ପିଇ ସାରିବା ପରେ ଶୋଇବା ପୂର୍ବରୁ ମହେନ୍ଦ୍ର ବେକରେ ଲୁଗା ଲଗାଇ ପଙ୍ଖାରେ ଝୁଲୁଥିବାର ପରିବାର ଲୋକେ ଦେଖିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ଗୋଷ୍ଠୀ […]
ବାସ୍ତବବ୍ୟୁରୋ:ଓଡ଼ିଶା ସରକାର “ଆମ ପୋଲିସ୍” ବିଭାଗ କୁ ନେଇ ଏତେ ଗର୍ବିତ ଯେ କହିଲେ ନ ସରେ। ଜନସାଧାରଣ କୈାଣସି ଭୁଲ୍ କଲେ ଓଡ଼ିଶା ପୋଲିସ୍ ବାହିନୀ ଦ୍ଵାରା ଦଣ୍ଡିତ ହୁଅନ୍ତି ।ହେଲେ ପୋଲିସ୍ ଭୁଲ୍ କଲେ ତାହା ପୁଣି ଜନୈକ ବରିଷ୍ଠ ପୋଲିସ୍ ଅଧିକାରୀ। ନିଜର ଅବସର ଦିବସରେ ତାଙ୍କ ଲାଗି କି ପ୍ରକାର ଦଣ୍ଡର ବ୍ୟବସ୍ଥା ରହିଛି ତାହା ବର୍ତ୍ତମାନ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। […]
ବାସ୍ତବ ବ୍ୟୁରୋ: ରାଜସ୍ଥାନରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ମାଗଣା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ ମାଗଣା ଆଉ ବାକି ୧୦୦ ୟୁନିଟ୍ ପାଇ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଛନ୍ତି ରାଜସ୍ଥାନର କଂଗେସ ସରକାର । ବଢୁଥିବା ମୁଦ୍ରସ୍ଫିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ମତାମତ କ୍ରମେ ବିଦ୍ୟୁତ୍ ବିଲ ଛାଡ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗେହଲଟ । ମାଗଣା […]
ବାସ୍ତବ ବ୍ୟୁରୋ: ଜୁନ୍ ପହିଲାରୁ ଖସିଲା ଗ୍ୟାସ ଦର । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ଖସିଛି । ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି। ଗତ ମାସ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ ୧୮୫୬.୫୦ ଟଙ୍କା ଥିଲା। ଜୁନ୍ରେ ୮୩ ଟଙ୍କା କମିବା ପରେ ଏହାର ମୂଲ୍ୟ ୧୭୭୩ ଟଙ୍କା ହୋଇଛି। ବିହାର ରାଜଧାନୀ ପାଟଣାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୩ […]
ସଂଜୟ ଶତପଥୀ(କଟକ): ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ କଟକରେ ଦୀର୍ଘ ଦଶ ବର୍ଷ କାଳ କଟକ ମହାନଗର ଶାସନ ଓ ପ୍ରଶାସନ ର ଜାଇକା କାର୍ଯ୍ୟର ସାଙ୍ଘାତିକ ବିଳମ୍ବ ଏବଂ ଦାରୁଣ ପରିଚାଳନାଗତ ତ୍ରୁଟି ବ୍ୟବସ୍ଥା କାରଣରୁ କଟକ ବାସୀ ଅକଥନୀୟ ଯାତାୟତ ଅବ୍ୟବସ୍ଥା ସହିତ ଶେଷରେ ମରଣ ମୁହଁ କୁ ଯାଉଛନ୍ତି । ଗତକାଲି କେଶରପୁର ପୋଲ ପାଖ ଘଟଣାରେ ନାବାଳିକ ଝିଅ ଜାଇକା ଲୁହା ପାଇପ […]


