ବାସ୍ତବବ୍ୟୁରୋ:ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ କେବେ ସନ୍ଧ୍ୟା ହୁଏ ନାହିଁ | ତେଲେଙ୍ଗାନାର ପେଡାପାଲ୍ଲୀ ଜିଲ୍ଲାରେ ଅବସ୍ଥିତ କୋଡୁରୁପାକା ଗାଁ ଏକଦା ନିଜାମ ଶାସକମାନଙ୍କ ପରିଦର୍ଶନ ପାଇଁ ଏକ ବିଶେଷ କ୍ଷେତ୍ର ଭାବରେ ବିବେଚନା କରାଯାଉଥିଲା। ସମ୍ପ୍ରତି, ଏହି ଗାଁ ପୁଣି ଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି | ଏହି ଗାଁରେ ସନ୍ଧ୍ୟା ନାହିଁ | ଦିନରାତି ଗଠିତ ୨୪ ଘଣ୍ଟା ମଧ୍ୟରେ, କେବଳ ସକାଳ, […]

ପ୍ରମୋଦ ନାଏକ (ଭୁବନେଶ୍ୱର): ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ର ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ । ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ […]

ବାସ୍ତବବ୍ୟୁରୋ(ଭୁବନେଶ୍ବର): ନବୀନ ନିବାସରେ ବିଦାୟୀ ମନ୍ତ୍ରୀ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଦାୟୀ ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖଙ୍କ ବ୍ୟତିର ଅନ୍ୟ ସମସ୍ତ ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି। ଏହି ଅବସରରେ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରଫରର୍ମନ୍ସ ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମନ୍ତ୍ରିମଣ୍ଡଳ ବଦଳିବା ସ୍ୱାଭାବିକ ପ୍ରକ୍ରିୟା। କୋଭିଡ […]

ଜୟନ୍ତ ଶତପଥୀ(ଡେରାବିଶି):୬।୬- ଆଜି ସକାଳ ୧୦ଟା ସମୟରେ ଏକ ମର୍ମାନ୍ତୁତ ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟବାଣପୁର ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ଏକ ହାଇୱା ଗାଡି ଧକ୍କା ରେ ମୃତ ଛାତ୍ରୀ ସ୍ଥାନୀୟ ବସପୁର୍ ଗ୍ରାମର ସୁବାଷ ଲେଙ୍କାଙ୍କ ଝିଅ ଗୁଡି ବୋଲି ଜଣାପଡିଛି । ଖବର ଅନୁଯାଇ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର୍ ଗ୍ରାମର ନବମ […]

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଚଳିତ ବର୍ଷ ପ୍ରାୟ ନଅ ହଜାର ଟ୍ରେନ୍ ସେବାକୁ ବାତିଲ କରିଦେଇଛି। ଏଥିମଧ୍ୟରୁ ଗତ ତିନିମାସ ମଧ୍ୟରେ କୋଇଲା ପରିବହନ ହେତୁ ୧,୯୦୦ ରୁ ଅଧିକ ଟ୍ରେନ୍ ସେବା ବାତିଲ ହୋଇଛି। ସୂଚନା ଅଧିକାର ଅଧୀନରେ ମଗା ଯାଇଥିବା ସୂଚନାରେ ଏହି ସଂଖ୍ୟା ସାମ୍ନାକୁ ଆସିଛି | ଚନ୍ଦ୍ରଶେଖର ଗୌରଙ୍କ ଦ୍ୱାରା ଦାଖଲ ହୋଇଥିବା ଆରଟିଆଇ ପ୍ରଶ୍ନର ଉତ୍ତରରେ ରେଳବାଇ କହିଛି ଯେ ମରାମତି କିମ୍ବା […]

ପ୍ରମୋଦ ନାଏକ(ଭୁବନେଶ୍ୱର): ୦୫।୦୬ ରାଜ୍ୟ ମନ୍ତ୍ରୀମଣ୍ଡଳରେ ନୂଆ ପୁରୁଣା ମୁହଁ । ଆଜି(ରବିବାର) ଲୋକସେବା କନ୍‌ଭେନ୍‌ସନ୍‌ ହଲ୍‌ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍‌ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀ ମାନଙ୍କର ବିଭାଗ ମଧ୍ୟ ମିଳିଛି । କ୍ୟାବିନେଟ୍ ମନ୍ତ୍ରୀ- କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମିଳିଛି – ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଆଜି ଶପଥ ନେବାକୁ ଥିବା ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କ ମଧ୍ୟରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ। ୮ଜଣ ମନ୍ତ୍ରୀ ନିଜର ପଦ ପୁଣିଥରେ ଫେରି ପାଇବେି ଓ ଅନ୍ୟ ୧୩ଜଣ ନୂଆ ମୁହଁଙ୍କୁ ସାମିଲ ହୋଇଛନ୍ତି । ପ୍ରଥମଥର ପାଇଁ ୭ଜଣ ସମ୍ପୂର୍ଣ୍ଣ ନୂଆ ମୁହଁ ବୋଲି ଜଣାପଡ଼ିଛି । କ୍ୟାବିନେଟ୍ ମନ୍ତ୍ରୀ- ଯେଉଁମାନେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବେ ସେମାନେ ହେଲେ […]

ବାସ୍ତବ ଟିଭି(ନବୀନ ଦାଶ):-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହା ବିଦ୍ୟାଳୟ ଠାରେ ପୂର୍ବତନ କଲେଜ୍ ଅଧ୍ୟକ୍ଷ ଉପେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଡ଼ଃ ଅମୃତା ସାମନ୍ତ,ପ୍ରଫେସର ଅଶୋକ ମହାନ୍ତି,ବିନୟ କୁମାର ନାୟକ,ପ୍ରମୋଦ ସେଠ ପ୍ରମୁଖ ସ୍ବର୍ଗତ ପ୍ରଧାନ ଙ୍କ ବିଗତ ଜୀବନର ସୃତି ଚାରଣ କରିଥିଲେ।୧୯୭୪ […]

ଡ଼. ନବକିଶୋର ମିଶ୍ର ଭଗବାନ ଗଣପତି ହେଉଛନ୍ତି ଶର୍ବାରଗେ ପୂଜିତ । ଗଣପତିଙ୍କ ଅନୁଗ୍ରହରେ ବ୍ୟକ୍ତିର ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହୁଏ | ଭଗବାନ ଗଣେଶଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତିଙ୍କୁ ଜୀବନରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ | ଜ୍ୟୋତିଷ ଶାସ୍ତ୍ରରେ ୧୨ ଟି ରାଶି ଅଛି | ଏହି ୧୨ ଟି ରାଶି ମଧ୍ୟରୁ କିଛି ରାଶି ଉପରେ ଭଗବାନ ଗଣେଶଙ୍କର ବିଶେଷ […]

ତ୍ରିନାଥ ବାରିକ: ଵେଳକୁ ବେଳ କିତ୍ତୀରାଜୀ ର ସୁରକ୍ଷା କୁ ନେଇ ବଡ଼ ପ୍ରଶ୍ନ ଉଠୁଥିବା ବେଳେ । ପୁଣି ଦେଖାଦେଇଛି ଏଭଳି ଘଟଣା ପୁରୀ ଜିଲ୍ଲା ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଚୋରୀ l ଏହି ମନ୍ଦିର ଟି ତୃତୀୟ ନରସିଂହ ଦେବ ଙ୍କ ସମୟରେ ନିର୍ମାଣ ହୋଇଥିଲା l ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବ, ଲକ୍ଷ୍ମୀ, ଙ୍କ ସମେତ ମୋଟ […]

Pin It on Pinterest