ବାସ୍ତବବ୍ୟୁରୋ:ବର୍ତ୍ତମାନର କୌଣସି ପ୍ରମାଣ ନାହିଁ ଯେ କରୋନାଭାଇରସ୍ ର ନୂତନ ରୂପ, ଓମିକ୍ରନ୍, ଅନ୍ୟ ଲକ୍ଷଣ ଅପେକ୍ଷା ଅଧିକ ବିପଜ୍ଜନକ ଅଟେ କିମ୍ବା ଏହା ବିରୁଦ୍ଧରେ ଥିବା ଟିକା କିମ୍ବା ଚିକିତ୍ସା ପ୍ରଭାବହୀନ ଅଟେ | ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ସମ୍ବାଦରେ ଏହା କୁହାଯାଇଛି। ‘ଚ୍ୟାନେଲ ନ୍ୟୁଜ୍ ଏସିଆ’ର ଖବର ଅନୁଯାୟୀ ମନ୍ତ୍ରଣାଳୟ କହିଛି ଯେ ଓମିକ୍ରନ୍‌ରେ ସଂକ୍ରମିତ ଦୁଇଜଣ ବ୍ୟକ୍ତି ସିଙ୍ଗାପୁରରୁ ମାଲେସିଆ ଏବଂ ଅଷ୍ଟ୍ରେଲିଆ ଯାତ୍ରା […]

ବାସ୍ତବବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୦ ବୃଦ୍ଧି ପାଇଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୩ ଜଣ ରହିଛନ୍ତି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୦୬୦ ଜଣ […]

ବବିତା ସାମଲ(ଭଦ୍ରକ):୪/୧୨-ବାତ୍ୟା ‘ଜୱାଦ’ର ପ୍ରଭାବରେ ଗତ ରାତିରୁ ଭଦ୍ରକ ଜିଲ୍ଲାରେ ଝିପି ଝିପି ବର୍ଷା ଲାଗିରହିଛି । ବର୍ଷା ପାଇଁ କେତେକ ଦୋକାନ ବଜାର ବନ୍ଦ ରହିଥିବାବେଳେ,ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସତର୍କତାମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି । ସମୁଦ୍ର ଉପକୂଳବର୍ତ୍ତି କୁହାଯାଉଥିବା ଧାମରା, ଚାନ୍ଦବାଲି […]

ଭୁବନେଶ୍ୱର (ବାସ୍ତବବ୍ୟୁରୋ): ସ୍ଥଳଭାଗ ମୁହାଁ ବାତ୍ୟା ‘ଜୱାଦ’।ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ‘ଜୱାଦ’ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ‘ଜୱାଦ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣପୂର୍ବ ଦିଗର ୨୫୦ କିମି ଦୂରରେ ରହିଛି । ଗୋପାଳପୁରଠାରୁ ଦକ୍ଷିଣରେ ଏହା ୩୬୦ କିଲୋମିଟରରେ ଦୂରରେ ରହିଥିବାବେଳେ,ପୁରୀଠାରୁ ଏହା ୪୩୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ […]

ଭୁବନେଶ୍ୱର (ବାସ୍ତବବ୍ୟୁରୋ): ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଫେରି ଯାଇପାରେ,ଯଦି ଅଧିକ ଦିଗ ବଦଳାଏ, ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ।ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ପ୍ରଦୀପ ଜେନାଙ୍କ ସୂଚନାନୁଯାୟୀ, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ କରିଛନ୍ତିକି, ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଫେରିଯାଇପାରେ। ବାତ୍ୟା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୯୮୬୭ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୮୯୭୧ ଜଣ ସୁସ୍ଥ ହୋଇଛନ୍ତି । ବାତ୍ୟାର ରୂପ ନେଲା ଜଓ୍ୱାଦ୍ । ଏନେଇ […]

 ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୧୫ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୫୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୩୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୮୬୯୫ ଜଣ […]

ବିନିକା(ଶାନ୍ତନୁ ପଣ୍ଡା): ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଓ ଏନ ଏସ ଏସ ତରଫରୁ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଇଛି।ଏହି ଅଵସର ରେ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଡ଼ ଅଂଶୁମାଳିନୀ ପଣ୍ଡା ମେଡିକାଲ ଅଫିସର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂମାନିୟ ଅତିଥି ଭାବରେ ଶ୍ରୀମତୀ ରେଖା ପଧାନ ଅଧ୍ୟକ୍ଷା ସିଦ୍ଧାର୍ଥ ଜୁନିୟର କଲେଜ ବିନିକା। […]

ତ୍ରିନାଥ ବାରିକ(ସାକ୍ଷୀଗୋପାଳ): ଏଡ୍ସ ଦିବସ ଅବସରରେ ପେଣ୍ଠପଡା ପଞ୍ଚାୟତ ଅହମଦପୁର ନିକଟସ୍ଥ ରେଳଫାଟକ ପାଖରେ ଥିବା ଭାରତ ଗ୍ୟାସ ଏଜେନ୍ସି ନିକଟରେ ଦବାଇ ଇଣ୍ଡିଆ ମେଡିସିନ ଷ୍ଟୋର ଆଜି ଉଦଘାଟିତ ହୋଇଯାଇଛି । ଏହା ଓଡ଼ିଶାର ୪୦ ତମ ଦବାଇ ଇଣ୍ଡିଆର ଶାଖା । ଏହି ମେଡିସିନ ଷ୍ଟୋର ଦବାଇ ଇଣ୍ଡିଆର ଓଡିଶା ଶାଖାର ସେଲ୍ସ ମ୍ୟାନେଜର ପିୟ ରଞ୍ଜନ ମହାନ୍ତି , ଲୁବସନ ହେଲର୍ଥ କେୟାରର ଡାଇରେକ୍ଟର ଶେଖ […]

ଭୁବନେଶ୍ଵର(ବାସ୍ତବବ୍ୟୁରୋ): ୧।୧୨:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୯୮ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ, ୧୮ ବର୍ଷରୁ କମ୍‌ ବୟସର ସଂକ୍ରମିତ ଅଛନ୍ତି । ରାଜ୍ୟର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୫ଜଣ, ଭଦ୍ରକ ରୁ ୨ଜଣ, ବଲାଙ୍ଗୀର […]

Pin It on Pinterest