ଆସନ୍ତାକାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତ ବାୟୋଟେକ୍ ଓ କାଉନସିଲ ଫର ମେଡିକାଲ ରିସର୍ଚ (ଆଇସିଏମ୍ଆର)ର ମିଳିତ ସହଯୋଗରେ କୋଭିଡ୍-୧୯ ପାଇଁ ପ୍ରସ୍ତୁତ ହେଉଥିବା କୋଭିକ୍ସିନ୍ ଟିକାର ଖୁବଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ ସମ୍ରେ । ହୀରାକୁଦକୁ ପ୍ରବେଶ କରୁଥିବା ଜଳ ପରିମାଣ କମିଛି । ୩୬ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ । […]
ବାସ୍ତବ ବ୍ୟୁରୋ-ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଚେତାବନୀ ଦେଇଛି ଯେ, ଯଦି ସେମାନେ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମୋଡ୍ ଉପରେ କୌଣସି କାରବାର ଶୁଳ୍କ ଆଦାୟ କରନ୍ତି ତାହାଲେ ସେମାନଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏକ ସର୍କୁଲାର ରେ, ସର୍ବୋଚ୍ଚ ପ୍ରତ୍ୟକ୍ଷ ଟିକସ ନୀତି ନିର୍ବାହକାରୀ ସଂସ୍ଥା କହିଛି ଯେ, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) କାରବାର ଉପରେ କିଛି ବ୍ୟାଙ୍କ ଚାର୍ଜ […]
ମୁଣ୍ଡଳିରେ ପହଞ୍ଚିଲା ମହାନଦୀ ବନ୍ୟାଜଳ, ୯ ଲକ୍ଷ ୮୦ହଜାର କ୍ୟୁସେକ୍ ଜଳ ପ୍ରବାହିତ । ଗାଁକୁ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ଯୋଗୁଁ ଅଟ୍ରିରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ, ପଟ୍ଟାମୁଣ୍ଡାଇରେ ଡଙ୍ଗା ଦାବି କରି ରାସ୍ତାରୋକ । ରାଜ୍ୟ ସରକାରଙ୍କ ଘୋଷଣା, ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ଯିବାଆସିବା ପାଇଁ ଆଜିଠାରୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ବି ସ୍ଥାନରେ […]
କଟକ ଜିଲ୍ଲାର ବଡ଼ମ୍ବା ନିକଟ ମା’ ଭଟ୍ଟାରିକା ମନ୍ଦିରରେ ୮ ଫୁଟ ବନ୍ୟା ଜଳ, ପାହାଡ଼ ଉପରକୁ ସ୍ଥାନାନ୍ତରିତ ହେଲେ ଚଳନ୍ତି ପ୍ରତିମା । ଆସନ୍ତା ନଭେମ୍ବର ମାସକୁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ମୁଖ୍ୟ ଲିଖିତ ପରୀକ୍ଷା । ହୀରାକୁଦ ଡ୍ୟାମରୁ ଖୋଲିଲା ଆଉ ୪ଟି ଗେଟ, ୪୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ଆଜି ରାଜ୍ୟ ସରକାର ଜେଇଇ ମେନ୍ ଓ ଏନ୍ଇଇଟି ପରୀକ୍ଷା […]
ବାସ୍ତବ ବ୍ୟୁରୋ-ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧରେ ପାଣି ଭର୍ତ୍ତି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୨୪ ଟି ଗେଟ ଖୋଲାଯାଇଛି । ଆଗକୁ ଆଉ ୩୬ଟି ଗେଟ ଖୋଲାଯିବ । ଯାହା ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ଏହି ଡ୍ୟାମକୁ ୬ […]
ବାସ୍ତବ ବ୍ୟୁରୋ : UGC ପରୀକ୍ଷା ଗାଇଡଲାଇନ ଏବଂ ଅନ୍ତିମ ବର୍ଷ ବିଶ୍ୱବିଦ୍ୟାଳୟ ପରୀକ୍ଷା ୨୦୨୦ ଉପରେ ସୁପ୍ରିମ କୋର୍ଟ ଚୂଡାନ୍ତ ନିଷ୍ପତ୍ତି ଘୋଷଣା କରିଛନ୍ତି । ପରୀକ୍ଷା ବାତିଲ ପାଇଁ ହୋଇଥିବା ଆବେଦନ ସୁପ୍ରିମ୍ କୋର୍ଟରେ ଖାରଜ ହୋଇଯାଇଛି । UGCର ଜୁଲାଇ ୬ ନିର୍ଦ୍ଦେଶକୁ କାଏମ ରଖିଛନ୍ତି କୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠର ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ […]
ବାସ୍ତବ ବ୍ୟୁରୋ-ଆଜି ରାଜ୍ୟରେ ୩୬୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୬୬୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୪୧ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୪୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ […]
ଶ୍ରୀମନ୍ଦିର ତିନି ଦ୍ବାରରେ ଲାଗିବ ରୁପା ଚାଦର । ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟଙ୍କ ଶୁଣାଣି । ହୀରାକୁଦ ଡ୍ୟାମ୍ରୁ ୨୪ଟି ଗେଟ ଖୋଲିବା ପରେ ଫୁଲୁଛି ମହାନଦୀ । ଆଜିଠୁ ଭୁବନେଶ୍ୱରରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେ, ବିଏମ୍ସିର ୨୫ଟି ୱାର୍ଡରୁ ସଂଗ୍ରହ […]
ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପହଁଞ୍ଚିଲେ ଏନଡିଆରଏଫ ୟୁନିଟ୍ । ପୁରୀ ‘ବ୍ଲୁ ଫ୍ଲାଗ୍ ବିଚ୍’:ଅନ୍ତର୍ଜାତୀୟ ବେଳାଭୂମିର ଅନୁଭବ ନେବେ ପର୍ଯ୍ୟଟକ ହୀରାକୁଦ ଉପର ମୁଣ୍ଡରେ ଅପେକ୍ଷାକୃତ କମ୍ ବର୍ଷା,ହୀରାକୁଦରେ ୧୦ ଗେଟ୍ ଖୋଲା । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ବିପଦ ସଂକେତ ଟପିଲା ଜଳକା ନଦୀ । ଲଗାଣ […]
ବାସ୍ତବ ବ୍ୟୁରୋ-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ । କରୋନାରେ ସବୁଠାରୁ ଛାତ୍ରଛାତ୍ରୀଙ୍କ ପଠପଢ଼ା ଉପରେ ପ୍ରଭାବ ପଡ଼ିଛି । କିନ୍ତୁ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସେହିପରି ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ […]