୧-ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ୧୬୦୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୨୦,୫୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୩୭ ରହିଛି । ୨-ଆଜି ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]

ବାସ୍ତବ ବ୍ୟୁରୋ-ଅନଲକ୍ ୩ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍ । ଆଜି ସାମ୍ବାଦିକ ସମ୍ମିଳନୀରେ, ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ,କରୋନା ଯୋଦ୍ଧା ଯେଭଳି କାମ କରୁଛନ୍ତି ତାହା ପ୍ରଶଂସନୀୟ । ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ । ସେ କହିଛନ୍ତି ଯେ, ପୂର୍ବଭଳି ସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ୍ ପଡିବ । ଏପରିକି ମାସ୍କ ନପିନ୍ଧିଲେ ପ୍ରଥମ ଦୁଇଥରରେ ୧୦୦୦ ଟଙ୍କା ଓ […]

“ଆଉ କେତେଦିନ ରହିବେ ତମ ବାପା ?” ଧିରେ କୁହ ! ବାପା ଶୁଣି ଦେବେ ଯେ ! ସଙ୍ଗୀତାଙ୍କ ହାତ ପାପୁଲି ଅଚାନକ ଅରିଜିତ ଙ୍କ ମୁହଁ ଉପରେ..ସ୍ୱାଭାବିକ !! କଥାଟି ଛୋଟ ହେଲେ ବି କୋଠାରଘାତ କରେ, ବିଚଳିତ ହୁଏ ମନର ପ୍ରତିଟି ତନ୍ତୁ…ଯେତେ ଯାହା ହେଲେ ବାପା ତ ! ସବୁଦିନ ପରି ନିତ୍ୟକର୍ମ ସାରି ଚା ପିଇଲେ ବାପା। ସୋରିଷ ତେଲରେ ପୁରି ଛଣାର […]

୧-ଦୁଇ ଦିନ ଲାଗି ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ୨-ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ: ଆଜିଠୁ ଚାରିମାସ ପାଇଁ ଶୋଇ ରହିବେ ମହାପ୍ରଭୁ । ୩-ଆଜି ଖୋଲିବ ଭୁବନେଶ୍ୱର ର ୟୁନିଟ-୪ ମାର୍କେଟ । ୪-ସୁନ୍ଦରଗଡ ଓ ରାଉରକେଲାରେ ଲକଡାଉନ୍ ସୀମା ବଢିଲା । ୫-ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି । ୬-ହଜିଗଲା ମୈ।ସୁମୀ, ଲଘୁଚାପ ଆଶା ମଉଳିଲା,ଏଥର ଗଜାମରୁଡି […]

ବାସ୍ତବ ବ୍ୟୁରୋ-ଅତ୍ୟାଧୁନିକ ରାଫେଲ ବିମାନ ଭାରତରେ ଆସି ପହଞ୍ଚିବା ଦିନକ ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି ପାକିସ୍ତାନ । ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନରେ ଯୋଗ ଦେଇଥିବାରୁ ପାକିସ୍ତାନ ଭୟଭୀତ ହୋଇପଡିଛି । ଗୁରୁବାର ଦିନ ଅର୍ଥାତ ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ଭାରତ ଏହାର ପ୍ରକୃତ ପ୍ରତିରକ୍ଷା ଆବଶ୍ୟକତା ଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରୁଛି । ଭାରତକୁ ଏଥିରୁ ନିବୃତ୍ତ […]

ବାସ୍ତବ ବ୍ୟୁରୋ-ବୁଧବାର କେନ୍ଦ୍ର କ୍ୟାବିନେଟ୍ ନୂତନ ଜାତୀୟ ଶିକ୍ଷା ନୀତି (NEP) କୁ ଅନୁମୋଦନ କରି HRD ମନ୍ତ୍ରଣାଳୟର ନାମ ଶିକ୍ଷା ମନ୍ତ୍ରଣାଳୟ ଭାବରେ ପୁନଃ ନାମିତ କରାଯାଇଛି । ଏହି ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ, ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ଏକକ ନିୟାମକ ରହିବ ଏବଂ ମିଫିଲ ବନ୍ଦ ହୋଇଯିବ । ବୁଧବାର ମୋଦୀ ସରକାର […]

୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି । ୧୧୨୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୮୯୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଆସନ୍ତାକାଲିଠୁ ବଲାଙ୍ଗୀର ସଟଡାଉନ । ୩-ପୁରୀ:ରଥଭଙ୍ଗା କାମ ଆରମ୍ଭ, ଏଥର ସଂଗ୍ରହାଳୟରେ ରହିବ ତିନି ରଥ । ୪-ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ବୋର୍ଡ କଣ୍ଟ୍ରୋଲ […]

ବାସ୍ତବ ବ୍ୟୁରୋ-ଜୁଲାଇ ୩୧ ତାରିଖରେ ଅନଲକ୍‌-୨ ସରୁଥିବା ବେଳେ ଏହି ପରିପ୍ରେକ୍ଷୀ​‌ରେ କେନ୍ଦ୍ର୍ ସରକାର ବୁଧବାର ଅନଲକ-୩ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସରକାର ଅନଲକ୍ -୩ ପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।୧ ଅଗଷ୍ଟରୁ ଅନଲକ୍ -୩ ପ୍ରଯୁଜ୍ୟ ହେବ । ଏହାର ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ । କଣ୍ଟେନମେଣ୍ଟ୍ ଜୋନ୍‌ରେ ପୂର୍ବବତ୍ କଟକଣା ଜାରି ରହିବ । ଗୃହ ମନ୍ତ୍ରଣାଳୟ କହିଛି ଯେ […]

ବାସ୍ତବ ବ୍ୟୁରୋ- ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରଣାଳୟ (MHRD) ର ନାମ କୁ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର କ୍ୟାବିନେଟ ଆଜି ଏହାର ବୈଠକରେ ନିଷ୍ପତ୍ତି ନେଇଛି । କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ଦିନକ ପରେ ଘୋଷଣା କରାଯିବ । ଆଜି ଅପରାହ୍ନ ୪ ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ସବିଶେଷ ତଥ୍ୟ ଦେବେ […]

୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି । ଏବେ ରାଜ୍ୟରେ ମୋଟ୍ ୧୮୦୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦,୯୨୦। ୨-ରାଜ୍ୟରେ ଆଉ ୫ଜଣଙ୍କ ଜୀବନ ନେଲା କରୋନା । ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚିଛି । […]

Pin It on Pinterest