୧- ଆଜି ରାଜ୍ୟର ୨୦ଟି ଜିଲ୍ଲାରୁ ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ କୁ ବୃଦ୍ଧି । ଏବେ ମୋଟ୍ ୫୯୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୦ ରହିଛି । ୨-ଆଜି ରାଜ୍ୟରେ ଆଉ ୨ ଜଣଙ୍କର କରୋନାରେ ଜୀବନ ଯାଇଛି । କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ୩-ଆସନ୍ତା ଦୁଇ […]
ବାସ୍ତବ ବ୍ୟୁରୋ: ଆଜିଠାରୁ ଆରମ୍ଭ କରି ଆସନ୍ତା ଜୁଲାଇ ୮ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟଡାଉନ ରହିବ ବୋଲି ଘୋଷଣା କରିଛି କଟକ ମହାନଗର ନିଗମ(ସିଏମସି) । ଏହି ସଟଡାଉନ ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ରହିବ ।ଏହି ସମୟରେ ଲୋକେ ସକାଳ ୫ରୁ ସନ୍ଧ୍ୟା ୬ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ । ଜିନିଷ କିଣିବା ସମୟରେ ଲୋକେ ସାମାଜିକ ଦୂରତା ସହ ସତର୍କତା ଅବଲମ୍ବନ କରିବାକୁ କହିଛି […]
ବାସ୍ତବ ବ୍ୟୁରୋ : ଏ ବର୍ଷ ବୋଲବମ୍ ଯାତ୍ରା ଉପରେ ରୋକ ଲଗାଇଲେ ରାଜ୍ୟ ସରକାର । ଆସନ୍ତା ସୋମବାର ଠାରୁ ଶ୍ରାବଣ ଆରମ୍ଭ ହେଉଥିବାରୁ ଜଳଲାଗି ହେଲେ ବିଭିନ୍ନ ମନ୍ଦିରରେ ଜନସମାଗମ ହେବ ଏବଂ ଏହାଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ପୂରା ରାଜ୍ୟରେ ଶୈବପୀଠରେ ଜଳଲାଗି ଓ ବୋଲବମ୍ ପଦଯାତ୍ରା ଉପରେ ନିଷେଧାଦେଶ ଜାରି କରାଗଲା ବୋଲି […]
ବାସ୍ତବ ବ୍ୟୁରୋ- ଭାରତ-ଚୀନ ମଧ୍ୟ ରେ ସୀମା ବିବାଦ ଜାରି ରହିଥିବା ବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ, “ଗୋଟିଏ ଇଞ୍ଚ ଜାଗା ଭାରତ ଦେବ ନାହିଁ” । ଚୀନ କୁ ମାତ୍ ଦେବା ପାଇଁ ଭାରତ ‘ଡିଜିଟାଲ ଷ୍ଟ୍ରାଇକ୍’ ମଧ୍ୟ କରିଛି । ତେବେ, ଭାରତର ଏହି ପଦକ୍ଷେପ କୁ ଆମେରିକା, ଜାପାନ ସମେତ ଅନେକ ଦେଶ ସମର୍ଥନ କରିଛନ୍ତି । ଭାରତ କୁ […]
୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୫୭୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୩ ରହିଛି । ୨–ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ୩-କଟକ ର ମାଳିସାହି ଏବଂ ଭୁବନେଶ୍ୱର ର ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ୍ । ୪-ଆସନ୍ତା ୧୧ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ଭିସୁଟ୍ । […]
ବାସ୍ତବ ବ୍ୟୁରୋ : ଆଜି ସନ୍ଧ୍ୟାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏହି ପଦକ୍ଷପ ନିଆଯାଇଛି । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଏହି ପରୀକ୍ଷା ଦ୍ୱୟ ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ । ସୂଚନା ଅନୁଯାୟୀ, ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍ ଜୁଲାଇ […]
ବାସ୍ତବ ବ୍ୟୁରୋ : ରାଜ୍ୟରେ ଏବେ କିନ୍ନର ପାଇବେ ଭତ୍ତା । ରାଜ୍ୟ ସରକାର ଏମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇ କହିଛନ୍ତି, କଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏବେଠାରୁ କିନ୍ନରମାନେ ମଧୁବାବୁ ପେନସନ ୱେବସାଇଟରେ ଆବେଦନ କରିପାରିବେ । ତେବେ, ମଧୁବାବୁ ପେନସନ ଯୋଜନାରେ ସହାୟତା ପାଉଥିବା ହିତାଧିକାରୀଙ୍କୁ ଆଉ ହଜାରେ ଟଙ୍କା ମିଳିବ […]
୧-ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଇଛନ୍ତି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ୫୫୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୭ ରହିଛି । ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି । ୨-ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି । ୩-ଓଡିଶାରେ ପ୍ରଥମ, ସମ୍ […]
ବାସ୍ତବ ବ୍ୟୁରୋ : ଦୀର୍ଘ ସାତ ବର୍ଷ ଧରି ଓଡ଼ିଶାର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପାର୍ଟ ଟାଇମ୍ ଶିକ୍ଷକ ଭାବରେ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଥିଲେ ଓଡିଶା ସରକାର । କୋଭିଡ୍-୧୯ ମହାମାରୀ ସମୟରେ ସରକାର ବସ୍ତି ବାସିନ୍ଦା ଙ୍କ ଠାରୁ ଆରମ୍ଭ କରି ଉଠା ଦୋକାନୀ ପର୍ଯ୍ୟନ୍ତ ଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରିଛନ୍ତି ହେଲେ ଦୁଃଖର ବିଷୟ ସରକାର […]
ବାସ୍ତବ ବ୍ୟୁରୋ : ସାପ୍ତାହିକ ସଟ୍ଡାଉନ୍ ତାଲିକାରେ ଯୋଡ଼ି ହୋଇଛି ରାଜ୍ୟର ଆହୁରି ୩ଟି ଜିଲ୍ଲା । ଜିଲ୍ଲା ପ୍ରଶାସନର ଘୋଷଣା ଅନୁସାରେ ଜୁଲାଇ ମାସରେ ନୟାଗଡ଼, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସାପ୍ତାହିକ ସଟ୍ଡାଉନ୍ ହେବ । ଏହି ୩ଟି ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସେବା ଓ ସ୍ୱାସ୍ଥ୍ୟ ସେବାକୁ ବାଦ ଦେଲେ ଜୁଲାଇ ମାସ ଶେଷ ଯାଏଁ ବାଣିଜ୍ୟିକ ପ୍ରତିଷ୍ଠାନ, ବ୍ୟକ୍ତିଗତ ଯାନବାହନ ଚଳାଚଳ, ହେଟେଲ, ରେଷ୍ଟୁରାଣ୍ଟ […]