ବାସ୍ତବ ବ୍ୟୁରୋ-ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ପ୍ରବାସୀ ଫେରନ୍ତାଙ୍କ ପାଇଁ ରାଜ୍ୟର ୬୭୯୮ଟି ପଂଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଯେଉଁ ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେମାନେ ନାମ ପଂଜୀକରଣ କରିଛନ୍ତି । ସେହିଭଳି ଯେଉଁମାନେ ଆଗାମୀ […]
ବାସ୍ତବ ବ୍ୟୁରୋ-ଜଗତସିଂହପୁର ଛୁଇଁଲା କରୋନା । ଜଗତସିଂହପୁରର ଜିଲ୍ଲାର ନାଉଗାଁ ଅଞ୍ଚଳରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଜଣ ଗୋଟିଏ ପରିବାରର ଓ ଚତୁର୍ଥ ଆକ୍ରାନ୍ତ ସେହି ଗାଁର ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ୪ଜଣ ଯାକ ପୁରୁଷ ହୋଇଥିବା ବେଳେ ସେମାନେ ସୁରତ ଫେରନ୍ତା । ଏହି ୪ ଜଣ ଯାକ ଗୋଟିଏ ସଙ୍ଗରୋଧ ଗୃହରେ ଥିଲେ । କାହା ନିକଟରେ […]
ବାସ୍ତବ ବ୍ୟୁରୋ- ଆଜି ଭାରତୀୟ ସେନାକୁ ଏକ ବଡ଼ ଧରଣର ସଫଳତା ମିଳିଛି । କାଶ୍ମୀର ଘାଟିରେ ସେନାର ଗୁଳିରେ ପ୍ରାଣ ହରାଇଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ହିଜବୁଲ ମୁଜାହଦ୍ଦିନର କମାଣ୍ଡର ରିଆଜ ନାଇକୋ ଓରଫ ମହମ୍ମଦ ବିନ କାସିମ ଏବଂ ତା ସାଥି ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଛି । ସେନା ପକ୍ଷରୁ ଏହି ଦୁଇ ଆତଙ୍କବାଦୀଙ୍କ ମୃତଦେହ ମଧ୍ୟ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରିବାର ସମ୍ଭାବନା ରହିଛି […]
ବାସ୍ତବ ବ୍ୟୁରୋ- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଙ୍କ ସରକାର ଲକଡାଉନ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ଗୋଷ୍ଠୀ ପାଇଁ ୧,୬୦୦ କୋଟିରୁ ଅଧିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦ୍ୱାରା ଛୋଟ ଓ ମଧ୍ୟମ ଉଦ୍ୟୋଗ, ବୁଣାକାର, ଫୁଲ ଚାଷୀ, ଧୋବି, ବାରିକ, ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ସୁବିଧା ଯୋଗାଇଦେବ । ଏହି ଘୋଷିତ ପଦକ୍ଷେପ ରେ, ଫୁଲ ବିକ୍ରେତାମାନେ ହେକ୍ଟର ପିଛା ୨୫,୦୦୦ […]
ବାସ୍ତବ ବ୍ୟୁରୋ- ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁନ୍ ୨୦ ପରେ ଆରମ୍ଭ ହୋଇ ଜୁଲାଇ ୨୪ ମଧ୍ୟ ରେ ଶେଷ ହେବ ଅଗଷ୍ଟ ୩୧ ସୁଦ୍ଧା ପରୀକ୍ଷାଫଳ ବାହାରିବାର ନିଷ୍ପତି ହୋଇଅଛି । ସେହିପରି ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ ସୁଦ୍ଧା ଶେଷ ହୋଇ ସେପ୍ଟେମ୍ବର […]
୧-ରାଜ୍ୟରେ ଦ୍ଵିତୀୟ covid-19 ରୋଗୀ ଙ୍କ ମୃତ୍ୟୁ। ଏହି ବ୍ୟକ୍ତି ଜଣକ ଭୁବନେଶ୍ୱର ର ମଧୁସୂଦନ ନଗର ର ୭୭ ବୟସ୍କ ବୃଦ୍ଧ। ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ୨-ଆଜି ଓଡିଶା ରେ ନୂଆ ୧ ଜଣ covid-19 ରୋଗୀ ଚିହ୍ନଟ। ଏହି ରୋଗୀ ଜଣକ ଗଂଜାମ ଜିଲ୍ଲାର ବୋଲି କୁହାଯାଇଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୭ ରେ ପହଁଚିଲା। ୩-ଭାରତରେ ଗତ ୨୪ […]
ଖଣ୍ଡପଡା ଗଡ/ଭାପୁର ତା-୦୫/୦୪/୨୦୨୦ରିଖ -ଖଣ୍ଡପଡା ଗଡର ମୂଖ୍ୟ ରାସ୍ତା ଓ ମୂଖ୍ୟ ସେତୁ ଦୁଇଟି କୁସୁମୀ ନଦୀ ଉପରେ ସ୍ଥିତ ।ସେଇ କୁସୁମୀ ବଡ଼ ସେତୁ ଓ ସାନ ସେତୁ ଦୁଇଟି ଯାକ ଆଜି ବିପଦରେ ।କାରଣ ସ୍ୱଳ୍ପ ବର୍ଷା ହେଲେ ମଧ୍ୟ ବର୍ଷା ଜଳ ସେତୁ ଉପରେ ଜମା ହୋଇ ପୋଖରୀ ପାଲଟି ଯାଉଛି, ଯାହାକି ଯାତାୟତ କରୁଥିବା ମହିଳା ମହାବିଦ୍ୟାଳୟ ଛାତ୍ରୀ ଓ ପଠାଣି ସାମନ୍ତ ମହାବିଦ୍ୟାଳୟ […]
ବାସ୍ତବ ବ୍ୟୁରୋ–ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ କରୋନାକୁ ନେଇ ଏଯାଏଁ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ । କାରଣ ସୁରତରୁ ବର୍ତ୍ତମାନ ଦିନକୁ ଏକାଧିକ ଟ୍ରେନ୍ ଆସିବାକୁ ଆରମ୍ଭ କରିଛି । ଆଗକୁ ଟ୍ରେନ ଯୋଗେ ସୁରତରୁ ପ୍ରବାସୀ ଓଡ଼ିଆ ଆସିବେ । ଫେରନ୍ତା ଓଡ଼ିଆ ବିନା ପଞ୍ଜୀକରଣ ବିନା ଆସିପାରିବେ ନାହିଁ । ଆସୁଥିବା ଲୋକେ ସରପଞ୍ଚକୁ […]
ବାସ୍ତବ ବ୍ୟୁରୋ-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କରୋନା ସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ ଭାରତରେ ଦିନକୁ ଦିନ ଅଧିକ ଗୁରୁତର ଆକାର ଧାରଣ କଲାଣି କରୋନା । ଗତ ୨୪ ଘଣ୍ଟାରେ ଭାରତରେ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି । ଚିନ୍ତାର ବିଷୟ ହେଉଛି ଯେ ଗୋଟିଏ […]
ବାସ୍ତବ ବ୍ୟୁରୋ- ଆଜି ଅପରାହ୍ନରେ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହୋଇଥବା ବ୍ୟକ୍ତିମାନେ ବାଲେଶ୍ୱର ଓ କଟକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲ୍ଲାର ୨ ଜଣ ଚିହ୍ନଟ ହୋଇଥିବା ୫୦ ବର୍ଷୀୟ ମହିଳା ଓ ୨୬ ବର୍ଷିଅ ଯୁବକ କୋଲକାତାରୁ ଫେରିଥିଲେ ଏବଂ କଟକ ଜିଲ୍ଲାର ତିଗିରିଆ […]