୧- ଦିଲ୍ଲୀ ସରକାର ଙ୍କର ନୂଆ covid-19 ଟିକସ। ବିଦେଶୀ ମଦ ଇପରେ ୭୦% ଟିକସ। ୫୦୦ ଟଙ୍କା ମଦ ର ଦାମ ୮୫୦ ହେଲା। ୨-ଜାମ୍ମୁ କାଶ୍ମୀର CRPF କ୍ୟାମ୍ପରେ ଆତଙ୍କି ହାମଲା। ୩ ଯବାନ ସହିଦ। ଭାରତୀୟ ସେନା ର ଜବାବି ଆକ୍ରମଣ ରେ ୨ ଆତଙ୍କୀ ନିପାତ। ୩-ଭାରତରେ ଗୋଟିଏ ଦିନରେ ସର୍ବାଧିକ covid-19 ରୋଗୀ ଚିହ୍ନଟ। ୨୪ ଘଣ୍ଟାରେ ୩୫୦୦ରୁ ଅଧିକ ରୋଗୀ ଚିହ୍ନଟ। […]
ବାସ୍ତବ ବ୍ୟୁରୋ-ଏଣିକି ରାଜ୍ୟରେ ସବୁ ଜୋନରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ସବୁ ବନ୍ଦ ରହିିିବ। ଲୋକେ ଘରୁ ନବାହାରିବା ଉପରେ କଟକଣା ଲାଗିଛି । ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଲକଡାଉନ ସ୍ଥିତି ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ତେବେଏହି […]
ବାସ୍ତବ ବ୍ୟୁରୋ-ରଥ ନିର୍ମାଣ ଏକ ନିର୍ମାଣ କାର୍ଯ୍ୟ, ଧାର୍ମିକ ଅନୁଷ୍ଠାନ ନୁହେଁ। ତେଣୁ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସବୁ ଜୋନରେ ନିର୍ମାଣ କାର୍ଯ୍ୟକୁ ଅନୁମତି ରହିଛି। ତେଣୁ ରଥ ନିର୍ମାଣ କରାଯାଇ ପାରିବ । ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକରେ ରଥ ନିର୍ମାଣ ଜାରି ଲାଗି ନିଷ୍ପତ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏହି କାରଣରୁ […]
ବାସ୍ତବ ବ୍ୟୁରୋ-ରାଜ୍ୟରେ ପୁଣି ୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ଯାଜପୁରର ବାସିନ୍ଦା ହେଇଥିବା ବେଳେ ୨ଜଣ ଭଦ୍ରକର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିବା ସହ ଭଦ୍ରକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧ରେ ପହଂଚିଛି […]
ବାସ୍ତବ ବ୍ୟୁରୋ-ଆଜି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଖବର ଦେଇ କହିଛନ୍ତି ଯେ, ପ୍ରବାସୀମାନେ ବାହାରୁ ଫେରିବା ପରେ ୧୪ଦିନ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ । ବିଶୃଙ୍ଖଳା ସୃଷ୍ଟି କରିଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳେ ଏ ବାବଦରେ ଓଡ଼ିଆ ଫେରନ୍ତାଙ୍କୁ ଅପିଲ କରିଛନ୍ତି, କେତେବେଳେ ଟିକଟକ ଭିଡିଓ ପୁଣି କେତେବେଳେ ଦିଆଯାଉଥିବା ଖାଦ୍ୟକୁ ଫୋଫାଡ଼ିବା […]
୧-ଆଜି ଓଡିଶା ରେ ନୂଆ ୧ ଜଣ covid-19 ରୋଗୀ ଚିହ୍ନଟ। ଏହି ୧ ଜଣ ରୋଗୀ ସୁନ୍ଦରଗଡ ଜିଲ୍ଲା ର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୩ ରେ ପହଁଚିଲା। ୨-ମେ’ ୧୭ ଯାଏଁ ସବୁ ପରୀକ୍ଷା ସ୍ଥଗିତ। ଆଜିଠୁ ହ୍ବାଟସପରେ ପାଠପଢ଼ା ଆରମ୍ଭ, ଉପକୃତ ହେବେ ୨୦ ରୁ ୨୫ଲକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ। ୩-ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ ନୋଡାଲ ଅଧିକାରୀ […]
ବାସ୍ତବ ବ୍ୟୁରୋ-ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ନେଇ ରାଜ୍ୟ ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରି, କେଉଁ ଜୋନରେ କଣ କୋହଳ ଓ କଣ କଟକଣା କଲେ ରାଜ୍ୟ ସରକାର ଆସନ୍ତୁ ଜାଣିବା । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିମାନ, ଟ୍ରେନ ଓ ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ, ସିନେମା ହଲ, ସପିଂ ମଲ୍, ଜିମ୍, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବନ୍ଦ […]
ବାସ୍ତବ ବ୍ୟୁରୋ-ଲଘୁଚାପର ଘନୀଭୂତ ପ୍ରକ୍ରିୟା ବିଳମ୍ବିତ ହେଉଛି । ତେବେ ଆସନ୍ତା ୭ ତାରିଖ ମଧ୍ୟରେ ଏହି ଲଘୁଚାପ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଘନୀଭୂତ ହୋଇ ୱେଲମାର୍କଡଲୋ ପ୍ରେସରରେ ପରିଣତ ହେବାର ସମ୍ଭାବନା ରହିଛି । ଏପରିକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହି ଲଘୁଚାପ ଆସନ୍ତା ୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତି […]
ବାସ୍ତବ ବ୍ୟୁରୋ- ଶ୍ରମିକମାନେ ଓଡ଼ିଶା ନ ଫେରି ଏଠାରେ କାମ କରନ୍ତୁ ବୋଲି ବେଙ୍ଗାଲୁରୁ ପୁଲିସ କମିସନର ଭାସ୍କର ରାଓ ପରାମର୍ଶ ଦେଇଛନ୍ତି । ପୁଲିସ କମିସନର ଶ୍ରୀ ରାଓ କହିଛନ୍ତି, ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ବହୁତ ରହିଛି । ଓଡ଼ିଶା ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଆଲୋଚନା କରିଛନ୍ତି । କରୋନା ଭୟରେ ନ ଡରି ତାର ମୁକାବିଲା କରିବା ପାଇଁ କର୍ଣ୍ଣାଟକରେ ଥିବା ଓଡ଼ିଆମାନେ […]
ବାସ୍ତବ ବ୍ୟୁରୋ- ଆଜି ଏକ ଜରୁରୀ ବାର୍ତ୍ତାରେ ଗଣମାଧ୍ୟମ ଜରିଆରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟବାସୀଙ୍କୁ ଚେତାଇ ଦେଇଛନ୍ତି ଯେ ବାହାରୁ ଓଡ଼ିଶାକୁ ଆସୁଥିବା ଭାଇଭଉଣୀମାନଙ୍କୁ ଆମେ ସ୍ବାଗତ କରୁଛୁ ଏବଂ ସେମାନଙ୍କ ଲାଗି ସୁବ୍ୟବସ୍ଥା କରାଯାଇଛି । ମାତ୍ର ମୁଷ୍ଟିମେୟ ଲୋକ କ୍ବାରେଣ୍ଟାଇନ୍ ନିୟମ ମାନୁନାହାନ୍ତି । ଓଡ଼ିଶାର ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଉଛି, ମାତ୍ର କିଛି ଲୋକଙ୍କ ବେଆଇନ କାର୍ଯ୍ୟକଳାପ […]