୧-ରାଜ୍ୟରେ ଆଉ ଏକ କୋରୋନା ସଂକ୍ରମଣ ଚିହ୍ନଟ ,ପଜିଟିଭ୍ ବ୍ୟକ୍ତି ଜଣକ ବାଲେଶ୍ଵରର ,ବାଲେଶ୍ୱର କୋରୋନା ସଂକ୍ରମଣ ସଂଖ୍ୟା: ଏବେ ୨୦ ରେ ପହଞ୍ଚିଲା । ୨-ଯାଜପୁର ପାଲଟିଲା ଦ୍ଵିତୀୟ କରୋନା ପ୍ରବଣ ଜିଲ୍ଲା ,ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ । ୩- ଦେଶରେ ଗୋଟିଏ ଦିନରେ ୧୭୧୮ ସଂକ୍ରମିତ ଚିହ୍ନଟ,୭୨ ମୃତ। ୪-UGC ଗାଇଡଲାଇନ ତର୍ଜମା ହେବ, ଜୁନ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ପାଇଁ […]
ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ଦେଶରେ କରୋନା ସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୭୧୮ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ମୋଟ ସଂକ୍ରମିତ ସଂଖ୍ୟା ୩୩୦୫୦ ରେ ପହଞ୍ଚିଛି । ତେବେ ଦେଶର ଆରୋଗ୍ୟ ହାର ନିୟମିତ ଭାବେ ବଢିଚାଲିଛି । ଗତ ୨୪ ଘଣ୍ଟାରେ ୬୩୦ ଜଣ ସୁସ୍ଥ ହୋଇଛନ୍ତି […]
ବାସ୍ତବ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନୂନ୍ୟ ୧୦ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆପଥର ବର୍ଷା ହେବାର ସମ୍ଭବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଏହାସହ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଆଜି ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ […]
ବାସ୍ତବ ବ୍ୟୁରୋ-କୋଭିଡ୍-୧୯ର ମୁକାବିଲା ପାଇଁ ଭାରତକୁ ସାହାଯ୍ୟ କରିବା ନିମନ୍ତେ ‘ପାର୍ଟନର୍ସିପ୍ସ୍ ଫର୍ ଆଫୋର୍ଡାବ୍ଲ୍ ହେଲ୍ଥ୍କେୟାର୍ ଆକ୍ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି । ଏ ପର୍ଯ୍ୟନ୍ତ ‘ୟୁଏସ୍ ଏଜେନ୍ସି ଫର୍ ଇଣ୍ଟର୍ନ୍ୟାସ୍ନାଲ୍ ଡେଭେଲପ୍ମେଣ୍ଟ୍’ (ୟୁଏସ୍ଏଡ୍) ୫. ୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ ମିଲିୟନ୍ ଡଲାର୍ ପ୍ରଦାନ କରିବ […]
ବାସ୍ତବ ବ୍ୟୁରୋ- ଯାଜପୁର ଏବେ ନୂଆ ହଟସ୍ପଟ୍ ପାଲଟିଛି । ଗୋଟିଏ ଦିନରେ ଯାଜପୁରରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ଆଜି ପୁଣି ଯାଜପୁର ଜିଲ୍ଲାରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ ଛୁଇଁଲା । ଏଥିସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ଆଜି ସକାଳେ ଯାଜପୁର ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ […]
୧-ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ ରେ ପଂହଚିଲା, ଯାଜପୁରରେ ଚିହ୍ନଟ ହେଲେ ନୂଆ ୩ ଆକ୍ରାନ୍ତ, ୨ ମହିଳା ଓ ଜଣେ ପୁରୁଷ। ୨-ପରଲୋକରେ ବଲିଉଡର ଭେଟେରାନ୍ଅ ଭିନେତା ଋଷି କପୁର। ୩-ଲକ୍ ଡାଉନ ଉଠିବାର ୭ ଦିନ ଭିତରେ କରାଯିବ ଯୁକ୍ତ ଦୁଇ ପରୀକ୍ଷା, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ୪-ସରକାରଙ୍କ ବଡ଼ ନିଷ୍ପତ୍ତି: ଗାଁ ଲୋକେ କରିପାରିବେନି ବ୍ୟାରିକେଡ୍, କେବଳ କଣ୍ଟେନମେଣ୍ଟ […]
ବାସ୍ତବ ବ୍ୟୁରୋ-ପରଲୋକରେ ବଲିଉଡ୍ ର ଭେଟେରାନ୍ ଅଭିନେତା ଋଷି କପୁର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ୩ ଅକ୍ଟୋବର ୨୦୧୮ରେ ଋଷିଙ୍କୁ କ୍ୟାନ୍ସର ହୋଇଥିବା ଖବର ଆସିଥିଲା । ଏହା ପରେ ସେ ଏକ ବର୍ଷ କାଳ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ସେ ୨୦୧୯ ସେପ୍ଟେମ୍ବର ମାସରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । […]
ବାସ୍ତବ ବ୍ୟୁରୋ-ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଅପଡ଼େଟ ଦେଇ କହିଛନ୍ତି ଯେ କରୋନା ସଂକ୍ରମିତ ପରିସରକୁ ଛୁଇଁବା ପରେ ସଂକ୍ରମଣ ହୁଏ । ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କରୁ ମଧ୍ୟ ସଂକ୍ରମଣ ହୋଇପାରେ । କରୋନା ପାଇଁ ଆମେରିକା ସ୍ଥିତି ସବୁଠୁ ଖରାପ ରହିଛି । କିନ୍ତୁ ଭାରତରେ ଏଯାଏଁ କରୋନା ବିସ୍ଫୋରଣ ପର୍ଯ୍ୟାୟକୁ ଆସିନି ବୋଲି ବାଗଚୀ କହିଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ […]
ବାସ୍ତବ ବ୍ୟୁରୋ- କରୋନା ବା କୋଭିଡ୍-୧୯ର ମୁକାବିଲା ପାଇଁ ଆଜି ପୁଣିଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ […]
ବାସ୍ତବ ବ୍ୟୁରୋ- ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଦେଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହେବାର […]