ବାସ୍ତବ ବ୍ୟୁରୋ : ପରସ୍ପରର ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାନ୍ । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ୨୦୧୮ରୁ ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ମଙ୍ଗଳବାର ଦିନ ମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କର ପେଟରେ ଅନ୍ତଃନଳୀ ସଂକ୍ରମଣ ହୋଇ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ଗତକାଲି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା […]

ବାସ୍ତବ ବ୍ୟୁରୋ : ରାଜ୍ୟରେ ବଢିବାରେ ଲାଗିଲାନି କୋରୋନା। ୩୦ଟି ଜିଲ୍ଲାରୁ ୧୪ଟି ଜିଲ୍ଲାରେ ଏବେ କୋରୋନା ସଂକ୍ରମଣ ଦେଖାଦେଇଛି। ଆଜି ଅପରାହ୍ନରେ ତିନି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ତିନି ନୂଆ ଆକ୍ରାନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରର ବୋଲି ଜଣା ପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ଯୁବତୀ ରହିଛନ୍ତି । କେନ୍ଦୁଝରର ପଞ୍ଚପାଲିରୁ […]

୧-ନୂଆ ଦିଲ୍ଲୀ:ପୂର୍ବତନ ଆନ୍ଧ୍ରବ୍ୟାଙ୍କ ମୁଖ୍ୟ ସୁରେଶ ପଟେଲ୍‌ଙ୍କୁ ନୂଆ ଭିଜିଲାନ୍ସ କମିଶନର ପଦରେ ନିଯୁକ୍ତି। ୨-ଏଥର ହେବନି ଖରାଛୁଟି, ହାଇକୋର୍ଟ ସମେତ ଜିଲ୍ଲା ଓ ଅନ୍ୟ କୋର୍ଟରେ ମଧ୍ୟ ହେବନି ଗ୍ରୀଷ୍ମକାଳୀନ ଅବକାଶ। ୩-ଭୁବନେଶ୍ୱରର: ୭୦ ପ୍ରତିଶତ ଦୋକାନ ଖୋଲିବା କଟକଣା କୋହଳ ହେଲା, ହେଲେ ଅନେକ ବ୍ୟବସାୟୀ ଦ୍ୱନ୍ଦ୍ୱରେ। ୪-ନୂତନ ଶିକ୍ଷାବର୍ଷ ନେଇ ୟୁଜିସି ପ୍ରକ୍ରିୟା ଆରମ୍ଭ: ଅଗଷ୍ଠ ୧ରୁ ଆସନ୍ତା ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ […]

 ବାସ୍ତବ ବ୍ୟୁରୋ-ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଙ୍ଗ୍ ଜରିଆରେ ବିଭିନ୍ନ ଜିଲ୍ଲାପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ସେ ଓଡ଼ିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାସହ ଫେରନ୍ତା ଶ୍ରମିକମାନେ ଯେପରି ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନହୁଅନ୍ତୁ ସେନେଇ ଦୃଷ୍ଟି ଦେବାକୁ […]

ବାସ୍ତବ ବ୍ୟୁରୋ– ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଖବର ଦେଇ କହିଛନ୍ତି ଯେ ଦେଶରେ ଏବେ ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହାସହ ୬ହଜାର ୮୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୧ହଜାର ୬୩୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଦେଶରେ ଏବେ କରୋନା ଆକ୍ରାନ୍ତ ସୁସ୍ଥ ହେବା […]

ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ତରଫରୁ ଦେଶରେ କରୋନା ସମ୍ପର୍କିତ ଅପଡ଼େଟ୍ ଦିଆଯାଇଛି । ସେ କହିଛନ୍ତି ଯେ ୧୭ଟି ଜିଲ୍ଳାରେ ୨୮ଦିନ ହେଲା କୌଣସି ପଜିଟିଭ୍ କେସ୍ ସାମ୍ନାକୁ ଆସିନାହିଁ । ଦେଶରେ ଏବେ ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହାସହ ୬ହଜାର […]

ବାସ୍ତବ ବ୍ୟୁରୋ- କରୋନା ସଂକ୍ରମଣ କୁ ରୋକିବା ପାଇଁ ଲକ୍ ଡାଉନ୍ ରେ ସାରା ଦେଶ । ଏହି ସମୟରେ ବହୁ କୁଶଳୀ ତଥା ଅଣ-କୁଶଳୀ ଶ୍ରମିକ କାମଧନ୍ଦା ଲାଗି ବାହାର ରାଜ୍ୟକୁ ଯାଇଥିବା ବେଳେ ଅଟକି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଗୁଜରାଟରେ ଅଟକି ରହିଛନ୍ତି । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ଟି ଅନ୍ ଲାଇନ୍ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି । ବରିଷ୍ଠ […]

ବାସ୍ତବ ବ୍ୟୁରୋ- ରାଜ୍ୟ ବାହାରେ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସତର୍କତାକୁ ନେଇ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପୂର୍ବରୁ କ୍ୱାରେଣ୍ଟିନରେ ରହିବା ସହ ତାଙ୍କ ନମୁନା ମଧ୍ୟ ପରୀକ୍ଷା କରାଯିବ । ସେଥିପାଇଁ ଯେତିକି ଖର୍ଚ୍ଚ ହେବ ସବୁ ସରକାର ବହନ କରିବେ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି […]

୧-ଆଜି ଓଡିଶା ରେ ନୂଆ ୭ ଜଣ covid-19 ରୋଗୀ ଚିହ୍ନଟ। ସେମାନଙ୍କ ମଧ୍ୟରୁ ୪ ଜଣ ରୋଗୀ ସୁନ୍ଦରଗଡ ଜିଲ୍ଲା ଓ 3 ଜଣ ଭଦ୍ରକ ଜିଲ୍ଲା ର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୧୮ ରେ ପହଁଚିଲା। ୨-ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: ହଟସ୍ପଟରେ ଜାରି ରହିବ ଲକ୍ ଡାଉନ୍। ୩-ତିନି ଜାହାଜରେ ଉପସାଗରୀୟ ଅଞ୍ଚଳରୁ ଫେରିବେ ଭାରତୀୟ,ଉପସାଗରୀୟ ଦେଶରେ ରହୁଛନ୍ତି […]

ବାସ୍ତବ ବ୍ୟୁରୋ-ରାଜ୍ୟରେ ଗୋଟିଏ ଦିନରେ ୮ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ସକାଳେ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୫ ଆକ୍ରାନ୍ତ ବାଲେଶ୍ୱରର ହୋଇଥିବା ସୂଚନା ମିଳିଥିଲା । ଏହି ୫ ଜଣଯାକ ବାଲେଶ୍ୱରର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଂଚଳର । ଏମାନଙ୍କ ମଧ୍ୟରେ ଜଣେ ଯୁବକ ଥବା ବେଳେ ୨ଜଣ ଯୁବତୀ ଓ ୨ ଜଣ ମହିଳା । ଯୁବକଙ୍କ ବୟସ ୨୭ ହୋଇଥିବା […]

Pin It on Pinterest