ବାସ୍ତବ ବ୍ୟୁରୋ-ପ୍ରତିଦିନ ଭଳି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ଦେଶରେ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରେ ରାପିଡ ଆଣ୍ଟିବଡି ଟେଷ୍ଟ କିଟ ବା ଆରଟି-ପିସିଆର ଯଥେଷ୍ଟ ପରିମାଣରେ ରହିଛି । ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୧୩୯୬ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ ସଂକ୍ରମଣ ସଂଖ୍ୟା ୨୭୮୯୨ରେ ପହଞ୍ଚିଛି […]

ବାସ୍ତବ ବ୍ୟୁରୋ-ଆଜି ସକାଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବୈଠକରେ ଦେଶରେ ଲକଡାଉନ ଅବଧି ବୃଦ୍ଧି କରିବା ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତାମତ ନେଇଥିଲେ ମୋଦି । ଏଥିସହ ବୈଠକ ଶେଷ ପରେ ମୋଦି କହିଛନ୍ତି ଯେ, ରାଜ୍ୟ ସରକାର ଏହାର ନୀତି ପ୍ରସ୍ତୁତ କରିବା ଉଚିତ ଏବଂ ପରିସ୍ଥିତିକୁ ନଜରରେ […]

ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶରେ କୋଭିଡ୍-୧୯ ଓ ଲକ୍‌ଡାଉନ୍ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି । ବୈଠକରେ ଓଡିଶା ସମେତ ମେଘାଳୟ, ମିଜୋରାମ୍, ପୁଦ୍ଦୁଚେରୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁୃଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଛନ୍ତି । ବାକି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲିଖିତ ଭାବେ ସେମାନଙ୍କର ମତାମତ ପଠାଇବାକୁ କୁହାଯାଇଛି। ଆଜିର ବୈଠକରେ […]

୧-ଭାରତର ପ୍ରମୁଖ ଔଷଧ କମ୍ପାନୀ ସିରମ Institute of India ତିନି ସପ୍ତାହ ମଧ୍ୟରେ କୋଭିଡ ଔଷଧ ପରୀକ୍ଷା କରିବ। ୨-ବଦଳିଲା ପରମ୍ପରା, ବଦଳିଲା ଇତିହାସ : ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ। ୩-ମହାରାଷ୍ଟ୍ର ଓ ଗୁଜୁରାଟରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ୨ ରାଜ୍ୟର CMଙ୍କ ସହ କଥା ହେଲେ ନବୀନ। ୪-ଲକଡାଉନ୍ ପରିସ୍ଥିତି ସମ୍ପର୍କରେ ଆଜି ନବୀନ ଓ ୮ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ […]

ବାସ୍ତବ ବ୍ୟୁରୋ- ଜନପ୍ରିୟ ନାଟ୍ୟକାର ବିଜୟ ମିଶ୍ରଙ୍କ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ସେ ରାଜଧାନୀର ଏକ ଘରୋଇ ନର୍ସିଂହୋମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେହାନ୍ତ ପରେ ନାଟ୍ୟ ତଥା ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ୧୯୩୬ ମସିହା ଜୁଲାଇ ମାସ ୧୬ରେ ସେ ବାଲେଶ୍ୱର ଜିଲ୍ଲା ନୀଳଗିରିର ସନ୍ତରାଗଡ଼ିଆରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୦ରେ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ‘ଜନନୀ’ […]

ବାସ୍ତବ ବ୍ୟୁରୋ- ଆଜି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଦେଶର ସମସ୍ତ ଲୋକଙ୍କୁ ଘରେ ରହି ଯୁଦ୍ଧରେ ଜିତିବାକୁ ପଡିବ । ଏଥିସହ ସେ କହିଛନ୍ତି ଯେ ଘରେ ରୁହ ଏବଂ ଲକଡାଉନ୍ ସମୟରେ ସାମାଜିକ ଦୂରତାକୁ ଅନୁସରଣ କର। ସମଗ୍ର ବିଶ୍ୱ କରୋନା ସହିତ ସଂଘର୍ଷ କରୁଛି । ଯୁଦ୍ଧ କରୋନା ସହ ଆମେ ଘରେ ରହି ଜିତିବା । ସେ ଆରଏସଏସ ସ୍ୱୟଂ ସେବକ ମାନଙ୍କୁ […]

ବାସ୍ତବ ବ୍ୟୁରୋ-ଯାଜପୁର ରେ ୫ ନୂଆ କଣ୍ଟେନମେଣ୍ଟ ଜୋନ । ପୁଣି ୫୪ ଘଣ୍ଟା ପାଇଁ ସଟ୍ ଡାଉନ୍ ହେଲା ଯାଜପୁର । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଆଜି ସନ୍ଧ୍ୟାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଶତାଧିକ ପଶ୍ଚିମବଙ୍ଗ ଫେରନ୍ତା ଥିବାରୁ ଏପ୍ରିଲ ୨୭ ଦିନ ୧୨ଟା ଠାରୁ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬ଟା ଯାଏଁ ସଟ୍‌ଡାଉନ ଘୋଷଣା କରାଯାଇଛି । ଯାଜପୁରର […]

ବାସ୍ତବ ବ୍ୟୁରୋ-ମହାରାଷ୍ଟ୍ର ଓ ଗୁଜରାଟ ରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ପ୍ରଥମେ ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ସହ ନବୀନ ଆଲୋଚନା କରିଥିଲେ । ସମସ୍ତଙ୍କୁ ବସ୍ […]

ବାସ୍ତବ ବ୍ୟୁରୋ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ର ୬୪ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ‘ଭାରତରେ କରୋନା ବିରୋଧରେ ଦେଶବାସୀ ଲଢୁଛନ୍ତି । ଭାଇରସ ବିରୋଧରେ ଜନତାଙ୍କ ସହ ମିଶି ପ୍ରଶାସନ ମଧ୍ୟ ଏହି ଯୁଦ୍ଧରେ ଲଢୁଛି । ଆଜି ସମସ୍ତ ଦେଶବାସୀ ଗୋଟିଏ ଲକ୍ଷ୍ୟ ନେଇ ଆଗେଇ ଚାଲିଛି । ଦେଶର ପ୍ରତ୍ୟେକ ନାଗରିକ ଏହି ଲଢେଇରେ ଜଣେ ଜଣେ ସିପାହୀ’ […]

୧-ସେଲୁନ କିମ୍ୱା ମଦ ଦୋକାନ ଖୋଲିବା ପାଇଁ କୌଣସି ବି ଆଦେଶ ଦିଆ ଯାଇନାହିଁ – କେନ୍ଦ୍ର ଗୃହମନ୍ତ୍ରାଳୟ। ୨-ଫିକା ପଡ଼ିବ ଅଖିମୁଠି ଅନୁକୂଳ ; ପାଳନ ହେବ ନାହିଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ୩-ଖୁବଶୀଘ୍ର ହେବ ମାଟ୍ରିକ ଖାତାଦେଖା । ତାଲାବନ୍ଦ ସରିବାର ୭ ଦିନ ଭିତରେ ଖାତାଦେଖା ଆରମ୍ଭ ହେବ । ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ୪-କାଳବୈଶାଖୀ […]

Pin It on Pinterest