ବାସ୍ତବ ବ୍ୟୁରୋ-ରାଜ୍ୟର ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତର ଠାରୁ ଆରମ୍ଭ କରି ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରର ବହୁ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ପ୍ରବଳ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ । ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦୁଝର ଓ […]
ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ଅପଡ଼େଟ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୪୯ହଜାର ୮୧୦ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ମିଳିଛି । ଦେଶର ୨୦୧ଟି ଲ୍ୟାବରେ ଟେଷ୍ଟିଂ ଚାଲିଛି । ଭାରତରେ ବତ୍ତର୍ମାନ ସୁଦ୍ଧା ୫୯୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ୧୮୬୦୧ଜଣ କରୋନା ସଂକ୍ରମିତ ହୋଇଥିବା […]
ବାସ୍ତବ ବ୍ୟୁରୋ-ଏହି ୨ଦିନ ଭିତରେ ୧୮ଜଣ କରୋନା ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବାଢ଼ିଦେଇଥିଲା ମାତ୍ର ଆଜି ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଅସ୍ବସ୍ତିକର ଖବର ସାମ୍ନା କୁ ଆସିଛି । ରାଜ୍ୟର ଆଉ ୫ ଜଣ କରୋନା ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି । ପୂର୍ବରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ […]
ବାସ୍ତବ ବ୍ୟୁରୋ-ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କର ବଡ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ ବାର୍ତ୍ତାରେ କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର ବା ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିବ, ତେବେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି । ଉଭୟ ଘରୋଇ ଓ ସରକାରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଏହି ଟଙ୍କା। ତା’ସହିତ […]
୧-ପ୍ରତି ଓଡ଼ିଆଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ, ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ପଞ୍ଜିକରଣ କରି ସହଯୋଗ କରନ୍ତୁ : ନବୀନ ୨-ସୁବ୍ରତ ବାଗଚୀଙ୍କ ପ୍ରେସ୍ ମିଟ୍ : ଏବେ ରାଜ୍ୟ ସରକାରଙ୍କ ଟାର୍ଗେଟ୍ରେ ପଶ୍ଚିମବଙ୍ଗ ଫେରନ୍ତା, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ତାଗିଦ କରାଯାଇଛି। ୩-ବାଟହୁଡି ବଡ଼ଚଣା ଥାନା ବଡ଼ବାବୁ ସସ୍ପେଣ୍ଡ: ଚୋରା ଗାଡିରେ ନାଲିବତୀ ଲଗାଇ ଯାଇଥିଲେ ପୁରୀ, ସେବାୟତ ବି ଫସିଲେ। ୪-ଆଜିଠାରୁ କଟକଣା ସହ […]
ବାସ୍ତବ ବ୍ୟୁରୋ-ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକଙ୍କ ସୂଚନା ଅନୁଯାୟୀ ରାଜ୍ୟ ରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ । ଏମାନେ ସମସ୍ତେ ବାଲେଶ୍ବରର ବୋଲି ଜଣା ପଡିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି। ତେବେ ଏବେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୫୩ ଥିବା […]
ବାସ୍ତବ ବ୍ୟୁରୋ-ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ପଜିଟିଭ୍ । ଆଜି ସକାଳେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଯାହାଙ୍କ ଭିତୁରୁ ଭଦ୍ରକର ୫ ଓ ବାଲେଶ୍ୱରର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ୱରର ୨ ବର୍ଷର କୁନି ଝିଅ ଦେହରେ କରୋନା ପିଜିଟିଭ ଥିଲା । ଆକ୍ରାନ୍ତ ଶିଶୁ ଜଣଙ୍କ ନୀଳଗିରି ସବଡିଭିଜନର ଧରମପୁର ପଂଚାୟତର ବାଂଶପାଳ ବୋଲି ଉପଜିଲ୍ଲାପାଳ […]
୧-କମିବ ନାହିଁ ପେନସନ; କେନ୍ଦ୍ର ସରକାର ଦେଲେ ଆଶ୍ବାସନା। ୨-ନୂଆ ଦିଲ୍ଲୀ:ଚୀନ୍ର ପୁଞ୍ଜିନିବେଶ ଉପରେ କେନ୍ଦ୍ର କଠୋର। ୩-ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ନାହିଁ, ଆଇଡି କାର୍ଡ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଚିଠି ଥିଲେ ଅଟକାଇବନି ପୋଲିସ। ୪-ଭୁବନେଶ୍ୱର: ୭ପରିବାରର ଘର ଭଡ଼ା ଛାଡ଼ କରିଦେଲେ ବରମୁଣ୍ଡା ଅଂଚଳର ସୌଦାମିନୀ ସାମନ୍ତରାୟ। ୫-ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପରେ ଏବେ ଚୀନ ଉପରେ ଚାପ ପକାଇଲା […]
ବାସ୍ତବ ବ୍ୟୁରୋ-ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିଚାଲିଛି ଏଥିରେ ବିଶ୍ବବ୍ୟାପୀ ୨୩ ଲକ୍ଷ ୫୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୧ ଲକ୍ଷ ୬୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବର୍ତି ପାରିନି । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୫ ହଜାରରେ ପହଞ୍ଚିଥିବା ବେଳେ ପ୍ରାୟ ୪୦ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। […]
ବାସ୍ତବ ବ୍ୟୁରୋ-ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ୭ କରୋନା ରୋଗୀ ଚିହ୍ନଟ । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ପ୍ରକାଶ ତଥ୍ୟ ଏହା ସ୍ପଷ୍ଟ କରିଛି । ୪୩ ଜଣ ଚିକିତ୍ସିତ ଥିଲାବେଳେ ୨୪ ଜଣ ସୁସ୍ଥ । କାଲି ଗୋଟିଏ ଦିନରେ ୯୫୧ଟି ନମୁନା ପରୀକ୍ଷା । […]