୧-ଜିଓ ୟୁଜର୍ସଙ୍କ ପାଇଁ ବଡ ଅଫର, ମେ’ ୩ ପର୍ଯ୍ୟନ୍ତ ବଢିଲା ପ୍ରିପେଡ୍ ପ୍ଲାନ୍‌ର ବୈଧତା। ୨-ଭୁବନେଶ୍ୱର:ଦୂରଦର୍ଶନ ମାଧ୍ୟମରେ ପଢିବେ ପିଲା, ପ୍ରସାରିତ ହେବ ଦଶମ ଶ୍ରେଣୀ ପାଠ। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହେବ କ୍ଲାସ୍। ୩-ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ରଚିଲା ତାଣ୍ଡବ, ଛପର ଉଡ଼ାଇନେଲା, ଗଛ ଜାଳି ଦେଲା। ୪-ନୁଆ ଲକଡାଉନ୍ ନିର୍ଦ୍ଦେଶନାମା: ଗାଁ ରେ ବେଶୀ କୋହଳ,୨୦ରୁ ଲାଗୁ। ଖୋଲିବ ମୋବାଇଲ ଓ […]

ବାସ୍ତବ ବ୍ୟୁରୋ-ରାଜ୍ୟର ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖି ନିର୍ମାଣ କାର୍ଯ୍ୟ ପାଇଁ ଗାଇଡଲାଇନ୍ ଜଣାଇଲେଏସଆରସି ।ନିର୍ମାଣ କାର୍ଯ୍ୟ ପାଇଁ ଗାଇଡଲାଇନ୍ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର । କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତର ରକ୍ଷା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ । ଗାଡି କ୍ଷମତାଠାରୁ ୩୦ରୁ ୪୦ ପ୍ରତିଶତ କ୍ଷମତାର ପରିବହନ ଅନୁମତି ଦେଇଛନ୍ତି । କାର୍ଯ୍ୟସ୍ଥଳରେ ବାଲଟି, ମଗ୍, ସାବୁନ୍, ଓ ଟାୱେଲ […]

ବାସ୍ତବ ବ୍ୟୁରୋ-ଦେଶରେ ଏପ୍ରିଲ୍ ୨୦ରୁ କାର୍ଯ୍ୟକ୍ଷମ ହେବାକୁ ଥିବା ସେବାଗୁଡିକର ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟରରେ ଏହି ତାଲିକା ପ୍ରକାଶ କରିବାବେଳେ ସ୍ପଷ୍ଟ କରିଛନ୍ତି ଯେ, କଣ୍ଟେଣ୍ଟମେଣ୍ଟ ଜୋନରେ ଏହା ଲାଗୁ ହେବ ନାହିଁ । ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ିଥିବାବେଳେ ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପର ପୁନରୁତ୍ଥାନ ପାଇଁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶନାମା ଜାରି […]

ବାସ୍ତବ ବ୍ୟୁରୋ-କରୋନାଭାଇରସ୍ ପାଇଁ ସ୍କୁଲ, କଲେଜଏ ବେ ବନ୍ଦ ଥିବାବେଳେ, ପିଲାମାନଙ୍କ ପରୀକ୍ଷା ବି ବାତିଲ ହେଇଯାଇଛି । ତେବେ ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ । ଉଚ୍ଚଶିକ୍ଷା ବିଭାଗ ସମୀକ୍ଷା ବୈଠକ ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୭ ପରେ ସ୍କୁଲ, କଲେଜ ଖୋଲିବାର ସମ୍ଭାବନା ରହିଛି । ତେଣୁ ଏହାପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ ବୋଲି ସୂଚନା ମିଳିଛି […]

ବାସ୍ତବ ବ୍ୟୁରୋ-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟର୧୧୪ଟି ସହରାଞ୍ଚଳର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବାକୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଛି । ଏହା ଦ୍ୱାରା ସାଢେ ୪ ଲକ୍ଷ ଶ୍ରମିକ ପରିବାର ଉପକୃତ ହେବେ । ପ୍ରତି ସପ୍ତାହରେ ହିତାଧିକାରୀଙ୍କ ଆକାଉଂଟକୁ ଯିବ ମଜୁରୀ ଟଙ୍କା ଯିବ ।  ଏହା ଦ୍ୱାରା ଶ୍ରମିକ, ଗରିବ […]

୧-UGC ପକ୍ଷରୁ ଅଧ୍ଯକ୍ଷ ଓ କୁଳପତିଙ୍କୁ ଚିଠି: ପରୀକ୍ଷା ଓ ଶିକ୍ଷା କ୍ୟାଲେଣ୍ଡର ପାଇଁ ଜାରି ହେବ ନିୟମାବଳୀ। ୨-ତାଲାବନ୍ଦ ବେଳେ ଅଟକିବନି ଚାଷୀ ଭାଇର କାମ । ସମସ୍ୟାର ସମାଧାନ ପାଇଁ ସରକାର ଜାରି କଲେ ହେଲ୍ପଲାଇନ୍ ନମ୍ବର:୧୮୦୦୧୦୨୫୧୬୬ ୩-ଏବେଠୁ ସର୍ବସାଧାରଣରେ ଛେପ ପକାଇବା ମନା, ସାରା ରାଜ୍ୟରେ ଲାଗୁ ହେଲା କଟକଣା। ୪-ଭୁବନେଶ୍ୱର:ସେବା ଯୋଗାଇପାରିବେ ଓଲା ଓ ଉବେର, କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା […]

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ bastabtv APP ଆପଣଙ୍କ ସ୍ମାର୍ଟଫୋନ୍ ରେ….. କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ତାଲାବନ୍ଦରେ ଲଘୁ ବନ ଉତ୍ପାଦ ସଂଗ୍ରହ ଉପରେ କଟକଣାକୁ କୋହଳ କରାଯାଇଛି । ସେହିପରି ଫସଲ ଅମଳ ଉପରେ ମଧ୍ୟ କଟକଣା ନାହିଁ । ଲକ୍ ଡାଉନ […]

ବାସ୍ତବ ବ୍ୟୁରୋ-ଭୁବନେଶ୍ୱର ରେ ଅତ୍ୟଧିକ କରୋନା ରୋଗୀ ଚିନ୍ହଟ ହେଉଥିବାରୁ ଏଥିପାଇଁ କରୋନାର କେନ୍ଦ୍ରସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।ଭୁବନେଶ୍ବରରେ ସଂକ୍ରମଣ ରୋକିବା ଲାଗି ଏକ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ‌ପ୍ରାଥମିକତା ଭିତ୍ତିରେ କାହାର ନମୁନା ପରୀକ୍ଷା ହେବ ସେ ନିଷ୍ପତ୍ତି ଗ୍ରହଣ କରିବ ସ୍ବାସ୍ଥ୍ୟ ବିଭାଗ। […]

ଏନସିସ ନିର୍ଦ୍ଦେଶାଳୟ ଓଡିଶାର ଏନସିସି କ୍ୟାଡେଟ୍ ଏବଂ ଆସୋସିଏଟ୍ ଏନସିସି ଅଧିକାରୀମାନେ କରୋନା ଭାଇରସ୍ ମହାମାରୀ ବିରୋଧରେ ଲଢ଼େଇରେ ଯୋଗଦେବାକୁ ଆଗେଇ ଆସିଛନ୍ତି। COVID 19 ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଏହି ମହାମାରୀରେ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ ପର୍ଯ୍ୟାପ୍ତ ତାଲିମ ଦିଆଯିବା ପରେ ସ୍ୱେଚ୍ଛାସେବୀ NCC କ୍ୟାଡେଟ ମନେ ରାଜ୍ୟ ପ୍ରଶାସନକୁ ସାହାଯ୍ୟ କରି ଏହି ଉତ୍ତମ କାର୍ଯ୍ୟ ପାଇଁ ନିୟୋଜିତ ହେବେ। ସ୍ଥାନୀୟ ପ୍ରଶାସନ ସହିତ […]

ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତୀକ , ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଦୁଃସାହସିକ ରାଜନୀତିଜ୍ଞ , ବିଶ୍ଵବନ୍ଦିତ ଭୂମିପୁତ୍ର , ଝଡର ଇଗଲ୍ , ମାଟିର ମୂର୍ତ୍ତିକାର , ନବ ଉତ୍କଳର ବିଚିତ୍ର ବିନ୍ଧାଣି , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ , ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ତେଇଶିତମ ଶ୍ରାଦ୍ଧବାର୍ଷିକୀରେ “ବାସ୍ତବ ଟିଭି ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି । ୧-କାଶ୍ମୀରରେ ଆତଙ୍କ ପାଇଁ ଆଫଗାନିସ୍ତାନରେ ଲୁଚି ଛପି ଆତଙ୍କବାଦୀକୁ ପ୍ରଶିକ୍ଷଣ ଦେଉଛି […]

Pin It on Pinterest