ବାସ୍ତବ ବ୍ୟୁରୋ-ଜାରି ହେଲା ପାନୀୟ ଜଳ ସମସ୍ୟା ପାଇଁ ଟୋଲ ଫ୍ରି ନମ୍ୱର । ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚାଇବ‌ା ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ  ପାଇଁ ଆଜି ସରକାର ଏହି ପଦକ୍ଷପ ନେଇଛନ୍ତି । ଯେଉଁ ଅଂଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା […]

ବାସ୍ତବ ବ୍ୟୁରୋ- ନୂଆ ଗାଇଡଲାଇନର ୧୦ ଅତି ଗୁରୁତ୍ବପୂର୍ଣ୍ଣ ନିୟମ । ୧. ମାସ୍କ୍‌ ପିନ୍ଧନ୍ତୁ। କର୍ମସ୍ଥଳୀ ଓ ସାର୍ବଜନୀନସ୍ଥାନରେ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି। ୨. ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ପଡ଼ିବ। ୩. ଗୁଟ୍‌କା, ତମାଖୁ ଏବଂ ନିଶାଦ୍ରବ୍ୟ ନିଷିଦ୍ଧ କରାଯାଇଛି। ୪. ସାର୍ବଜନୀନ ସ୍ଥାନ କିଂବା କ‌ୌଣସି ପ୍ରତିଷ୍ଠାନରେ ପାଞ୍ଚଜଣରୁ ଅଧିକ ଜନସମାବେଶ ନିଷେଧ। ସୁପରଭାଇରଜର୍‌ମାନେ ‌ଏହାର ପର୍ଯ୍ୟବେକ୍ଷଣ କରିବେ। ବିବାହ ଓ ଶବ […]

ବାସ୍ତବ ବ୍ୟୁରୋ-ମେ ୩ ତାରିଖ ପର୍ଯ୍ୟନ୍ତ ଘୋଷିତ ଲକ୍‌ଡାଉନ୍‌ ପାଇଁ ଜାରି ହେଲା ନୂଆ ଗାଇଡଲାଇନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରିଛନ୍ତି ଏହି ଗାଇଡଲାଇନ । ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି ।   ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ।   ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ କଟକଣା ।  ଔଷଧ ବିତରଣ କେନ୍ଦ୍ର ଖୋଲା ରହିବ   । ଗ୍ରାମାଞ୍ଚଳରେ ରାସ୍ତା […]

ମହାବିଷୁବ ସଂକ୍ରାନ୍ତି ଅବସରରେ ନବବର୍ଷ ଉପଲକ୍ଷେ ଓଡ଼ିଶାର ସର୍ବପ୍ରଥମ ଇ — କବି ସମ୍ମିଳନୀ ଓ କବିତା ପାଠୋତ୍ସବ କେନ୍ଦ୍ରାପଡା ସ୍ଥିତ ନିଖିଳ ଉତ୍କଳ ସ୍ରଷ୍ଟା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଜ ନିଜ ଘରେ ରହି ମୋବାଇଲ କନଫରେନସ୍ ମାଧ୍ୟମରେ କବିମାନେ ସ୍ଵରଚିତ କବିତା ପାଠ କରିଥିଲେ । ଏତାଦୃଶ ଅଭିନବ କବିତା ପାଠୋତ୍ସବରେ ବିଶିଷ୍ଟ କଥାକାର ତଥା ବରିଷ୍ଠ […]

୧-ଭାରତରେ ଲକ୍‌ଡାଉନ୍‌ ମେ ୩ ପର୍ଯ୍ୟନ୍ତ ବୃଦ୍ଧି ସଠିକ୍ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀଙ୍କୁ WHOର ପ୍ରଶଂସା। ୨-April 15,16 ଓ 17 ତାରିଖରେ ଚନ୍ଦ୍ର ସହ ତିନିଟି ଗ୍ରହର ମିଳନର ଦୃଶ୍ୟ ଦେଖିବାକୁ ପାଇବେ ସାଧାରଣ ଲୋକ। ପ୍ରତ୍ୟେକ ଦିନ ଭୋର ସମୟରେ ଉତ୍ତର ପୂର୍ବ ଦିଗବଳୟ ଉପରେ ବୃହସ୍ପତି,ଶନି ଓ ମଙ୍ଗଳଗ୍ରହ ଦୃଶ୍ୟମାନ ହେବ। ୩-ଚାଷୀଙ୍କୁ ସହଯୋଗ କର ,ଅଭ୍ଯାସଗତ ଅପରାଧୀ ହେବେ ସାବାଡ: ମୁଖ୍ୟମନ୍ତ୍ରୀ। ୪-ହ୍ବାଟ୍ସଆପ ଜରିଆରେ ୧୦ […]

ବାସ୍ତବ ବ୍ୟୁରୋ-ରାଜ୍ୟରେ ନୂଆ ୪ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ପକ୍ଷରୁ ସୂଚନା ମିଳିଛି । ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ବମିଖାଲର ହୋଇଥିବା ବେଳେ ଜଣେ ଝାରପଡ଼ାର ବୋଲି ଜଣାପଡ଼ିଛି । ବମିଖାଲର ତିନି ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୧ […]

ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ସେ କହିଛନ୍ତିି, ଓଡ଼ିଶାର ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ହୋଇଛି । ଚାଷୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି ରାଜ୍ୟ ସରକାର । ଏହାସହ କୃଷି ସାମଗ୍ରୀ ପରିବହନକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି । ରବି ଋତୁରେ ୨୬.୬୬ ଲକ୍ଷ ହେକ୍ଟର ଜମିରେ ଚାଷ […]

ବାସ୍ତବ ବ୍ୟୁରୋ-କରୋନା ମୁକାବିଲା ପାଇଁ ମେ’ ୩ ଲକ୍-ଡାଉନ୍ ର ଅବଧି ବଢିବାପରେ, ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳ ବିଭାଗ । ଦେଶବ୍ୟାପୀ ମେ ୩ ଯାଏଁ ଯାତ୍ରୀବାହୀ ଟ୍ରେନ୍ ଗଡିବନି ବୋଲି ରେଲୱେ କହିଛି । ଏ ସଂକ୍ରାନ୍ତରେ ଟୁଇଟ୍ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସ‌େପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍‌ ଟ୍ରେନ୍, କୋଲ୍‌କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍‌ୱେ […]

ବାସ୍ତବ ବ୍ୟୁରୋ-ଦେଶ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବଢିଚାଲିଥିବା ବେଳେ, ରାଜ୍ୟରେ ଏହି ସଂଖ୍ୟା କମୁଛି । ଏହା ଏକ ଆସ୍ୱସ୍ଥି ର ଖବର ଓ ରାଜ୍ୟ ପାଇଁ ଭଲ ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ଅବସରରେ ସେ ଏହି ବିଷୟ କହିଛନ୍ତି । ଯେଉଁମାନେ କରୋନା ମୁକାବିଲା ଦିଗରେ କାର୍ଯ୍ୟ କରୁଛନ୍ତି […]

ବାସ୍ତବ ବ୍ୟୁରୋ-ଆଜି ସକାଳ ୧୦ଟା ରେ କରୋନା ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି ।  ଭାରତରେ କରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ସାରା ଦେଶରେ ବଢ଼ିଛି ଲକଡାଉଡ଼୍ ଅବଧି । ସେ କହିଛନ୍ତି ଯେ ରାଜ୍ୟ ସରକାର ଓ ନାଗରିକମାନଙ୍କର ପରାମର୍ଶ କ୍ରମେ ଏ ଭଳି ନିଷ୍ପତ୍ତି ନିଆଯାଇଛି। ୨୧ ଦିନିଆ ଲକ୍‌ଡାଉନ୍ ପରି ଆମକୁ ଏହି ସମୟରେ ମଧ୍ୟ ଶୃଙ୍ଖଳିତ ହୋଇ ଚଳିବାକୁ ପଡ଼ିବ […]

Pin It on Pinterest