ବାସ୍ତବ ବ୍ୟୁରୋ-କରୋନାକୁ ନେଇ ବିଭିନ୍ନ ସୋସିଆଲ ମିଡ଼ିଆ ରେ ବୁଲୁଥିବା ମିଥ୍ୟା ଖବର ଓ ଗୁଜବ ପ୍ରଚାର ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରାଇବାକୁ କ୍ରାଇମବ୍ରାଞ୍ଚ୍ ଆଡଭାଇଜରି ଜାରି କରିଛି । ସାଇବର ଠକେଇ ସମ୍ପର୍କିତ ୭ଟି ଆଡ଼ଭାଇଜରି ଜାରି କରାଯାଇଛି । ଫେକ୍ କାଗଜପତ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ କରିହେବ ନାହିଁ । କରୋନା ସମ୍ପର୍କିତ ଫେକ୍ ୱେବସାଇଟ ମଧ୍ୟ କରିହେବ ନାହିଁ । କରୋନା ନେଇ ସ୍ପେଶାଲ ଅଫର କହି […]

ବାସ୍ତବ ବ୍ୟୁରୋ-କରେନା ଚିକିତ୍ସାରେ ସହାୟକ ହେଉଥିବା ହାଇଡ୍ରୋକ୍ଳୋରୋକୁଇନ ଟାବଲେଟ ଦେବାକୁ ବିଶ୍ୱର ୩୦ ଟି ଦେଶ ଭାରତକୁ ଅନୁରୋଧ କରିଥିଲେ । ତାହା ପୁଣି କୁଟନୈତିକ ଚ୍ୟାନେଲ ମାଧ୍ୟମ ରେ ନୁହେଁ ବରଂ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ,ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ଭଳି ବହୁ ଦେଶର ରାଷ୍ଟ୍ରମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ବ୍ୟକ୍ତିଗତ ଅନୁରୋଧ କରିଥିଲେ । ନିଜ ପାଇଁ ଆବଶ୍ୟକୀୟ ଷ୍ଟକ ରଖିବା ପରେ ଭାରତ ୨୫ ଟି ରାଷ୍ଟ୍ରକୁ […]

୧-ଆର୍ଟ ଅଫ୍‌ ଗିଭିଂ ଶାଖା ପକ୍ଷରୁ ଜଳେଶ୍ୱର ଅଞ୍ଚଳରେ ଲୋକଙ୍କୁ ମାଗଣାରେ କରାଗଲା ମାସ୍କ ବଣ୍ଟନ। ୨-ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ବଢାଇଲା ଲକଡାଉନ ଅବଧି । ଏପ୍ରିଲ ୩୦ ଯାଏଁ ତାଲାବନ୍ଦ, ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ମୁଖ୍ୟମନ୍ତ୍ରୀ କହିଲେ, ଜୀବନ ଆଗ ପଛେ ଅର୍ଥନୀତି । ୩-ଭୁବନେଶ୍ୱର:ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ, ୨୦୦ରୁ ୫୦୦ଟଙ୍କା ଜୋରିମାନା। ୪-ନୁଆ […]

ବାସ୍ତବ ବ୍ୟୁରୋ-ଓଡ଼ିଶାର କୋଭିଡ଼୍ ହସ୍ପିଟାଲ ସଂଖ୍ୟା ଅନ୍ୟ ରାଜ୍ୟ ଠାରୁ ଅଧିକ । ୮ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ଓ ସେଠାରେ ୧୫୯୭ଟି ଶଯ୍ୟା ରହିଛି। ସେହିପରି ଆଗାମୀ ଦିନରେ କୋଭିଡ୍‌ ହସ୍ପିଟାଲର ସଂଖ୍ୟା ବୃଦ୍ଧି କରିବା ସହ ଶଯ୍ୟା ସଂଖ୍ୟାକୁ ୬୦୦୦କୁ ବୃଦ୍ଧିି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଅନ୍ୟ ରାଜ୍ୟ ଅପେକ୍ଷାରେ ଓଡ଼ିଶାରେ […]

ବାସ୍ତବ ବ୍ୟୁରୋ-ଏଣିକି ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡିବ । ପ୍ରଥମ ତିନି ଉଲ୍ଲଂଘନ ଲାଗି ୨ ଶହ ଟଙ୍କା ଲେଖାଏଁ ଜରିମାନା ନିଆଯିବ । କିନ୍ତୁ ଏହା ପରଠାରୁ ମାସ୍କ ନ ପିନ୍ଧିଲେ ଜରିମାନାର ପରିମାଣ ୫ ଶହ ଟଙ୍କାକୁ ବର୍ଦ୍ଧିତ ହେବ । ଆଜିଠାରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାରା ଓଡିଶାରେ ଏହି ନିୟମ ଆଜି ଠାରୁ ଲାଗୁହୋଇଛି । […]

ବାସ୍ତବ ବ୍ୟୁରୋ-ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏପ୍ରିଲ ୩୦ ତାରିଖ ଯାଏଁ ବଢିଲା ଲକଡାଉନ ଅବଧି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ମହାମାରୀ କରୋନାର ମୁକାବିଲା ନେଇ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡିଶାବାସୀଙ୍କ […]

୧-ଅମାନିଆ ଗାଡି ଚାଳକ ହୁସିଆର! ପ୍ରଥମଥର ଧରାପଡିଲେ ୨ ହଜାର…ଦ୍ୱିତୀୟ ଥର ଜବତ ହେଲେ ୧୦ ହଜାର ଟଙ୍କା ତଣ୍ଡ: ଜରିମାନା ଦେବା ପରେ ବି ଥାନାରେ ଗାଡି ରହିବ ଗୋଟିଏ ଦିନ। ୨-ଆଜି ଠାରୁ ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ୩-ଘରୋଇ ସଂସ୍ଥା କର୍ତ୍ତୁପକ୍ଷଙ୍କୁ ଶ୍ରମ ଆୟୁକ୍ତଙ୍କ ତାଗିଦ୍: କର୍ମଚାରୀଙ୍କୁ ଛଟେଇ କିମ୍ବା କମ୍ ଦରମା ଦେଇପାରିବେ ନାହିଁ। ୪-ଏପ୍ରିଲ ୧୧ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ […]

ବାସ୍ତବ ବ୍ୟୁରୋ-ସାରା ବିଶ୍ୱ ଏବେ କରୋନା ସଙ୍କଟ ସହ ଲଢ଼ୁଛି । ଏହା ମଧ୍ୟରେ ବିଶ୍ବର ବଡ଼ ବଡ଼ ଦେଶଗୁଡ଼ିକ ମଧ୍ୟରେ ଭାରତ ଏହାର ପ୍ରଭାବ ବିସ୍ତାର କରିଥିବା ଦେଖିବାକୁ ମିଳିଛି । ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ରପ୍ତାନୀ ଉପରୁ କଟକଣା ହଟାଇଦେବା ପରେ ସବୁ ଦେଶ ଭାରତର ପ୍ରଶଂସା କରିବାରେ ଲାଗିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ […]

ବାସ୍ତବ ବ୍ୟୁରୋ-ଆଜି ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୫୧୯୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ […]

୧-ଭୁବନେଶ୍ୱର: ରେଲୱେ ପ୍ଲାଟଫର୍ମର ସୁରକ୍ଷା ଯାଞ୍ଚ କରିବ ଡ୍ରୋନ କ୍ୟାମେରା। ୨-ଲକ୍‌ଡାଉନ୍‌ ହଟିଲେ ବି ମେ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଉ ମଲ୍-ସ୍କୁଲ, ପ୍ରଧାନମନ୍ତ୍ରୀଙ୍କୁ GoMର ସୁପାରିଶ। ୩-ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ ହାଟରେ କେବଳ ଖୋଲା ରହିବ ହୋଲସେଲିଂ ଦୋକାନ, ଜନଗହଳିକୁ ନିୟନ୍ତ୍ରଣ ଲାଗି ନିର୍ଦ୍ଦେଶ। ୪-ପୁଲିସର ବିନା ଅନୁମତିରେ ସହରରେ ଗଡିବନି ଗାଡି: ପାସ୍ ନଥିବା ଲୋକଙ୍କୁ ତେଲ ନଦେବାକୁ ସହରର ସବୁ ପେଟ୍ରୋଲ […]

Pin It on Pinterest