୧-ସାରା ଦେଶରେ ଲକଡାଉନ୍, ମଙ୍ଗଳବାର ରାତି ୧୨ଟାରୁ ୨୧ ଦିନିଆ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ୨-ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଓ ଆଧାର-ପାନ୍‌ ଲିଙ୍କ୍ ସମୟସୀମା। ୩-‘ମୋ ଜୀବନ’ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ : ଆତ୍ମୀୟଙ୍କ ନାମରେ ନିଅ ଶପଥ, ସତର୍କ ରହି କରୋନାକୁ କର ପ୍ରତିହତ। ୪-୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ […]

ବାସ୍ତବ ବ୍ୟୁରୋ:- ଘାତକ କରୋନା ଭୂତାଣୁର ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ପୂରା ଦେଶକୁ ଲକଡାଉନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ନିଜ ପରିବାର, ନିଜ ଜୀବନକୁ ବଞ୍ଚାଇବା ପାଇଁ ସର୍ବାଧିକ ପ୍ରାଥମିକତା ପୂର୍ବକ ଦେଶବାସୀ ସେମାନଙ୍କ ନିଜ ନିଜ ଘର ସମ୍ମୁଖରେ ଲକ୍ଷ୍ମଣ ରେଖା ଟାଣି ‘ଲକ୍‌ଡାଉନ୍‌’ ସମୟ କାଳ ମଧ୍ୟରେ ୩ ସପ୍ତାହ ପାଇଁ କେବଳ ମାତ୍ର ନିଜ […]

ବାସ୍ତବ ବ୍ୟୁରୋ- କରୋନାକୁ ରୋକିବା ପାଇଁ ସାରା ଓଡ଼ିଶା ଲକଡାଉନ୍ । ପୂର୍ବରୁ ୧୪ଟି ଜିଲାକୁ ଲକ୍‌ଡାଉନ କରାଯାଇଥିବାବେଳେ ମଙ୍ଗଳବାର ଆଉ ୧୬ ଜିଲାରେ ଏହାକୁ ଲାଗୁ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଏକ ଜରୁରୀ ଖବରଦାତା ସମ୍ମିଳନୀରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଜି ମଧ୍ୟରାତ୍ରିରୁ ଆସନ୍ତା ୨୯ ତାରିଖ ମଧ୍ୟରାତ୍ରି ଯାଏ ରାଜ୍ୟରେ ଲାକ୍‌ଡାଉନ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ […]

୧-କେରଳରେ ଗୋଟିଏ ଦିନରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ମହାରାଷ୍ଟ୍ରରେ ୮୯ ଛୁଇଁଲା। ୨-ନୂଆଦିଲ୍ଲୀ: ଭାରତରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି,୪୭୧ ସଂକ୍ରମିତ। ପଞ୍ଜାବ, ମହାରାଷ୍ଟ୍ର ଓ ଚଣ୍ଡିଗଡରେ କର୍ଫ୍ୟୁ, ସମସ୍ତ ବିମାନ ସେବା ବନ୍ଦ। ୩-କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା : ଆଜି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ସେବା ବନ୍ଦ, ପୂର୍ବ ରାତି ୧୨ଟାରୁ ସିଟି ବସ୍ ସେବା ବନ୍ଦ । ୪-ଲକଡାଉନ୍ […]

୧-ଜନତା କର୍ଫ୍ୟୁ ପାଇଁ କୃତଜ୍ଞତା ଜଣାଇଲେ ମୋଦି, କହିଲେ ଏହା ଏକ ଲମ୍ବା ଲଢ଼େଇରେ ବିଜୟର ଆରମ୍ଭ। ୨-ଅଦ୍ଭୁତ ପୂର୍ବ ଜନତା କର୍ଫ୍ୟୁ,ସାରା ଦେଶ ନିସ୍ତବ୍ଧ,ନିର୍ଜନ।ଗାଡ଼ି ମୋଟର ଚଳାଚଳ ଠପ୍,ଦୋକାନ ବଜାର ସବୁ ବନ୍ଦ। ଘରେ ବନ୍ଦ ହେଲେ ୧୩୦କୋଟି ଲୋକ। ୩-ନୂଆ ଦିଲ୍ଲୀ:ଭାରତରେ ୩୯୬ କରୋନା ରୋଗୀ, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି।୭୫ଜିଲ୍ଲା ଲକଡାଉନ୍। ୪-କରୋନା ଯୁଦ୍ଧରେ ସାମିଲ ଥିବା ଲୋକଙ୍କୁ ଘଣ୍ଟି, ଥାଳି ଓ ତାଳି ମାରି […]

୧-ଆଜି ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁରେ ସାମିଲ ହୁଅନ୍ତୁ ୨-ଆଜି ୧୪ ଘଣ୍ଟିଆ ‘ଜନତା କର୍ଫ୍ୟୁ’: ଗଡିବନି ଘରୋଇ ବସ, ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ। ୩୭୦୦ ଟ୍ରେନ ରଦ୍ଦ, ଅନ୍ୟାଦେଶ ଯାଏଁ ଟ୍ରେନ-ଷ୍ଟେସନରେ ମିଳିବନି ଖାଦ୍ୟ। ୩-ମାସ୍କ ଓ ସାନିଟାଇଜର କଳାବଜାରୀ ବନ୍ଦ ପାଇଁ କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ। ୪-କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ଯର 5 ଜିଲ୍ଲା […]

ବାସ୍ତବ ବ୍ୟୁରୋ – ସାରା ବିଶ୍ୱ ପାଇଁ  ‘କରୋନା’ ଭାଇରସ୍  ବଡ ସମସ୍ୟା ରୂପେ ଉଭାହେଇଛି । ଦେଶରେ ୨୭୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ମଧ୍ୟ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଏହି ‘ବିଶ୍ୱ ମହାମାରୀର ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଆସନ୍ତାକାଲି […]

୧-କରୋନା ମୁକାବିଲା : କୌଣସି ସ୍ଥାନରେ ଏକାଠି ହୋଇପାରିବେନି ୭ରୁ ଅଧିକ ବ୍ୟକ୍ତି, ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର । ୨-ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ଛୁଇଁଲାଣି, ମୃତ୍ୟୁରେ ଚୀନକୁ ଟପିଲା ଇଟାଲୀ। ୩-ଭୁବନେଶ୍ୱରରେ ଲାଗୁ ହେଲା ଅଡ୍‌ ଇଭିନ୍‌ ନମ୍ବର, ତାରିଖ ଅନୁସାରେ ଆଜିଠାରୁ ଚାଲିବ ଗାଡ଼ି। ୪-କରୋନା ପାଇଁ ଗାଁରେ ହିଁ ମିଳିବ ମଧୁବାବୁ ପେନସନ୍। ୫-କରୋନା ପାଇଁ କିଟ୍ ଓ […]

୧-କରୋନା ଡର, 10 ଲକ୍ଷ ଅର୍ଦ୍ଧସାମରିକ ଯବାନଙ୍କ ଛୁଟିକୁ ବାତିଲ କଲା ଗୃହ ମନ୍ତ୍ରାଳୟ। ୨-ଆଉ ଦୁଇ ବର୍ଷ ପାଇଁ ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ବରେ ରହିବେ ଅଭୟ, ୨୦୨୧ ଜୁନ୍‌ ୩୦ ତାରିଖରେ ନେଇ ଥାଆନ୍ତେ ଅବସର। ୩-କରୋନା ଡରରେ ସ୍ଥଗିତ ହେଲା ଓପିଏସସିର ସମସ୍ତ ପରୀକ୍ଷା। ୪-କୋରାପୁଟ୍:’କରୋନା’ ପାଇଁ ସବୁ ଡରିଲେ, ବିଦେଶୀଙ୍କୁ ନିଜ ବାଇକ୍‌ରେ ନେଲେ ରେଳ ସୁପରିଣ୍ଟେଣ୍ଡେଣ୍ଟ୍‌। ୫-କରୋନା ଡର, ପଞ୍ଜାବ ଜେଲରେ […]

୧-ବୁଧବାର ହଟିବ ୟେସ୍‌ ବ୍ୟାଙ୍କ କଟକଣା: ଆରବିଆଇ ୨-କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୨୨୫ କୋଟି ମଞ୍ଜୁର। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, କଲ୍ୟାଣ ମଣ୍ଡପ ଓ ବାତ୍ୟା ଆଶ୍ରୟସ୍ଥଳରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର। ୩-କରୋନା ଡରରେ ବନ୍ଦ ହେଲା ରାଜ୍ୟର ସମସ୍ତ ବିଦ୍ୟାଳୟ, ସ୍ଥଗିତ ହେଲା ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା।ଶିକ୍ଷକମାନଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ। ୪-ଜନସମାଗମ ରୋକିବାକୁ […]

Pin It on Pinterest