2003- SARS ଭୂତାଣୁ,ମୃତ୍ୟୁ ହାର 10%,26 ଦେଶ ପ୍ରଭାବିତ 2009-Swine flu ଭୂତାଣୁ,ମୃତ୍ୟୁ ହାର 4.5%,6 କୋଟି ଲୋକ ପ୍ରଭାବିତ 2014- EBOLA,ମୃତ୍ୟୁ ହାର 25%, 12000 ମୃତ୍ୟ 2020- Corona Virus , 80 ଦିନ ରେ 3200 ମୃତ୍ୟୁ, ମୃତ୍ୟୁ ହାର 3% ରୁ କମ୍ 4 ଟି ମଧ୍ୟରୁ Corona Virus COVID19 ଯୋଗୁଁ ମୃତ୍ୟୁ ହାର ସବୁଠାରୁ କମ୍,କିନ୍ତୁ ଏବେ ଏହି ରୋଗ ପାଇଁ […]

୧-ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ ରେ ମୋ ବସ ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା। ୨-ମଧ୍ୟପ୍ରଦେଶ ସରକାର ରେ ରାଜନୈତିକ ସଙ୍କଟ , ଘଡିକେ ଘୋଡା ଛୁଟୁଛି। ୩-ଆଜି ଜଷ୍ଟିସ ଅରଜିତ ପସାୟତ ଙ୍କ ଅଧ୍ୟକ୍ଷତା ରେ କଳାଧନ ସଂକ୍ରାନ୍ତୀୟ ଏସଆଇଟି ର କଟକ ରେ ବୈଠକ । ୪-ଆଜି ବର୍ଷା ଝଡ଼ ତୋଫାନ ପାଇଁ ୧୩ ଜିଲ୍ଲା କୁ ୱାର୍ଣ୍ଣିଙ୍ଗ । ଗତକାଲି ଲୋଇସିଙ୍ଗା , ଆଗଲପୁର, […]

୧-ମହିଳା ଟ୍ବେଣ୍ଟି-୨୦ ବିଶ୍ଵକପ : ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ। ୨-ଓଡିଶା ଆଶ୍ଵସ୍ଥ – ଏସସିବିରେ ସନ୍ଦିଗ୍ଧ କରୋନା ସଂକ୍ରମଣଙ୍କ ରକ୍ତ ନମୁନା ନେଗେଟିଭ। ୩-ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି, ତାହିର ହୁସେନ୍ ଗିରଫ, ୬୫୪ ମାମଲା ରୁଜ୍ଜୁ, ୧୮୨୦ ଗିରଫ। ୪-ଓଡ଼ିଶାର ଦୌଡ଼ରାଣୀ, ଗୋଲଡେନ୍‌ ଗାର୍ଲ ଦୂତି ଚାନ୍ଦଙ୍କୁ ମିଳିଲା ଟାଇମ୍ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ଦେଶର ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର। ୫-କରୋନା ପାଇଁ […]

୧-ଆଜି ଫଗୁ ଦଶମୀ, ଦୋଳଯାତ୍ରା ଆରମ୍ଭ,ସୁଦଶା ବ୍ରତ ଓ ପଞ୍ଚାୟତରାଜ ଦିବସ। ୨-ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମ ଜୟନ୍ତୀ, ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ୩-ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ ।ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ବେଗରେ ଆସୁଥିବା ଏହି ଉଲକା ପିଣ୍ଡକୁ ୫୨୭୬୮(1998 OR 2)ର ନାମ ଦିଆଯାଇଛି। ୪-ନୂଆ ଦିଲ୍ଲୀ:ଚିନ୍ତା ବଢ଼ାଇଲା କରୋନା, […]

୧-ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ପୁଣି ସେମିରେ ଭାରତ-ଇଂଲଣ୍ଡ ଟକ୍କର। ୨-ଏପ୍ରିଲ ୩ରେ ଗଣଶିକ୍ଷା ବିଭାଗ ପାଳିବ ପ୍ରବେଶ ଉତ୍ସବ। ୩-ପାଣିପାଗ: ଆଜିଠାରୁ ସାତ ତାରିଖ ଯାଏଁ ବର୍ଷିବ, ୮ରୁ ବଢିବ ତାତି। ୪-ରାଞ୍ଚି:କେଜ୍ରିଓ୍ଵାଲଙ୍କ ପଥରେ ହେମନ୍ତ ସରକାର, ମାଗଣାରେ ବିଜୁଳି ଓ ଋଣ ଛାଡ କରିବାକୁ ବଜେଟରେ ଘୋଷଣା। ୫-ବର୍ତ୍ତିଲାନି ବିଏମ୍‌ସି ଗାଡି : ୨ଟି ଅଳିଆ ବୁହା ଗାଡିକୁ ୩୨,୫୦୦ ଟଙ୍କାର ଫାଇନ୍। ୬-ପ୍ରଥମ ଥର କଟକ […]

୧-କାୟା ବଢାଉଛି କରୋନା: ଦିଲ୍ଲୀ, ତେଲେଙ୍ଗାନା ପରେ ଜୟପୁରରେ ମିଳିଲା କରୋନା ସନ୍ଦିଗ୍ଧ, ଆଲର୍ଟରେ ଡିଜିସିଏ। ୨-ଜରିମାନା ଦେଲା ସାରା ଓଡ଼ିଶା । ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଗଣିଲେ ଗାଡ଼ି ଚାଳକ, ମଦ ପିଇ ଗାଡ଼ି ଚଲାଇ କନେଷ୍ଟବଳ ଗିରଫ । ୩-ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଆଉ ୫ଟି ବିଭାଗ ।ସେଗୁଡ଼ିକ ହେଲା ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ, ଜଳ ସଂପଦ, ହସ୍ତତନ୍ତ […]

୧-ପାଣିପାଗ: ଆଜି ରାଜ୍ୟର କିଛି ସ୍ଥାନରେ ସ୍ବଳ ବର୍ଷା ସମ୍ଭାବନା,୫ ଓ ୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା। ୨-୫୫ ପ୍ରତିଶତ ବିବାହିତ ଭାରତୀୟ ନିଜ ସାଥୀଙ୍କୁ ଦେଇଥାନ୍ତି ଧୋକା, ମହିଳା ଆଗରେ : ସର୍ଭେ ରିପୋର୍ଟ। ୩-କଟକ:ଡେଡ୍‌ଲାଇନ୍ ସରୁ ସରୁ ଧରପଗଡ ଜୋରଦାର, ବିନା ହେଲମେଟରେ ଗାଡ଼ି ଚଳାଇ ,୫ଶହ ମାଛ କିଣିବାକୁ ଆସି ହଜାରେ ଟଙ୍କାର ଗଣିଲେ ତଣ୍ଡ। ଆଜି ଠାରୁ ଗଳିକନ୍ଦିରେ […]

୧-ଚଳିତ ମାସ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହୃତ। ୨-ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ। ୩-ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ଓ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ। ୪-ଇସ୍ପାତ ଓ ତାପଜ ବିଦ୍ୟୁତ ଉତ୍ପାଦନକୁ ସରକାର ଙ୍କ ଗୁରୁତ୍ୱ, ୬୯୨୩ କୋଟିର ୩ ପ୍ରକଳ୍ପକୁ ହାଇଲେଭଲ୍ କ୍ଲିଅରାନ୍ସ। ୫-ଆଜିଠାରୁ କଟକ-ଭୁବନେଶ୍ବର ମଧ୍ୟରେ ଚାଲିବ ସ୍ବତନ୍ତ୍ର […]

ବିବାଦ ସାଂସଦଙ୍କ ପିଛା ଛାଡୁ ନଥିବାବେଳେ । ପୁଣି ଫସିଲେ ସାସଂଦ ଅନୁଭବ ମହାନ୍ତି । ଏମିତି ଏକ ଅଡୁଆରେ ଛନ୍ଦି ହୋଇ ପଡିଛନ୍ତି କେନ୍ଦ୍ରାପଡା ସାଂସଦ । ବିଗତ ଦିନରେ ଯଦି ଆମେ ସାସଂଦଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇବା । ତେବେ ନିଶ୍ଚିନ୍ତ ରୂପେ ମାନ୍ୟବର ସାଂସଦଙ୍କ ନାମରେ ଛୋଟବଡ ବହୁ ଘଟଣାକୁ ନେଇ ବିଭିନ୍ନ କେସ୍ ମାନ ଦାୟର କରାଯାଇଥିବା ବେଳେ । ଆଜି […]

୧-ମେଲବର୍ଣ୍ଣ:ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ କ୍ରିକେଟ୍‌ , ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି। ୨-ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦;ମାର୍ଚ୍ଚ-ଏପ୍ରିଲ-ମେ ମାସରେ ତାପମାତ୍ରା ଭାଙ୍ଗିବ ସବୁବର୍ଷର ରେକର୍ଡ। ୩-ହୋମଗାର୍ଡଙ୍କୁ ଦରମା ଦିଅ:ପିଛିଲା ଭାବେ ଦୈନିକ ୫୦୦ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୪-ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:କିଟ୍‌ ମହିଳା ରଗ୍‌ବୀଦଳକୁ ସ୍ବର୍ଣ୍ଣ , ପୁରୁଷକୁ ବ୍ରୋଞ୍ଜ। ୫-ମାତ୍ର ତିନି ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା।ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ […]

Pin It on Pinterest