୧-ହେଲଥ କେୟାର ଆଣ୍ଡ ଏଜୁକେସନ୍ ସମିଟ୍ରେ କିମ୍ସକୁ ପୁରସ୍କାର, ମୋଷ୍ଟ ଇନୋଭେଟିଭ୍ ମେଡିକାଲ କଲେଜ ଓ ହସ୍ପିଟାଲର ପୁରସ୍କାର ପାଇଲା KIMS. ୨-ଓଡ଼ିଶାର ସମସ୍ତ ଗ୍ରୁପ୍-୩ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର, ଏଣିକି ପଦୋନ୍ନତି ପାଇଁ ଦେବାକୁ ପଡିବନାହିଁ ସିସିଆର। ୩-ଆଜି ଚାରି ରାଜ୍ୟ ସହ ବିକାଶ ଚର୍ଚ୍ଚା,ଯୋଗଦେବେ ଅମିତଶାହା। ସାମିଲ ହେବେ ନବୀନ,ମମତା ଓ ନିତିଶ। ୪-ଭୁବନେଶ୍ୱର: ପ୍ରମୁଖ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ବାର ବିକାଶ ପାଇଁ […]
ବାସ୍ତବ ବ୍ୟୁରୋ: ରାଜ୍ୟସଭା ପାଇଁ ରେସ୍ ଆରମ୍ଭ ହେଇଯାଇଛି । ରାଜ୍ୟ ସଭାର ୫୫ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ଏସବୁ ଆସନ ପାଇଁ ନିର୍ବାଚନ ହେବ। ୧୭ ରାଜ୍ୟରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ, ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ […]
୧-ଆମେରିକା ପହଞ୍ଚିବା ପରେ ଟ୍ରମ୍ପଙ୍କ ଟ୍ୱିଟ୍ : ‘India was great, trip very sucessful’। ୨-ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ମୂଲ୍ୟାୟନ କାର୍ଯ୍ୟରେ ଅବହେଳା କଲେ ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ୩-୩୦ ଦେଶକୁ ବ୍ୟାପିଲାଣି କରୋନା ସଂକ୍ରମଣ – ୯ଟିରେ ସ୍ଥିତି ଉଦବେଗଜନକ,୧୨ ହଜାର ସଂକ୍ରମିତ ଏବେ ସୁସ୍ଥ। ୪-ରାୟଗଡ଼ାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡ଼ୁଛନ୍ତି। ୫-ଭୁବନେଶ୍ୱର:ଏଥର ୭୦୦କୋଟି ଟଙ୍କାର ବଜେଟ୍ […]
୧-ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ: ମହାମାରୀ ପାଲଟି ପାରେ କରୋନା। ୨-ରାଜଧାନୀରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ ନାହିଁ କୌଣସି ଭୟ, ସ୍ପଷ୍ଟ କଲେ ରାଜ୍ୟ ସରକାର। ୩-ମାର୍ଚ୍ଚ ପହିଲାରୁ ପୁଣି ଟ୍ରାଫିକ ଧରପଗଡ ହେବ ଜୋରଦାର। ୪-ପତ୍ନୀ ହତ୍ୟାକାରୀ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ୍, ସ୍ତ୍ରୀଙ୍କୁ ହତ୍ୟା ପରେ ୩୦୦ ଖଣ୍ଡ କରିଥିଲେ ଡାକ୍ତର। ୫-କାଲୁଆ କରୁଛି ଅଦିନିଆ ବର୍ଷା।ଆହୁରି ୨୪ ଘଣ୍ଟାଯାଏ ଭିଜିବ ଓଡିଶା, […]
ବାସ୍ତବ ବ୍ୟୁରୋ- ଆଜି ସକାଳ ୧୧:୪୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍,ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଟ୍ରମ୍ପ ଏବଂ ଜାମାତା ଜାର୍ଡ କୁସ୍ନର୍ ସହିତ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନିଜେ ବିମାନ ବନ୍ଦରରେ ପହଞ୍ଚି ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ବିମାନବନ୍ଦରରେ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଉପସ୍ଥିତ ଥିଲେ। ଟ୍ରମ୍ପ ସାବରମତି ଆଶ୍ରମ ଯାଇ […]
ବାସ୍ତବ ବ୍ୟୁରୋ (କେନ୍ଦ୍ରାପଡା)-ଆଜି କେନ୍ଦ୍ରାପଡା ବ୍ଲକ୍ ପ୍ରାଥମିକ ଶିକ୍ଷକମାନକଂର ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିର୍ମିତ “ଶିକ୍ଷକ ଭବନ” ବଶିଷ୍ଟ ବର୍ଷୀୟାନ୍ ଶିକ୍ଷାବିତ୍ ଶ୍ରୀ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସକଂ ଦ୍ବାରା ଲୋକାର୍ପିତ ହୋଇଛି । ଏହି ଉତ୍ସବରେ କେନ୍ଦ୍ରାପଡା ବ୍ଲକର ସମସ୍ତ ଅବସରପ୍ରାପ୍ତ ବର୍ଷୀୟାନ୍ ଶିକ୍ଷକମାନକଂର ସମାବେଶ ଏକ ଭାବପୂର୍ଣ୍ନ ପରିବେଶ ସୃଷ୍ଟି କରିଥିଲା । ସକାଳରେ ବରିଷ୍ଟ ଶିକ୍ଷକ ନେତା ଶ୍ରୀ ଭାସ୍କର ଦାଶ,ଶ୍ରୀମତୀ ସବିତା ପଣ୍ଡା, କ୍ଷେତ୍ରମଣୀ ଦେଈ ,ପ୍ରଶାନ୍ତ […]
୧-ଭୁବନେଶ୍ୱର, କଳିଙ୍ଗ ବିହାର:ରାଜଧାନୀରେ ଛୋଟ ଛୁଆଙ୍କୁ ଲଗାଇ ଘର ଭିତରୁ ଲାପଟପ୍ ମୋବାଇଲ ପର୍ସ ଲୁଟି ନେଉଥିବା ବାପା ମାଆ ପିଲାଙ୍କୁ ଧରିଲେ ସ୍ଥାନୀୟ ଲୋକ। ୨-ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ବାକୁ ଟଙ୍କା ଆଦାୟ କଲେ ଶିକ୍ଷକ- ଭିଡିଓ ହେଲା ଭାଇରାଲ। ୩-ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ଆମେରିକା ରାଷ୍ଟ୍ରପତି, ଆଜି ସକାଳ ସାଢ଼େ ୧୧ଟାରେ ଅହମ୍ମଦାବାଦରେ ପହଞ୍ଚିବେ। ୪-ପିପିଲି:ଆଉ ଜଣଙ୍କୁ ଦଳି ଦେଲା ଦନ୍ତା- ମୃତ୍ୟୁ […]
୧-କରୋନା ଅପଡେଟ୍ : ମୃତ୍ୟୁ ସଂଖ୍ୟା ୨୩୪୫, ସଂକ୍ରମଣ ୭୭ହଜାର ଟପିଲା। ୨-ଜଗତସିଂହପୁର:କାର୍ଯ୍ୟରେ ଅବହେଳା : ୨ ଶିକ୍ଷକଙ୍କ ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ। ୩-ଫେବୃଆରୀ ୨୪ ତାରିଖରେ ଭାରତ ଗ୍ରସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ। ହୋଟେଲ ଆଇଟିସି ମୋର୍ଯ୍ୟରେ ରହିବେ ଟ୍ରମ୍ପଙ୍କ ପରିବାର, ସୁନା ଥାଳିରେ ଖାଇବେ, ରୂପା କପ୍ରେ ପିଇବେ। ୪-ଅବସର ପ୍ରାପ୍ତ IAS ଭାସ୍କର ଖୁଲବେ ଓ ଅମରଜିତ ସିହ୍ନା ହେଲେ […]
ବାସ୍ତବବ୍ୟୁରୋ କେନ୍ଦ୍ରାପଡା:ଛାତ୍ର ଜୀବନରୁ କିମ୍ବଦନ୍ତୀ ପୁରୁଷ ବିଜୁବାବୁଙ୍କ ,ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଉତ୍କଳ କେଶରୀପରିଡାଙ୍କୁ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ସଭାପତିର ଗୁରୁଦାୟିତ୍ୱ ରେ ଅଧିଷ୍ଠିତ କରିଛନ୍ତି । ଶୁକ୍ରବାର ସାଙ୍ଗଠନିକ ନିର୍ବାଚନ ହେବାର ଥିଲା। ହେଲେ ଏକମାତ୍ର ପ୍ରାର୍ଥୀ ଭାବରେ ଉତ୍କଳ ତାଙ୍କର ପ୍ରସ୍ତାବକ ଓ ସମର୍ଥକମାନଙ୍କ ସହିତ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରସ୍ତାବକ ରହିଥିବା ବେଳେପୂର୍ବତନ […]
୧-କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୨୧୨୦, ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨। ୨-ସ୍କୁଲ ପିଲାଙ୍କୁ ଅଟୋରେ ଯିବା ମନା, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ। ୩-ପୁରୀ:ଶବ ମାଗୁଛି ନ୍ୟାୟ! ସ୍ଥାନ ଅଭାବ ଯୋଗୁଁ ,ଶବଦାହ ପାଇଁ ସ୍ୱର୍ଗଦ୍ୱାରରେ ୪ରୁ ୫ ଘଣ୍ଟା ଅପେକ୍ଷା କରୁଛନ୍ତି ସମ୍ପର୍କୀୟ। ୪-ପାଞ୍ଚ ମାସ ମଧ୍ୟରେ 38 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ବାବଦରେ ଆଦାୟ କରିଛି ପରିବହନ ବିଭାଗ। ୫-ଆଉ ବଢିବନି ସର୍ବକ୍ଷମା […]