୧-ମାର୍ଚ୍ଚ ୧୧ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ, ଲଗାତାର ୬ଦିନ ବନ୍ଦ ରହିବ ବ୍ୟାଙ୍କ। ୨-ପୂର୍ବତଟ ରେଳପଥ ର ସ୍ୱଚ୍ଛତା ମିସନ, ଏଣିକି ଛେପ ପକାଇଲେ ଗଣିବେ ତୁଣ୍ଡ। ୩-ଆଳି:ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ୧୬ ଲକ୍ଷ ଟଙ୍କା ଆତ୍ମସାତ୍‌; ସରପଞ୍ଚ ଓ ଜେଇଙ୍କ ନାଁରେ ମାମଲା ରୁଜୁ। ୪-ପାଣିପାଗ: ଆଜିଠୁ ବଢ଼ିବ ଶୀତ ଓ କୁହୁଡି,ପାଗ ମୁଖ୍ୟତଃ ଶୁଖିଲା ରହିବ। ୫-ପୋଚେଫ୍‌ଷ୍ଟ୍ରୁମ୍‌ : ଦକ୍ଷିଣ […]

୧-ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଟଣାର ହନୁମାନ ମନ୍ଦିର ଦାନ କରିବ ୧୦ କୋଟି ଟଙ୍କା। ୨-ଭୁବନେଶ୍ୱର: FIH ହକି ପ୍ରୋ ଲିଗ୍ ରେ ବିଶ୍ୱ ଚାମ୍ପିଅନ ବେଲଜିୟମକୁ ହରାଇଲା ଭାରତ। ୩-ଓଡ଼ିଶାରେ ୬୦୬ ଅଧ୍ୟାପକ ପଦବୀ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି, ପ୍ରାର୍ଥୀ ନିଟ୍ ଯୋଗ୍ୟତା ଅର୍ଜନ କରିଥିବା ଆବଶ୍ୟକ। ୪-ହନ୍ତସନ୍ତ କରୁଛି ଅଦିନିଆ ବର୍ଷା ସାଙ୍ଗକୁ ଶୀତ, କୋହଲା ପାଗ ସାଙ୍ଗକୁ ପୁଣି ଝିପଝିପ […]

ଉତ୍କଳ ଭାରତୀ କୁନ୍ତଳା କୁମାରୀ ଙ୍କ ଏକଶତ ଉଣେଇଶି ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଅର୍ବାନ୍ ବ୍ୟାଙ୍କ ସନ୍ନିକଟ ନାରୀ କବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । କୁନ୍ତଳାକୁମାରୀ ପ୍ରତିଭା ସମିତି ଆନୁକୂଲ୍ୟରେ ପ୍ରାୟୋଜିତ ମାଲ୍ୟାର୍ପଣ ପର୍ବରେ ପ୍ରଫେସର ନନ୍ଦ କିଶୋର ପରିଡ଼ା , ସମିତିର ସଭାପତି ଆଡଭୋକେଟ କୁଞ୍ଜବିହାରୀ ପରିଡ଼ା , ସଂପାଦକ ଆଶୁକବି ହେମନ୍ତ ଜେନା , ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ […]

√■ ଫେବୃୟାରୀ ୧୧ ତାରିଖ ରୁ ପୁରୀ-ଅନୁଗୁଳ-ପୁରୀ ମେମୁ ୧୬ ଟି କୋଚ ରେ ଚଳାଚଳ କରିବ I ଏହା ଓଡ଼ିଶାରେ ଲମ୍ବା ଦୂରତ୍ୱ ବିଶିଷ୍ଟ ମେମୁ ଟ୍ରେନ  I √■ ଫେବୃୟାରୀ ୧୨ ତାରିଖ ରୁ କେନ୍ଦୁଝରଗଡ଼ ପାସେଞ୍ଜର ବଦଳରେ ମେମୁ ଟ୍ରେନ ଚଳାଚଳ କରିବ I   √■ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ଏହା ୮ମ ମେମୁ  I √■ ଯାତ୍ରା ସମୟରେ ମେମୁ ଟ୍ରେନ […]

୧-ଆହୁରି ୨, ୩ ଦିନ ବର୍ଷିବ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି। ୨-୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା : ମନ୍ତ୍ରୀ ୩-ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବରେ ବାଜିଲା ମୋହର, ସରକାରୀ ଚାକିରିଆଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରର ଜଣଙ୍କୁ ମିଳିବ ଗ୍ରୁପ ଡି ଚାକିରୀ।୧.୫୦ଲକ୍ଷ କୋଟିର ଚିଠା ବଜେଟକୁ ଅନୁମୋଦନ। ୪-ସଂଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟ ବିଚାରପତି। ୫-ବେଜିଂ:’ବଜ୍ରକାପ୍ତାରୁ ବ୍ୟାପିଛି କରୋନା […]

୧-ଭୁବନେଶ୍ୱର: ଆଜି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ, ବଜେଟ୍ ଡେଇଁବ ୧.୫୩ ଲକ୍ଷ କୋଟି। ୨-ୟେଦୁରପ୍ପା ସରକାରଙ୍କ ବଡ଼ ନିଷ୍ପତ୍ତି, ସରକାରୀ ଓ ଘରୋଇ ଚାକିରିରେ ସ୍ଥାନୀୟ ଲୋକଙ୍କୁ ମିଳିବ ୭୫ % ସଂରକ୍ଷଣ। ୩-ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ:ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ୪-ଓଡ଼ିଶାର ‘୫-ଟି’ ଧାରାରେ, କେନ୍ଦ୍ରର ପ୍ରଚଳନ ହେବ ‘୬-ପି’। ୫-୨୮ରେ ଯୋଗଦେବେ ଅମିତ ଶାହା : ୨୯ବର୍ଷ […]

୧-ରଙ୍ଗ୍ ଡ୍ରାଇଭିଂ କଲେ ଚକା ହେବ ଲିକ୍, ରାସ୍ତାରେ ଲାଗିବ ସ୍ପାଇକ୍ ବ୍ୟାରିଅର। ୨-ରେଲଓ୍ଵେରେ ଓଡ଼ିଶାକୁ ମିଳିଲା ୪୩୭୩ କୋଟି ଟଙ୍କା, ସମ୍ବଲପୁର-ଗୋପାଳପୁର ନୂଆ ଲାଇନକୁ ମଞ୍ଜୁରୀ। ୩-ନୂଆ ଦିଲ୍ଲୀ: ରାମମନ୍ଦିର ନିର୍ମାଣ ଟ୍ରଷ୍ଟ ଗଠିତ,୧୫ଜଣ ସଦସ୍ୟ ସହିତ ଜଣେ ଦଳିତ ସାମିଲ ହେବେ। ୪-ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ରାତି ୧୦ରେ ଉଠିବ ଜାଗର ଦୀପ, ମନ୍ଦିର ଆଗରେ ହେବ ଛାମୁଣ୍ଡିଆ। ୫-ବେଜିଂ:କରୋନା ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଲା,୨୪ହଜାରରୁ ଉର୍ଦ୍ଧ୍ବ […]

୧-ବେଆଇନ ନିର୍ମାଣ ବିରୋଧରେ ସର୍ବକ୍ଷମା ଆବେଦନ ଅବଧି ୧୫ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ୨-ବେଜିଂ: ମୃତ୍ୟୁ ସଂଖ୍ୟା ୪୨୭ଜଣ,୨୦୪୩୮ଜଣ ଆକ୍ରାନ୍ତ, କରୋନା ଆତଙ୍କରେ ଥରୁଛି ଚୀନ୍‌, ସାରା ବିଶ୍ବରେ ସତର୍କତା: ଭୟଙ୍କର ଭୂତାଣୁକୁ ଚେକ୍‌ ଦେବାକୁ ପ୍ରତିଷେଧକ ପଦକ୍ଷେପ ଜୋରଦାର। ୩-ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟସ ଫାଉଣ୍ଡେସନ ପରୀକ୍ଷାରେ କଳାହାଣ୍ଡିର ସାଇନା ଅଗ୍ରୱାଲ ଟପ୍ପର। ୪-ଭୁବନେଶ୍ୱର: ସର୍ଭେ ଆରମ୍ଭ କଲା ASI, ଶିଶୁପାଳଗଡ଼ ଭାଗ୍ୟ ବଦଳିବ। ୫-ଭୁବନେଶ୍ୱର:ଏଣିକି ଗୋଟିଏ […]

୧-ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରିବାକୁ ବିଜେଡିର ନିଷ୍ପତ୍ତି। ୨-ଫେବୃଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା, ସୁପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ଚୂଡ଼ାନ୍ତ। ୩-ବିଦ୍ୟୁତ ଦର ବଢ଼ାଇବାକୁ କସରତ୍ : ୟୁନିଟ୍ ପିଛା ୭ ପଇସା ବୃଦ୍ଧି ପାଇଁ ଓଏଚ୍‌ପିସିର ଦାବି, ଯୁକ୍ତି ସହ ବିରୋଧ କଲେ ଉପଭୋକ୍ତ ସଂଘ ଓ ଯନ୍ତ୍ରୀ। ୪-ରାଜଧାନୀରେ ବେଆଇନ୍ କଲ୍ୟାଣ ମଣ୍ଡପରେ ପଡ଼ିଲା ତାଲା: […]

୧-ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ:୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୫ପ୍ରତିଶତ ଲକ୍ଷ୍ୟ। ୨-ଏଣିକି OJEEରେ ହେବ ଅନଲାଇନ ଟେଷ୍ଟ। ୩-ଏଥର ମାଟ୍ରିକରେ ୬ଲକ୍ଷ ୬୦ ହଜାର ୮୯୧ଜଣ ପରୀକ୍ଷାର୍ଥୀ,୨୮୮୮ପରୀକ୍ଷା ସେଣ୍ଟର,୩୦୭ ନୋଡାଲ କେନ୍ଦ୍ର। ୪-ଫୁଲବାଣୀ: କନ୍ଧମାଳରେ କରୋନା ଭାଇରସ, ଆଶଙ୍କାରେ ଚୀନ ଫେରନ୍ତା ଡାକ୍ତରୀ ଛାତ୍ର, ପରୀକ୍ଷା ପାଇଁ SCB ପଠାଗଲା। ୫-ଭୁବନେଶ୍ୱର: ବାହାରେ ଗୋରୁଗାଈ ଛାଡ଼ିଲେ ମାଲିକ ଗଣିବେ ୫ ହଜାର […]

Pin It on Pinterest