୧-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା। ୨-ନୂଆ ଦିଲ୍ଲୀ:ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି। ୩-ପୁରୀ ସହର ହେବ ଭିକାରିମୁକ୍ତ- ଭିକାରୀଙ୍କୁ ମିଳିବ ଧନ୍ଦାମୂଳକ ପ୍ରଶିକ୍ଷଣ , କିନ୍ନରଙ୍କୁ ମିଳିବ ପେନସନ। ୪-ରାଜ୍ୟରେ ନାହାନ୍ତି କରୋନା ସନ୍ଦିଗ୍ଧ, ଚିହ୍ନଟ ହେଲେ ପୁନେକୁ ରକ୍ତ ପରୀକ୍ଷା ପାଇଁ ପଠାଯିବ- ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ […]
୧-ଆଜି ଶ୍ରୀପଞ୍ଚମୀ, ସରସ୍ଵତୀ ପୂଜା,ଭଞ୍ଜ ଜୟନ୍ତୀ ଓ ମହାତ୍ମାଗାନ୍ଧୀଙ୍କ ପୁନ୍ଯ ତିଥି। ୨-ପ୍ରଥମ ଶ୍ରେଣୀରୁ ପିଲା କହିବେ ଇଂଲିଶ ! ସବୁ ସ୍କୁଲରେ ଦିଆଯିବ ସ୍ପୋକନ୍ ଇଂଲିଶ ଶିକ୍ଷା। ରାଜ୍ୟର ସବୁ ଜିଲ୍ଲାରେ 101ଟି ବିଦ୍ୟାଳୟକୁ ଉତ୍ସର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ୩-ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପିଲାଙ୍କୁ ସଡ଼କ ସୁରକ୍ଷା ପାଠ ପଢ଼ାଇବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ। ୪-ବସରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟରେ ପୁରୁଷ […]
୧-KIIT NSS ବିଭାଗ ତରଫରୁ ଅନୁଷ୍ଠିତ ହେଲା ଡ୍ରଗ୍ ଆବ୍ୟୁଜ ଆଣ୍ଡ ପ୍ରିଭେନସନ କାର୍ଯ୍ୟକ୍ରମ, ଯୁବପିଢୀଙ୍କୁ ଡ୍ରଗ୍ସର ନକାରାତ୍ମକ ପ୍ରଭାବର ସଚେତନ କରାଇବା ଏହାର ଲକ୍ଷ୍ୟ। ୨-ଅଡୁଆରେ ମନ୍ତ୍ରୀ ପଦ୍ମନାଭ ବେହେରା, ଜୋତା ବିବାଦ ଥମିନି, ବୟସ ଜାଲିଆତି ପାଇଁ ହେବ ଏତଲା। ୩-ବେଜିଂ:କରୋନା ମୃତ୍ୟୁ ସଂଖ୍ୟା ୧୦୦ଟପିଲା।୧୭ଦେଶକୁ ବ୍ୟାପିଲାଣି କରୋନା ଭାଇରସ। ଜର୍ମାନୀ, ଶ୍ରୀଲଙ୍କା ଓ ମଙ୍ଗୋଲିଆ ବି କରୋନା ରୋଗୀ ଚିହ୍ନଟ। ୪-ତିନି ଦିନ ବନ୍ଦ ରହିବ […]
୧-ଫୁଲବାଣୀ:‘we are the champions’ ପୁସ୍ତକରେ ସ୍ଥାନ ପାଇଲା ଝୁଲିମାଙ୍କ ସଂଘର୍ଷର କାହାଣୀ। ୨-ଚିନ୍ତା ବଢାଇଛି କରୋନା : କ୍ୟାପିଟାଲ ହସ୍ପିଟାଲ ଏବଂ ଏସସିବି ମେଡିକାଲରେ ସ୍ଵତନ୍ତ୍ର ୱାର୍ଡ। ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ। ୩-ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ୍ ଘୋଷଣା, ଘର ମାଲିକଙ୍କୁ ମିଳିବ ୨୦ ଲକ୍ଷ, ବର୍ଷେ ଯାଏ ମିଳିବ ମାସିକ ୧୫ ହଜାର ଘର ଭଡ଼ା । ୪-ଆର୍ସଲର ମିତ୍ତଲ […]
ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ୭୧ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି I ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଏହି ଅବସରରେ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ I ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ସହିତ ରେଳବ୍ୟବହାରକାରୀ ମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳବାଇ କର୍ମଚାରୀ ମାନଙ୍କର […]
୧-ଦିଲ୍ଲୀ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ, ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ଼। ୨-ରାହୁଲଙ୍କ ଧମାଲ, କିଓ୍ଵିକୁ ୭ ଓ୍ଵିକେଟରେ ହରାଇ ଗଣତନ୍ତ୍ର ଦିବସରେ ଭାରତୀୟଙ୍କୁ ବିଜୟ ଭେଟି ଦେଲେ ବିରାଟ ବାହିନୀ। ୩-ସାରା ବିଶ୍ବକୁ ଘାରିଛି ‘କରୋନା ଭାଇରସ’ର ଭୟ: ଓଡ଼ିଶାରେ ଖୋଲାଗଲା ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟର। ‘କରୋନା’ ଭାଇରସ ପାଇଁ ଟୋଲ ଫ୍ରି ନମ୍ବର ଜାରି :0674-2390466,9439994857 ୪-ସୁଆଣ୍ଡୋରେ ୫-ଟି ସଚିବ […]
୧-ଅକଲାଣ୍ଡ:ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ଵ ରେକର୍ଡ଼ର ଅଧିକାରୀ ହେଲା ଭାରତ, ଆଖପାଖରେ ନାହାନ୍ତି କୌଣସି ଦଳ। ୨-ଭୁବନେଶ୍ୱର: ଉତ୍କଳ ଦିବସରୁ ଘଣ୍ଟାକରେ ମିଳିବ ଜମି ରେଜିଷ୍ଟ୍ରେସନ ଦଲିଲ, ଫେବୃଆରୀ ରେ ‘ମୋ ସରକାର’କୁ ଆସିବ ରାଜସ୍ୱ ବିଭାଗ। ୩-ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ, ସବୁଜ ସଂକେତ ଦେଲା ଆଇନ ମନ୍ତ୍ରଣାଳୟ।ଭୋଟର ସହ ଆଧାର କାର୍ଡ ଲିଙ୍କ ହେବା ଦ୍ୱାରା ଫେକ୍ ଭୋଟରଙ୍କ ଉପରେ ଲଗାମ ଲାଗିବ । ୪-ଏସଏଲଭି […]
ବର୍ଜ୍ୟବସ୍ତୁ ପରିଚାଳନା ଓ ଅପସାରଣ କ୍ଷେତ୍ରରେ ପୂର୍ବତଟ ରେଳପଥ ଇତିହାସ ରଚିଲା I ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ I ପଲିକ୍ରାକ ବୈଷୟିକ ଓ ପ୍ରଯୁକ୍ତି ପ୍ରଣାଳୀ ବ୍ୟବହୃତ I ଭିତ୍ତିପ୍ରସ୍ତର ଠାରୁ କାର୍ଯ୍ୟକ୍ଷମ ପର୍ଯ୍ୟନ୍ତ ମାତ୍ର ତିନି ମାସ ସମୟ ଅବଧିରେ ସମ୍ପୂର୍ଣ୍ଣ I ଥରକୁ ୫୦୦ କିଲୋଗ୍ରାମ ବର୍ଜ୍ୟବସ୍ତୁର କାର୍ଯ୍ୟ କ୍ଷମତା I ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, […]
୧-ବିଶ୍ୱସ୍ତରୀୟ ହେବ କଟକ SCB ମେଡିକାଲ, ମାର୍ଚ୍ଚ ପହିଲାରୁ ନବକଳେବର କାମ ଆରମ୍ଭ। ୨-CAA, NRCକୁ ନେଇ ଥମୁନି ଆନ୍ଦୋଳନ, ଆଜିଠାରୁ ସାତ ଦିନ ଯାଏ ଆରମ୍ଭ ହେବ ରାଜ୍ୟବ୍ୟାପୀ ପ୍ରତିବାଦ। ୩-ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ୪-ରାଜ୍ୟପାଳ ମେଡ଼ାଲ ପାଇଁ ମନୋନୀତ ହେଲେ ୧୪ ପୋଲିସ କର୍ମଚାରୀ। ୫-ବେରୋଜଗାରୀକୁ ନେଇ ଆକ୍ସନ ମୋଡ଼ରେ ମୋଦୀ ସରକାର, ଖାଲି ପଦରେ […]
୧ -ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ସ୍ପୋକନ୍ ଇଂଲିଶ ଶିକ୍ଷା- ଶିକ୍ଷାମନ୍ତ୍ରୀ ସମୀର ଦାଶ ୨-ନୂଆଦିଲ୍ଲୀ: ଜଗତ ପ୍ରକାଶ ନଡ୍ଡା ହେଲେ ଭାରତୀୟ ଜନତା ପାର୍ଟି ସଭାପତି। ୩-ଅତନୁ କୁମାର ଦାସ ହେଲେ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଇଓ। ୪-ମୁମ୍ବାଇ:CMଙ୍କ ସହ ବୈଠକରେ ଶିରିଡିବାସୀ ସନ୍ତୁଷ୍ଟ, ବିବାଦର ହେଲା ସମାଧାନ। ୫-କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କର କାଲି ଥିଲା ଜନ୍ମଦିବସ, ଟ୍ଵିଟ୍ କରି ଶୁଭେଚ୍ଛା […]