ସଂଜୟ ଶତପଥୀ(କଟକ): ଚଳିତ ନିର୍ବାଚନରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ଅଟୋରିକ୍ସା ଚିହ୍ନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରୁପାଲୀ ଲେଙ୍କା ନିର୍ବାଚନ ମଣ୍ଡଳୀରେ ବୁଲିବୁଲି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବିଜେଡି ଦଳରୁ ଟିକେଟ ଆଶାୟୀ ଥିବା ରୁପାଲୀ ଟିକେଟ ନପାଇବାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଚୌଦ୍ୱାର-କଟକର ଭୋଟରଙ୍କୁ ଭେଟି ଭୋଟଭିକ୍ଷା କରୁଥିବା ବେଳେ ସାଙ୍ଗରେ ତାଙ୍କର ସ୍ଵାମୀ ତଥା ଯୁବନେତା ଲୋକନାଥ ଲେଙ୍କା ଧର୍ମପତ୍ନୀଙ୍କୁ ଅଟୋରିକ୍ସା ଚିହ୍ନରେ […]
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା,ଏନଡିଟିଭିକୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି କି,ଓଡିଶାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ସରକାର ଗଠନ କରିବା ସହ, ଆମେ ଓଡିଶାରେ ୧୭ ଟି ଲୋକସଭା ଆସନ ଜିତିବୁ। ଏବଂ ଜୁନ୍ ୪ତାରିଖରେ ଷ୍ଟକ୍ ମାର୍କେଟରେ ଏକ ନୂତନ ରେକର୍ଡ ସୃଷ୍ଟି ହେବ । ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ୨୮୩ ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହା ଦାବି […]
ପ୍ରମୋଦ ନାୟକ(ଭୁବନେଶ୍ବର): ପୁଣି ଓଡଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଆସନ୍ତା ୨୦ ତାରିଖରେ । ଓଡିଶା ଦଖଲ କରିବା ପ୍ଲାନରେ ରହିଛି ବିଜେପି । ସେଥିନେଇ କେନ୍ଦ୍ର ନେତାଙ୍କର ଘନ ଘନ ଲାଗିଛି ଓଡିଶା ଗସ୍ତ । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଅନୁଯାଇ,ପୁରୀ, କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାଛଡ଼ା ପ୍ରଧାନମନ୍ତ୍ରୀ ପୁରୀରେ ଏକ ବିଶାଳ ରୋଡ୍ ସୋ […]
ଭୁବନେଶ୍ବର: ଆଜି ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।ଏଥିପାଇଁ ନିର୍ବାଚନର ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ କହିଛନ୍ତି କି,୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା କ୍ଷେତ୍ରରେ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି। ୯ଟି ଜିଲ୍ଲାରେ ୬ ହଜାର ୨୮୨ ଲୋକେସନରେ ୭୨୯୮ ଟି ପୋଲିଂ ବୁଥ୍ ରହିଛି। ଏହା ମଧ୍ୟରେ ୫୩୭ଟି ମାଓ ପ୍ରଭାବିତ ଅଞ୍ଚଳରେ ପୋଲିଂ ବୁଥ୍ ଅଛି। […]
ଆଦିତ୍ଯ ବେହେରା(ଭୁବନେଶ୍ବର): ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ ।ଅକ୍ଷୟ ଅର୍ଥାତ୍ ଯାହା କେବେ ଶେଷ ହୁଏ ନାହିଁ । ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ ୧୦ ତାରିଖ ଶୁକ୍ରବାର ପାଳନ କରାଯାଉଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ,ତେଣୁ କୃଷକ ଏହି ଦିନରେ ନିଜ କ୍ଷେତରେ […]
ବାସ୍ତବ ବ୍ୟୁରୋ: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ରୋଡ ଶୋ’ ସମୟରେ ଯାନବାହନ ଚଳାଚଳ ବନ୍ଦ ରହିବ । ଭୁବନେଶ୍ୱରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଏକ ରୋଡ୍ ଶୋ’ କରିବେ। ରାତି ସାଢ଼େ ୮ଟାରୁ ବିଜେପି ପାର୍ଟି ଅଫିସରୁ ଏହି ରୋଡ୍ ଶୋ’ ବାହାରିବାର କାର୍ଯ୍ୟକ୍ରମ ରହିଛି। ଏହା ବାଣୀବିହାର ପର୍ଯ୍ୟନ୍ତ ଯିବ। ସେଥିପାଇଁ ଜନପଥରେ (ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ) ଟ୍ରାଫିକ କଟକଣା ଜାରି କରିଛି […]
ସଂଜୟ ଶତପଥୀ: ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ଉପ-ସଂଗଠନ ସମ୍ପାଦକ ଶ୍ରୀ ଗଣେଷ ପ୍ରସାଦ ମିଶ୍ର କଟକ ଗସ୍ତ କରିଛନ୍ତି । କଟକ ଗସ୍ତ ସମୟରେ ସିଡିଏ ସ୍ଥିତ ଭାରତୀୟ ମଜଦୁର ସଂଘର କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୁର ସଂଘ ସହବନ୍ଧିତ ଶ୍ରମ ସଂଗଠନ ଗୁଡ଼ିକର କର୍ମକର୍ତ୍ତା ମାନଙ୍କୁ ଭେଟି ସାମ୍ପ୍ରତିକ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ସଂମ୍ପ୍ରତି ଦେଶର ପରିସ୍ଥିତି ଯୋଗୁଁ ଶ୍ରମିକ ମାନେ ନିଜର ଅଧିକାରକୁ […]
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲାରେ ଅବାଧ,ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଏକକାଳୀନ ସାଧାରଣ ନିର୍ବାଚନ କରିବା ଲାଗି ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି।ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋଏଲ ଙ୍କ ନେତୃତ୍ତ୍ୱରେ ବରଗଡ଼ ସଂସଦୀୟ କ୍ଷେତ୍ର ଏବଂ ୦୧- ପଦ୍ମପୁର,୦୨-ବିଜେପୁର,୦୩- ବରଗଡ଼,୦୪-ଅତାବିରା ଏବଂ ୦୫-ଭଟଲି,ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ,ସାଧାରଣ ପର୍ଯ୍ୟ ବେକ୍ଷକ ଏବଂ ସମସ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ଉପସ୍ଥିତିରେ […]
ବ୍ରହ୍ମପୁର: ବ୍ରହ୍ମପୁର ସହର ପାଇଁ ନିର୍ବାଚନୀ ସଙ୍କଳ୍ପପତ୍ର ଉନ୍ମୋଚନ କଲେ ଶ୍ରୀଯୁକ୍ତ ଶିଵଶଙ୍କର ଦାଶ। ସହର ଓ ସହରବାସୀ ଙ୍କ ସମସ୍ୟା ଉପରେ ଆଲୋକପାତ କରି କ୍ଷୋଭ ପ୍ରକାଶ କରିବା ସହିତ ସେ’ ବିଜୟ ହାସଲ କଲେ ସହରର ପ୍ରତ୍ୟେକ ଅଞ୍ଚଳ ବୁଲିବେ ଓ ଲୋକଙ୍କ ସହିତ ସିଧା ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଜଣାଇଛନ୍ତି ଶ୍ରୀଯୁକ୍ତ ଦାଶ। ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ କେ.ଅନୀଲ […]
ପରଜଙ୍ଗ(୦୭/୦୫/୨୦୨୪): ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ ମରୁଆବିଲି ଗ୍ରାମପଞ୍ଚାୟତ ର ବିଜେପି ଦଳ ର ,୩୦ ଜଣ କର୍ମୀ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ନିର୍ମଳ ଭାବମୂର୍ତ୍ତି ଓ କାର୍ଯ୍ୟଦକ୍ଷତା ରେ ଅନୁପ୍ରାଣିତ ହୋଇ ଆଜି ବିଜେପି ଦଳ ଛାଡ଼ି ବିଜୁ ଜନତା ଦଳରେ ଡିହଡୋଳ ସ୍ଥିତ ବାସଭବନ ଠାରେ ଯୋଗଦାନ କଲେ ।ମାନ୍ୟବର […]