ନୂଆଦିଲ୍ଲୀ(ବାସ୍ତବ ଟିଭି): ଗ୍ରାହକଙ୍କ ପାଇଁ ଖୁସିର ଖବର । ଏଣିକି ଲୋନ ନେଇ ଫାଇଦାରେ ରହିବେ ଗ୍ରାହକ । ଆସନ୍ତା ଅପ୍ରିଲ ମାସ ପହିଲାରୁ ଗୃହ ଓ ଅଟୋ ଋରରେ ଲଗୁଥିବା ସୁଧର ହାର ବଦଳିବ । ସୂଚନା ମୁତାବକ ବ୍ୟାଙ୍କ ନିଜେ ସ୍ଥିତି ଅନୁଧ୍ୟାନକରି କେବେ ବ୍ୟାଙ୍କର ସୁଧର ହାର ବଢ଼ାଇଥାନ୍ତି ଓ କମାଇଥାନ୍ତି । କନ୍ତୁ ଆସନ୍ତା ଅପ୍ରିଲ ମାସ ବ୍ୟାଙ୍କକୁ ଆରବିଆଇ ରୋପ ରେଟ୍ ହ୍ର୍ରାସ କରିବାପରେ ଋଣର ସୁଧହାର କମିବା ନେଇ ଜରାପଡ଼ିଛି । ତାହାଛଡା ଏହି ଋଣର ବ୍ୟବସ୍ଥା କେବଳ ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ଦିଆଯିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିଜେ ନିଜର ଏହି ପଲିସିରେ ନିୟମ ପରିବର୍ତ୍ତନକ୍ରିଛିି । ଏହି ଲୋନ୍ ମାଧ୍ୟମରେ ଏମଏସଇ ସେକ୍ଟରକୁ ଫାଇଦା ମିଳିବା ସହ ଫ୍ଲୋଟିଙ୍ଗ୍ ରେଟରେ ଗୃହ ଋଣ ଓ ଅଟୋ ଋଣ ନେଉଥିବା ଗ୍ରାହକଙ୍କୁ ଫାଇଦା ପାଇପାରିବେ ।
Next Post
ନିର୍ବାଚନ ଲଢ଼ିବେନି ବୈଜୟନ୍ତ !
Sat Mar 9 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ଏଥର ରାଜନୀତିର ରଣନୀତିକୁ ଓହ୍ଲାଇବେନି ବୈଜୟନ୍ତ । ବିଜେଡ଼ିର କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ଲଢ଼ିବା ନେଇ ଆଶା ପୁରା କମ୍ ଥିବା ଶୁଣିବାକୁ ମିଳୁଛି । ବିଜେପିରେ ବୈଜୟନ୍ତ ଯୋଗଦେବାର ମାତ୍ର ୪ଦିନ ପରେ ତାଙ୍କୁ ଉପସଭାପତିର ଦାୟୀତ୍ୱ ଦିଆଯାଇଥିଲା । ତେବେ ସୂଚନା ମୁତାବକ ବୈଜୟନ୍ତଙ୍କ ଦଳ ଗୁରୁ ଦାୟୀତ୍ୱ ଦେଇ ତାଙ୍କର ଟିକଟ ଉପରୁ ମୋହକୁ ତୁଟାଇବାକୁ ପ୍ରୟାଶ କରିଚି […]

You May Like
-
4 years ago
ଆଜିର ଖାସ୍ ଖବର
-
4 years ago
ଆଜିର ଖାସ୍ ଖବର
-
2 years ago
କମିଲା କମର୍ସିଆଲ ଗ୍ୟାସ ଦର
-
5 years ago
ଆରବିଆଇ ଏଟିଏମ କାରବାରର ନିୟମ ପରିବର୍ତ୍ତନ କଲେ…


