ବଜାରକୁ ଆସୁଛି ପାଞ୍ଚଟିକିଆ କ୍ୟାମେରା ଫୋନ୍ ।

ଖୁବଶୀଘ୍ର ବଜାରକୁ ଆସୁଛି ପାଞ୍ଚଟିକିଆ କ୍ୟାମେରା ଫୋନ୍ । ଏହା ଆସନ୍ତା ମାର୍ଚ୍ଚ ମାସରେ ଲଞ୍ଚ ହେବାକୁ ଯାଉଛି । ଯାହାକୁ କେବଳ ନେକିଆ କମ୍ପାନୀ ବଜାରକୁ ଚାଡ଼ିବାକୁ ଯାଉଛି । ଏହି ଫେନ୍ର ମଡ଼େଲ ହେଉଛି ନୋକିଆ ୯ ପିୟୋର ଭ୍ୟୁ ଯେଉଁଥିରେ ୧୨ ମେଗା ପିକ୍ସାଲ ଥିବା ୫ଟି କ୍ୟାମେରା ରହିଥିବାବେଳେ ସେଥିରୁ ୩ଟି କ୍ୟାମେରାକୁ ବ୍ଲାକ ଏଣ୍ଡ ହ୍ୱାଇଟ୍ ଫଟୋ ପାଇଁ ବ୍ୟବହାର କରିପାରିବେ । ଏବଂ ଏହି ସେଟରେ ସିଙ୍ଗିଲ ସିମ ରହିବା ସହ ରହିଛି ୫.୯୯ ଇଞ୍ଚ ସ୍କ୍ରିନ ସ୍ନାପ ଡ୍ରାଗନ ପ୍ରେସସର , ଏନରଏଡ୍ ୯ । ନନ୍ ରିମୋଭାଲ ୩୩୨୦ ଏମ୍ଏଚ୍ ବ୍ୟାଟେରୀ ବ୍ୟାକପ ସହ ରହିଛି ୱାୟାର ଲେସ ଚାର୍ଜର ସୁବିଧା । ଏବଂ ନୋକିଆ ୯ ର ବିଷେଶତ୍ୱ ହେଲା ଏହାର ବ୍ୟାଟେରୀ ବ୍ୟାକପ ଏବଂ ଚାରଜିଙ୍ଗ ଫିଚରସ ଯାହା ଆାପଣଙ୍କୁ ମନକୁ ଛୁଇଁ ପାରିବ । ନୋକିଆ ୯ ମିଡନାଇଟ ବ୍ଳୁ ରଙ୍ଗରେ ବଜାରରେ ଉପଲବ୍ଧ ହେବ । ଭାରତୀୟ ବଜାରର ଆନୁମାନିକ ମୂଲ୍ୟ ୫୦ ହଜାରୁର ଅଧିକ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଦଳୀର ଚୋପା ରଖିବ ଆପଣଙ୍କ ତ୍ବଚାର ଯତ୍ନ ! ଖାଲି ବ୍ୟବହାର କରିବାର ତରିକା ଜାଣିନିଅନ୍ତୁ ....

Wed Feb 27 , 2019
କଦଳୀକୁ ସମସ୍ତେ ଖାଦ୍ୟ ରୂପରେ ବ୍ୟବହାର କରିଥାନ୍ତି । କାରଣ ଏହା ଅତ୍ୟନ୍ତ ସୁଆଦିଆ ହୋିଥାଏ । ଏବଂ ତାହା ସହତି ଏଥିରେ ଭରପୁର ପରିମାଣରେ ଭିଟାମିନ୍ ବି୬ ଏବଂ ଖଣିଜ ଲବଣ ରହିଥାଏ । ଏହାକୁ କେବଳ ଆପଣ ଖାଇବାରେ ବ୍ୟବହାର କରୁଥିବେ ହେଲେ କେବେ ବି ଆପଣ ଏହାକୁ ନିଜର ତ୍ୱଚାର ସୁନ୍ଦାରା ପାଇଁ ବ୍ୟବହାର କରିନଥିବେ । ଖାଲି କଦଳୀ କାହିଁକି କଦଳୀର ଚୋପାବି ବହୁତ […]
gerbehb

You May Like

Pin It on Pinterest