ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର) ୦୬/୧୧: ଆଜି ସନ୍ଧ୍ୟାରେ ଭାରତୀୟ ବିଦ୍ୟାଭବନର, କେ.ଏମ୍.ମୁନସି ସଭାଗୃହରେ ପଂଡିତ ନୀଳକଣ୍ଠ ସ୍ମୃତିସମିତିର ସଭାପତି ଶ୍ରୀଯୁକ୍ତ ଅମିୟ ଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି ପଂଡ଼ିତ ନୀଳକଂଠ ଦାଶଙ୍କ ୫୮ତମ ଶ୍ରାଦ୍ଧ ଦିବସ। ପଂଡିତ ନୀଳକଣ୍ଠଙ୍କ ତୈଳଚିତ୍ରରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସମିତିର ଆଜୀବନ ସଭ୍ୟା ଶ୍ରୀମତୀ ମଧୁସ୍ମିତା ବିଶ୍ଵାଳ ନୀଳକଣ୍ଠଙ୍କର ନିଜସ୍ୱ ରଚନା ‘କୋଣାର୍କେ’ ରେ କବିତା ଆବୃତ୍ତି କରିଥିଲେ । ଡଃ […]
କଥା ଓ ବ୍ୟଥା
ଭୁବନେଶ୍ବର(ନି.ପ୍ର): କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୯୪୪ ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା […]
ସଂଜୟ ଶତପଥୀ(କଟକ): ଏକ ଦୁଃଖଦ ଖବର ନାଟ୍ଯ ନିର୍ଦ୍ଦେଶକ ତଥା ଜନତା ରଙ୍ଗମଞ୍ଚର ଅନ୍ୟତମ ବରିଷ୍ଠ ପରିଚାଳନା କମିଟି ର ବର୍ଷିଆନ ସାଥି ନାରାୟଣ ସିଂହ ଙ୍କର ଆଜି ସକାଳେ ତାଙ୍କ ବାସଭବନରେ ବିୟୋଗ ହୋଇଯାଇଛି ।ଶେଷ ନିଶ୍ବାସ ତ୍ଯାଗ କଲାବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।ଜନତା ରଙ୍ଗମଞ୍ଚ କୁ ପୁନର୍ଗଠନ କରିବା ପାଇଁ ବହୁ ଉଦ୍ୟମ ଅବ୍ୟାହତ ରଖିଥିଲେ ।ସେ […]
ଗଜପତି(ନି.ପ୍ର): ସମ୍ପ୍ରତି ଐତିହ୍ୟ ସମ୍ପନ୍ନ ପାରଳା ରାଜପ୍ରାସାଦ,ରକ୍ଷଣାବେକ୍ଷଣ ଅଭାବରୁ ଆଗାମୀ କିଛିବର୍ଷ ମଧ୍ୟରେ ଧ୍ୱସ୍ତ ହେବାକୁ ଯାଉଥିବା ଅନୁମାନ କରାଯାଉଛି । ସମ୍ପ୍ରତି ରାଜନଅରର ଦରବାର ହଲ୍ର ଉପରିଭାଗ ଲଗାଣବର୍ଷା ଫଳରେ ଭୁଷୁଡ଼ି ପଡ଼ିଥିବା ସଂସ୍କୃତିପ୍ରେମୀ ପାରଳା ଓ ଗଜପତି ଜିଲ୍ଳାବାସୀଙ୍କୁ ବ୍ୟଥିତ କରିଛି । ବିଗତ କିଛି ବର୍ଷ ତଳେ ଦରବାର ହଲର ଉପରିଭାଗ ସାମାନ୍ୟ ଭାଙ୍ଗିଥିବା ଜଣାଯାଇଥିଲା ।ଏବଂ ଏହାର ତୁରନ୍ତ ମରାମତି ସକାଶେ ତତ୍କାଳୀନ ମହାରାଜା […]
ରାଉରକେଲା(ନି.ପ୍ର): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ,ଧାମରା ସଂଘ, ରାଉରକେଲା ର ୩୪ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କ ଉପସ୍ଥିତିରେ ରାଉରକେଲାର ଛେଣ୍ଡସ୍ଥିତ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ଶ୍ରୀ ବୁଦ୍ଧେଶ୍ବର ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ […]
ଭୁବନେଶ୍ୱର(ନି.ପ୍ର): ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଆଳୁ ଗୋଦାମରେ ସ୍ଥିତି ପରଖି କହିଲେ, ୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ ବିକିଲେ ବ୍ୟବୟାସୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆଳୁ ସମସ୍ୟା କୁ ନେଇ ବୈଠକ ବସିବା ପୂର୍ବରୁ, ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରଖିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଗାମୀ ୭ […]
ସମ୍ପାଦକୀୟ: ଆଦିବାସୀ ଅଧ୍ଯୁଷିତ ପଛୁଆ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବହୁ ପଛରେ ପଡିଥିବାବେଳେ ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ବିଶେଷଜ୍ଞ ଓ ଡାକ୍ତର ନାହାନ୍ତି। ଜିଲ୍ଲାରେ ଗର୍ଭବତୀ ଓ ଶିଶୁ ରକ୍ତହୀନତା ଓ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ଦୁଇ ତୃତୀୟାଂଶ ଡାକ୍ତର ପଦବୀ ଖାଲି ପଡିଛି। ଥିଲାବାଲା ପରିବାର ରୋଗୀ ଚିକିତ୍ସା ନିମନ୍ତେ ବାହାର ରାଜ୍ୟକୁ ଭରସା କରୁଥିବାବେଳେ, ଗରିବ ପରିବାର ରୋଗୀ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ରହୁଛନ୍ତି […]
ବରଗଡ:-୧୨/୭(ନବୀନ କୁମାର ଦାଶ):ପୁଅ ବଡ ହେଲେ ପାଠ ସାଠ ପଢ଼ି ବାପା ମାଁ ଙ୍କ ସ୍ଵପ୍ନ ପୁରଣ କରିବ।ସବୁ ବାପ ମାଆ ମାନଙ୍କର ଆଶ, ହେଲେ କେତେଜଣଙ୍କର ପୁରଣ ହୁଏ?ଏବି ଜଣେ ବାପା,ନିଜେ ସିନା ଅଶିକ୍ଷିତ ହେଲେ ପୁଅ କୁ ପାଠ ପଢ଼ାଇ ମଣିଷ କରିବା ବୃଦ୍ଧ ବୟସରେ ଜୀବନରେ ସୁଖ ଆସିବ ଏମିତି କେତେ ସ୍ଵପ୍ନ ଦେଖୁ ଥିଲେ ଜଗନ୍ନାଥ। ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ତେଜା […]
ଆଦିତ୍ଯ ବେହେରା(ଭୁବନେଶ୍ବର): ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା ଭଳି ଅନେକ ଭକ୍ତି ଭାବର ଭଜନର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଆଉ ନାହାଁନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାଇ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ । ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି […]
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ‘ଜାନେ ଭୀ ଦେ ୟାରୋ’ର ସଂଗୀତକାରଙ୍କ ଦେହାନ୍ତ |ମୁମ୍ବଇସ୍ଥ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ବାସ୍ତବବ୍ୟୁରୋ:ହିନ୍ଦୁସ୍ତାନୀ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଉପରେ ସମାନ ଆଭିମୁଖ୍ୟ ରଖିଥିବା ଜଣାଶୁଣା ସଂଗୀତଜ୍ଞ ଭାନରାଜ ଭାଟିଆ ଶୁକ୍ରବାର ସକାଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ କରିଛନ୍ତି।ତାଙ୍କୁ ୯୩ ବର୍ଷ ହୋଇଥିଲେ। ଭାଟିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଞ୍ଚ ବର୍ଷ ସଙ୍ଗୀତ ଅଧ୍ୟାପକ ଥିଲେ। ଶ୍ୟାମ […]


