କଟକ(ନି.ପ୍ର)୨୪/୧୦/୨୫:କଟକ ୪୨ ମୌଜା ନିକଟସ୍ଥ ଝିଙ୍କିରିଆ ଠାରେ କଟକ ଜିଲ୍ଲା ମିନିଟ୍ରକ ମାଲିକ ସଂଘ ର ନୃତନ୍ କାର୍ଯ୍ୟାଳୟ ଯଥାବିଧି ଶୁଭ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଈଂ ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନନୀୟ ଅତିଥି କଟକ ଆର. ଟି. ଓ ଶ୍ରିଯୁକ୍ତ ବିଶ୍ୱଜିତ୍ ଦାଶ,୪୨ ମୌଜା ଥାନା ଆଇ.ଆଇ.ସି, ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ ର ରାଜ୍ୟ ସଭାପତି […]

ବାସ୍ତବ ବ୍ୟୁରୋ: ଏବେ ୟୁପିଆଇ ମଧ୍ୟମରେ ଦୈନିକ ସର୍ବାଧିକ ୧ ଲକ୍ଷ ଟଙ୍କା ପଠା ହୋଇପାରୁଛି । କିନ୍ତୁ ଏବେ ୧୫ ସେପ୍ଟେମ୍ବର, ୨୦୨୫ ଠାରୁ, କିଛି ନିର୍ଦ୍ଦିଷ୍ଟ ନେଣଦେଣ ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ୟୁପିଆଇ ବ୍ୟବସ୍ଥାର ପରିଚାଳନା କରୁଥିବା ଏନପିସିଆଇ ଏହି ପରିବର୍ତ୍ତନ ଘୋଷଣା କରିଛି ।   ନୂଆ ନିୟମ ଦ୍ବାରା  ଟିକସ ଦେବା, ବୀମା ପ୍ରିମିୟମ ଦେବା, ଋଣ ଇଏମଆଇ ଦେବା, […]

ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିଲାନି ଆରବିଆଇ। ୬.୫ ପ୍ରତିଶତରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।  ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି(ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (ଏମପିସି)ର ଛଅ ଜଣିଆ ସଦସ୍ୟ […]

ବାସ୍ତବ ବ୍ୟୁରୋ: ‘ରୋପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ RBI। କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ସ୍ଥିର ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ପ୍ରକାଶ […]

ବାସ୍ତବ ବ୍ୟୁରୋ : ଆରବିଆଇ ଆଜି ଏହାର ଆରବିଆଇ କ୍ରେଡିଟ୍ ପଲିସି(ମୁଦ୍ରା ନୀତି) ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ପୂର୍ବରୁ ଥିବା ରେପୋ ହାର ୬.୫୦ ପ୍ରତିଶତକୁ ବଳବତ୍ତର ରଖାଯାଇଛି। ଏହା ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହୋଇଥିଲେ ମଧ୍ୟ ଯେଉଁମାନେ ବ୍ୟାଙ୍କରୁ ଶସ୍ତା ଋଣ ପାଇଁ […]

ବାସ୍ତବ ବ୍ୟୁରୋ: ସରକାରଙ୍କ ମାଇଁଗଭ୍‌ଇଣ୍ଡିଆ ପ୍ଲାଟଫର୍ମରୁ ଜଣାଯାଇଛି ଯେ ଡିଜିଟାଲ ପେମେଣ୍ଟ୍‌ ରୢାଙ୍କିଂରେ ଭାରତ ୨୦୨୨ ମସିହାରେ ବିଶ୍ବରେ ଶୀର୍ଷସ୍ଥାନରେ ରହିଛି। ଭାରତ ପଛକୁ ବ୍ରାଜିଲ (୨୯.୨ ନୟୁତ), ଚୀନ (୧୭.୬ ନିୟୁତ), ଥାଇଲାଣ୍ଡ (୧୬.୫ ନିୟୁତ) ଏବଂ ଦକ୍ଷିଣ କୋରିଆ (୮ ନିୟୁତ) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି। ୨୦୨୨ରେ ଦେଶରେ ୮୯.୫ ନିୟୁତ ଡିଜିଟାଲ କାରବାର ହୋଇଥିଲା। ଏଥିସହିତ ୨୦୨୨ରେ ବିଶ୍ବ ରିଅଲ ଟାଇମ୍‌ […]

ବାସ୍ତବ ବ୍ୟୁରୋ: ଜୁନ୍‌ ପହିଲାରୁ ଖସିଲା ଗ୍ୟାସ ଦର । କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି । ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି। ଗତ ମାସ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ ୧୮୫୬.୫୦ ଟଙ୍କା ଥିଲା। ଜୁନ୍‌ରେ ୮୩ ଟଙ୍କା କମିବା ପରେ ଏହାର ମୂଲ୍ୟ ୧୭୭୩ ଟଙ୍କା ହୋଇଛି। ବିହାର ରାଜଧାନୀ ପାଟଣାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୩ […]

ବାସ୍ତବ ବ୍ୟୁରୋ: ଆଜି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି,ଅଚଳ ନୁହେଁ ୨୦୦୦ ଟଙ୍କିଆ ନୋଟ୍ । ଆମେ ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରି ନେଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍‌ର ପୂର୍ବ ନିର୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ। ୨୦୦୦ ଟଙ୍କିଆ ନୋଟ୍‌ ସଚଳ ହୋଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନ […]

ବାସ୍ତବ ବ୍ୟୁରୋ: ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡରର ଦର ହ୍ରାସ ପାଇଛି। ଏହାର ଦରରେ ୧୭୧ ଟଙ୍କା ୫୦ ପଇସା କମିଛି। ଆଜିଠାରୁ ନୂଆ ଦରକୁ ଲାଗୁ କରାଯାଇଛି। ଫଳରେ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ୧୮୫୬ ଟଙ୍କା ୫୦ ପଇସାରେ ଉପଲବ୍ଧ ହେବ। ମୁମ୍ବାଇରେ ଏହାର ଦର ୧୮୦୮ ଟଙ୍କା ୫୦ ପଇସାକୁ ଖସିଥିବା ବେଳେ କୋଲକାତାରେ ୧୯୬୦ ଟଙ୍କା ୫୦ […]

ବାସ୍ତବ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ୍ ଆରବିଆଇ ଆଜି (ଗୁରୁବାର) ରେପୋରେଟ ଅପରିବର୍ତ୍ତିତ ରଖିଛି। ଆରବିଆଇ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ରେପୋ ରେଟ୍‌ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛି ଆରବିଆଇ। ମନିଟାରି ପଲିସି କମିଟି (ଏମ୍‌ପିସି) ଏହି ନିଷ୍ପତ୍ତି […]

Pin It on Pinterest