ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର):ଏହି ସ୍ମରଣୀୟ ଦିବସରେ ୨୨ତାରିଖ ରୁ ୨୪ ତାରିଖ ମଧ୍ୟରେ ମନ୍ଦିର ପରିସରରେ ଏକ ଯଂଜ୍ଞର ଆୟୋଜିତ ହୋଇଥିଲା। ଏହି ଅବସରରେ ଅଂକୁର ପୂଜା, କଳସ ଯାତ୍ରା, ସୂର୍ଯ୍ୟପୂଜା, ଧେନୁ ପୂଜା, ଅଗ୍ନି ସ୍ଥାପନ, ଗୀତାପାଠ, ରୁଦ୍ରାଭିଷେକ ଓ଼ ଚଣ୍ଡୀପାଠ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସମ୍ମାନୀୟ ଅତିଥିଭାବେ ଏକାମ୍ର ବିଧାୟକ ବାବୁ ସିଂ,ବି.ଏମ୍.ସି ମେୟର ସୁଲୋଚନା ଦାସ, କର୍ପୋରେଟର ବିରଞ୍ଚି ନାରାୟଣ ମହାଶୂପକାର, ସମାଜସେବୀ ସଂଗ୍ରାମ କିଶୋର […]

ଭୁବନେଶ୍ୱର(ନି.ପ୍ର):ଅନ୍ତର୍ଜାତୀୟ ଭକ୍ତି ଓ ସାଂସ୍କୃତିକ ଭବ୍ୟତା ସହିତ ଉଦଘାଟିତ ଶ୍ରଦ୍ଧାସୃଦ ଗୁରୁଜୀ ଡ଼.ଚନ୍ଦ୍ରଭାନୁ ଶତପଥିଙ୍କ ଦ୍ବାରା ରଚିତ ଶ୍ରୀ ଗୁରୁ ଭାଗବତ ପବିତ୍ର ଗ୍ରନ୍ଥର ରୌପ୍ୟ ଜୟନ୍ତୀ ଉତ୍ସବ ଭୁବନେଶ୍ବରରବୀନ୍ଦ୍ର ମଣ୍ଡପଠାରେ ଏକ ଭବ୍ୟ ଭକ୍ତି ଏବଂ ସାଂସ୍କୃତିକ ସମ୍ମିଳନୀରେ ଆୟୋଜିତ ହୋଇଯାଇଛି lଏହି ଗ୍ରନ୍ଥର ପ୍ରଥମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା, ୩୦ ନଭେମ୍ବର ୨୦୦୧ ରେ ପ୍ରକାଶିତ ହୋଇଥିଲା।ଏହି ଅବସରକୁ “ଶ୍ରୀ ଗୁରୁ ଭାଗବତ ଉତ୍ସବ” ଭାବେ ଉଲ୍ଲେଖ […]

ପଞ୍ଚୁକର ମହତ୍ତ୍ୱ ବୁଝାଇଲେ ପଣ୍ଡିତ ବିଶ୍ୱନାଥ ଶତପଥୀ​ଭୁବନେଶ୍ୱର(ତ୍ରିଭୁବନମହାପାତ୍ର)୦୨/୧୧: ଆଜି ପୁରୁଣା ଭୁବନେଶ୍ୱରର ଏକାମ୍ର ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ଏକ ମହାନ୍ ଆଧ୍ୟାତ୍ମିକ ସଭା ଶାସନପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ମାସର ପବିତ୍ର ପରିବେଶରେ ଆୟୋଜିତ ଏହି ସଭାର ମୁଖ୍ୟ ବିଷୟବସ୍ତୁ ଥିଲା ‘ଜଗନ୍ନାଥ ଚେତନା, ସଂସ୍କୃତି ଏବଂ ପଞ୍ଚୁକର ମହତ୍ତ୍ୱ’।​ଏହି ସଭାରେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ବିଶାରଦ ପଣ୍ଡିତ ବିଶ୍ୱନାଥ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ […]

ସଂଜୟ ଶତପଥୀ(କଟକ): ଶ୍ରୀଜଗନ୍ନାଥ ପାଟରାକ୍ଷୀ ବିକାଶ ପରିଷଦ ଆନୁକୁଲ୍ୟରେ ମାଆ ସୁଭଦ୍ରାଙ୍କ ଠାରୁ ପ୍ରେରିତ ପାଟ ରାକ୍ଷୀ ଶ୍ରୀକ୍ଷେତ୍ର ଧାମରୁ ତୁଳସୀ କ୍ଷେତ୍ର ବଳଭଦ୍ର ଜୀଉଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଶୋଭାଯାତ୍ରା ସହିତ ପାଳିତ ହୋଇଯାଇଅଛି। ପୂର୍ବଦିନ ଗୋବର୍ଦ୍ଧନ ମଠରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଭଗବାନଙ୍କ କରକମଳରେ ଏହି ପାଟରାକ୍ଷୀ ଶୁଭାରମ୍ଭ ହୋଇ ଶ୍ରୀମନ୍ଦିର ନିକଟରୁ ଯାତ୍ରା ଆରମ୍ଭ ହୋଇଛି। ସର୍ବପ୍ରଥମେ ପ୍ରତାପ ନଗରୀ ମାଆ ଧାକୁଲେଇ […]

କଟକ(ସଂଜୟ ଶତପଥୀ): ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ପକ୍ଷରୁ ଆୟୋଜିତ ଦଶାବତାର କଥାମୃତ ଗତକାଲି ଐତିହାସିକ ଟାଉନହଲ ସଭାଗୃହରେ ଉଦଯାପିତ ହୋଇଯାଇଛି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ରାଜନେତା ନୟନ କିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ବିଜେପି ରାଜ୍ୟ ଉପ-ସଭାପତି ସୁନାମଧନ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସତସଙ୍ଗକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସଦଗୁରୁଙ୍କ […]

ବାସ୍ତବବ୍ୟୁରୋ(କଟକ): କଟକ ମହାନଗର ନିଗମ ଅନ୍ତର୍ଗତ ସେକ୍ଟର -୬,ସି.ଡି.ଏ ର ଜଣାଶୁଣା ଧର୍ମପରାୟଣ ମହିଳା ଶ୍ରୀମତୀ ପ୍ରମୋଦା ମିଶ୍ର ଙ୍କ ର ଗତ ରବିବାର ଦିନ କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।ସ୍ବର୍ଗତାଃ ମିଶ୍ର ବିଗତ ୩ ମାସ ଧରି ଅସୁସ୍ଥ ଥିଲେ।ସେ ଓଡ଼ିଶା ପୋଲିସ୍ ବିଭାଗର ଅପରାଧ ନିୟନ୍ତ୍ରଣ ଶାଖା, କଟକ […]

ସଂଜୟ ଶତପଥୀ(କଟକ): କଟକ ର ବହୁ ପୁରାତନ ଯୁବ ସଂଗଠନ ବନ୍ଧବାଶେଳୀ କ୍ଲବ ପକ୍ଷରୁ କ୍ଲବ ପରିସରରେ ଶ୍ରୀ ବୁଢା ଗଣେଶଙ୍କ ନିକଟରେ ପବିତ୍ର ଘାଣ୍ଟ ଭୋଗ ଲାଗି,କଟକିଆ ଙ୍କୁ ବଣ୍ଟନ କରାଯାଇଥିଲା।ଏହା କଟକ ର ଭାଇଚାରା କୁ ଅକ୍ଷୁର୍ଣ୍ଣ ରଖିବାକୁ ଏହି ସଂଗଠନ ର ପ୍ରୟାସ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ସହରର ବରିଷ୍ଠ ମୂରବୀ ଶ୍ରୀ କବୀନ୍ଦ୍ର ସାହୁ, ଶ୍ରୀ ନିବାସ ମିଶ୍ର, […]

କଟକ(ସଂଜୟ ଶତପଥୀ):୨୧/୯-ବିକଶିତ ଓଡିଶାର ସ୍ବପ୍ନ ଦେଖୁଥିବା ଓଡିଶା ନବନିର୍ମାଣ ବିକାଶମଞ୍ଚର କେନ୍ଦ୍ରୀୟ ସଭାପତି ତଥା ରେଭେନ୍ସା କଲେଜର ପୂର୍ବତନ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସଙ୍କୁ ସମାଜସେବା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପବିତ୍ର ଅନନ୍ତବ୍ରତ ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସମାରୋହରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଅତିଥି ଭାବେ ଯୋଗଦେଇ ପ୍ରଫେସର ଡକ୍ଟର ଦାସଙ୍କୁ ଉପାୟନ, ପୁଷ୍ପଗୁଚ୍ଛ […]

ବରଗଡ଼:-୯.୯(ନବୀନ କୁମାର ଦାଶ)ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗି ବାହାଲ ଗ୍ରାମ ର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେ ଲେଟିକ ଆସୋସିଏସନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ପଦମପୁର ର […]

ଭୁବନେଶ୍ୱର ୦୫/୦୯(ଗୌତମ ମିଶ୍ର ) ପଶ୍ଚିମ ଓଡିଶା ର ପାରମ୍ପରିକ ଗଣପର୍ବ ନୁଆଖାଇ ସେପ୍ଟେମ୍ବର ୮ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ କୃଷି ଭିତ୍ତିକ ପର୍ବ ସମସ୍ତ ପଶ୍ଚିମ ଓଡିଶା ଲୋକେ ଏହି ପର୍ବ ରେ ନିଜକୁ ସାମିଲ କରିଥାନ୍ତି। ଧାନ ଅମଳର ଖୁସିରେ ଏହି ଉତ୍ସବ ପାଳନ କରାଯାଇଥାଏ। ସମସ୍ତେ ନିଜ ନିଜ ଘରେ ପିଠା ପଣା ନାଚ ଗୀତ ରେ ମସଗୁଲ ହୋଇ ଏହି ଉତ୍ସବ […]

Pin It on Pinterest