ବଲାଙ୍ଗିର(ନି.ପ୍ର): ଭୀମ ଭୋଇ ମେଡିକାଲ କଲେଜରେ ପୁଞ୍ଜିଲାଲ୍ ମେହେର-BBMCHର ମେଡିସିନ୍ ଓ୍ୱାର୍ଡରେ ଚାଲିଛି ପୁଞ୍ଜିଲାଲ୍ ମେହେରଙ୍କ ଚିକିତ୍ସା.-ଗତ ୨୧ ତାରିଖରୁ ବଲାଙ୍ଗିର ଜେଲରେ ଅନଶନ କରିଥିଲେ ପୁଞ୍ଜିଲାଲ୍.-ଗୁରୁତର ହେବାରୁ ଗତକାଲିଠୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ପୁଞ୍ଜିଲାଲ୍.-ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍.-ଆଜୀବନ କାରାଦଣ୍ଡାଦେଶ ପରେ ସଜା ଭୋଗୁଛନ୍ତି ପୁଞ୍ଜିଲାଲ୍ ମେହେର

–ଯାଜପୁର ଟାଉନ କାଳୀ ପୂଜା ଆମସାହି ମେଢ଼ ପ୍ରତିଯୋଗିତାର ବିଜେତା ଘୋଷଣା–ବେଷ୍ଟ ତୋରଣ- ମାଆ ଆଦ୍ୟ ଗରୁଡ଼ କାଳୀ ପୂଜା କମିଟି-ବେଷ୍ଟ ମୂର୍ତ୍ତି- ନାରାୟଣ ଛକ ପୂଜା କମିଟି-ବେଷ୍ଟ ମେଢ଼- ଗରିଆପୁର ଶ୍ୟାମାକାଳୀ କମିଟି-ବେଷ୍ଟ ସାଜସଜ୍ଜା- କିଆନାଳି କୂଳ କାଳୀପୂଜା କମିଟି-ବେଷ୍ଟ ବାରୁଆଳି- ମହାବୀର ଛକ ପୂଜା କମିଟି-ଜୁରି ଆୱାର୍ଡ- ମାର୍କେଟ୍ ଛକ ଶ୍ୟାମା ପୂଜା କମିଟି

ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି’-‘ବିଶେଷକରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡ଼ିପାରେ’-‘ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ’-‘ଜଳସମ୍ପଦ, ପଞ୍ଚାୟତିରାଜ, କୃଷି, ଶକ୍ତି ବିଭାଗକୁ ସଜାଗ କରିଛୁ’-‘ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ’-‘ଯଦି କେହି ପାଣିରେ ରୁହନ୍ତି, ରନ୍ଧା ଖାଦ୍ୟ ଯୋଗାଇବୁ’

ଭୁବନେଶ୍ୱର(ନି.ପ୍ର): ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ।ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛିଏହି ଚନ୍ଦ୍ରଗ୍ରହଣ।ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି।ତେଣୁ କେତେବେଳେ କଣ କରିବେ, ଖାଇବାକୁ ନେଇ କଣ କହୁଛନ୍ତି ଜ୍ୟୋର୍ତିବିଦ ନବକିଶୋର ମିଶ୍ର ଯାଣନ୍ତୁ। ରବିବାର ରାତିର ଆକାଶରେ ସଂଘଠିତ ହେବ ମହାଜାଗତିକ ଦୃଶ୍ୟ ।ସେପ୍ଟେମ୍ୱର ୭ ତାରିଖ ଆଜି ହେବ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ।ରାତି ୯ଟା ୫୮ ମିନିଟରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା […]

କଟକ(ସଂଜୟ ଶତପଥୀ)୧୪।୦୭: ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶୀ ଉକ୍ତ ଅନୁଷ୍ଠାନର ଶିକ୍ଷକଙ୍କ ଦ୍ଵାରା ନିର୍ଯାତିତା ହେବା ଫଳରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ସମଗ୍ର ଦେଶକୁ ବ୍ୟଥୀତ କରିପକାଇଛି । ବର୍ତ୍ତମାନ୍ ଛାତ୍ରୀଙ୍କ ଶରୀରର ବହୁ ଅଂଶ ଗଭୀର ଭାବେ ପୋଡ଼ି ଯାଇଥିବାରୁ ସେ ଭୁବନେଶ୍ୱରସ୍ଥିତ ଏମସ ହସପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା […]

ସଂଜୟ ଶତପଥୀ(କଟକ)୨।୭ : ଭକ୍ତିରେ ବନ୍ଧା, ଭାବରେ ଛନ୍ଦା । ତାଙ୍କରି ଯାତ୍ରାକୁ ନେଇ ମହାନଦୀବିହାରସ୍ଥିତ ମଙ୍ଗଳାମନ୍ଦିର ଛକରେ ଆୟୋଜିତ ହେଉଅଛି ଶ୍ରୀଗୁଣ୍ଡିଚା ମହୋତ୍ସବ – ୨୦୨୫ । ମହୋତ୍ସବ କମିଟିର ଆବାହକ ସଞ୍ଜୟ ଜେନା ଓ ହିମାଂଶୁ ଷଡ଼ଙ୍ଗୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଷଷ୍ଠ ସନ୍ଧ୍ୟାରେ,ଉଦଘାଟକ ଭାବେ କଟକ ଡିସିପି ରିଷିକେଶ ଖିଲାର ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, […]

ବାସ୍ତବବ୍ୟୁରୋ(ପୁରୀ): ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ଧାମ ଦୁଦୁୱଲା ଧର୍ମଶାଳା ପୁରୀ ଠାରେ ଶ୍ରୀଜଗନ୍ନାଥ ଚେତନା ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ଦଳପତି ଡଃ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଓଡ଼ିଶାର ପ୍ରାୟ ସହସ୍ରାଧିକ ଚାରଣ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ରାଧାବଲ୍ଲଭ ମଠର ମହନ୍ତ ପୂଜ୍ୟ ସ୍ୱାମୀ ରାମକୃଷ୍ଣ ଦାସ ମହାରାଜ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି […]

ବାସ୍ତବବ୍ୟୁରୋ(ଭୁବନେଶ୍ବର)୧୬ ମାର୍ଚ୍ଚ, ୨୦୨୫:ଆଜି ସନ୍ଧ୍ୟାରେ ବର୍ଷା ପବ୍ଲିକେସନ୍‌ ପକ୍ଷରୁ ପ୍ରକାଶିତ ଲୋହିଆ ଏକାଡ଼େମୀ ସଭାକକ୍ଷରେ ଗାଳ୍ପିକା ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରଥମ ଚରଣରେ ଆଜି ମହାପ୍ରୟାଣ ଲଭିଥିବା ପ୍ରଣମ୍ୟ କବି ରମାକାନ୍ତ ରଥଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। […]

ଭୁବନେଶ୍ବର/୩‌/୨୦୨୫: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ରଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ବିଶିଷ୍ଟ ସାହିତ୍ୟିକ ତଥା କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ବରେ ୟୁନିଟ ୩ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର […]

ସଂଜୟ ଶତପଥୀ(କଟକ): ଓଡ଼ିଶା ର ସର୍ବପୁରାତନ ଶିକ୍ଷାନୁଷ୍ଠାନ କଟକର ପ୍ୟାରୀମୋହନ ଏକାଡେମୀ ର ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ ଫଟୋ ସାମ୍ବାଦିକ ଶ୍ରୀ ହୃଦୟନାଥ ଦାଶ ଓ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ପାଣ୍ଡବ ଭାଇ ଙ୍କ ଅକାଳ ବିୟୋଗ ରେ ପ୍ୟାରୀମୋହନ ଏକାଡେମୀ ପୁରାତନ ଛାତ୍ର ସଂସଦ (ପାଓସା) ପକ୍ଷରୁ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ତଥା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଆଭାରାଣୀ ବୋଷ ଙ୍କ ସଭାପତିତ୍ବରେ ବିଦ୍ୟାଳୟ […]

Pin It on Pinterest