୧-କମିବାର ନାଁ ନେଉନି କରୋନା: ସଂକ୍ରମିତ ସଂଖ୍ୟାରେ ଚୀନ୍‌କୁ ଟପିଲା ଆମେରିକା, ଇଟାଲୀରେ ମଡକ, ବିଶ୍ବରେ ମୃତ୍ୟୁ ସଂଖ୍ୟା ୨୪ ହଜାର ୮୭୫। ୨-ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍: ତିନି ମାସର ଆଗୁଆ ରାସନ, ବୃଦ୍ଧ- ବିଧବା, ଦିବ୍ୟାଙ୍ଗଙ୍କୁ ଭତ୍ତା ଓ ଶ୍ରମିକଙ୍କୁ ଆର୍ଥିକ ସହାୟତା। ୩-ବେଙ୍ଗାଲୁରୁ :୧୦ ମାସର ଶିଶୁ କରୋନା ସଂକ୍ରମିତ, କ୍ଵାରେଣ୍ଟାଇନରେ ଗୋଟିଏ ପରିବାରର ୬ ଜଣ। ୪-ଡ୍ରିମ୍ସ କ୍ୟାମ୍ପସରେ ଯୁଦ୍ଧକାଳୀନ ଭିତ୍ତିରେ […]

୧-ଆଉ ନାହିଁ ବର୍ଷା, ଆଜିଠାରୁ ବଢିବ ଖରା। ୨-କଟକବାସୀଙ୍କ ପାଇଁ ଖୁସି ଖବର,ଜନଗହଳି ଏଡାଇବା ପାଇଁ ସିଏମସି ଆରମ୍ଭ କଲା ହୋମ୍‌ ଡେଲିଭରି ସୁବିଧା। ୩-କରୋନା: BSNL ଲଞ୍ଚ କଲା ଜିରୋ କଷ୍ଟର Work@Home ପ୍ଲାନ, ଘରେ ବସି ବ୍ୟବହାର କରିପାରିବେ ମାଗଣା ଇଣ୍ଟରନେଟ। ୪-ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବା ପାଇଁ ଭୁବନେଶ୍ୱର ଏମ୍ସର ପ୍ରୟାସ । ରାଜ୍ୟର ଦ୍ୱିତୀୟ କରୋନା ନମୁନା ପରୀକ୍ଷା କେନ୍ଦ୍ର […]

୧-ସାରା ଦେଶରେ ଲକଡାଉନ୍, ମଙ୍ଗଳବାର ରାତି ୧୨ଟାରୁ ୨୧ ଦିନିଆ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ୨-ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଓ ଆଧାର-ପାନ୍‌ ଲିଙ୍କ୍ ସମୟସୀମା। ୩-‘ମୋ ଜୀବନ’ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ : ଆତ୍ମୀୟଙ୍କ ନାମରେ ନିଅ ଶପଥ, ସତର୍କ ରହି କରୋନାକୁ କର ପ୍ରତିହତ। ୪-୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ […]

୧-ଜନତା କର୍ଫ୍ୟୁ ପାଇଁ କୃତଜ୍ଞତା ଜଣାଇଲେ ମୋଦି, କହିଲେ ଏହା ଏକ ଲମ୍ବା ଲଢ଼େଇରେ ବିଜୟର ଆରମ୍ଭ। ୨-ଅଦ୍ଭୁତ ପୂର୍ବ ଜନତା କର୍ଫ୍ୟୁ,ସାରା ଦେଶ ନିସ୍ତବ୍ଧ,ନିର୍ଜନ।ଗାଡ଼ି ମୋଟର ଚଳାଚଳ ଠପ୍,ଦୋକାନ ବଜାର ସବୁ ବନ୍ଦ। ଘରେ ବନ୍ଦ ହେଲେ ୧୩୦କୋଟି ଲୋକ। ୩-ନୂଆ ଦିଲ୍ଲୀ:ଭାରତରେ ୩୯୬ କରୋନା ରୋଗୀ, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି।୭୫ଜିଲ୍ଲା ଲକଡାଉନ୍। ୪-କରୋନା ଯୁଦ୍ଧରେ ସାମିଲ ଥିବା ଲୋକଙ୍କୁ ଘଣ୍ଟି, ଥାଳି ଓ ତାଳି ମାରି […]

ବାସ୍ତବ ବ୍ୟୁରୋ – ସାରା ବିଶ୍ୱ ପାଇଁ  ‘କରୋନା’ ଭାଇରସ୍  ବଡ ସମସ୍ୟା ରୂପେ ଉଭାହେଇଛି । ଦେଶରେ ୨୭୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ମଧ୍ୟ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଏହି ‘ବିଶ୍ୱ ମହାମାରୀର ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଆସନ୍ତାକାଲି […]

୧-ବ୍ରହ୍ମପୁର ମେଡ଼ିକାଲ ଛାତ୍ର ଜ୍ୟୋତି ରଞ୍ଜନ ଦାସଙ୍କ ବାପା ଜଣେ ଦରଜୀ, ପଇସା ଅଭାବରୁ ଅଧାରୁ ରହିଯାଇଥାନ୍ତା ଡାକ୍ତରୀ ପାଠପଢା, ସହାୟତାର ହାତ ବଢାଇ, ମନରେ ଆଶା ସଞ୍ଚାର କରାଇଲେ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ୨-ଆଜି ଠାରୁ ମାର୍ଚ୍ଚ ୩୧ ଯାଏଁ କଟକ-ଭୁବନେଶ୍ବରର ସବୁ ମଲ ବନ୍ଦ:CP ୩-ଓଡ଼ିଶାରେ କରୋନା। ଆକ୍ରାନ୍ତଙ୍କ ଘର ଭୁବନେଶ୍ୱର, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ। ୪-ପର୍ଯ୍ୟଟକଙ୍କୁ ବିଶ୍ୱପ୍ରସିଦ୍ଧ କୋଣାର୍କ ମନା ,ପରବର୍ତ୍ତୀ ନିର୍ଦ୍ଦେଶ […]

୧-କରୋନା : ୧୨ ଦିନରେ ରେଳବାଇର ୮୫କୋଟି ଟଙ୍କା କ୍ଷତି, ଟିକେଟ୍ ରଦ୍ଦ କଲେ ୧୨ଲକ୍ଷ ଯାତ୍ରୀ। ୨-କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ, ଅନିର୍ଦ୍ଦିଷ୍ଟ କାଳ ପାଇଁ KISSକୁ ଛୁଟି ଘୋଷଣା, ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ୩-ଆଜି ଠାରୁ କୋଚିଙ୍ଗ ସେଣ୍ଟର ଓ ଟ୍ଯୁସନ ବି ବନ୍ଦ:CP ୪-ପୁରୀରେ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । ଆଜିଠାରୁ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିପାରିବେନି ପର୍ଯ୍ୟଟକ […]

2003- SARS ଭୂତାଣୁ,ମୃତ୍ୟୁ ହାର 10%,26 ଦେଶ ପ୍ରଭାବିତ 2009-Swine flu ଭୂତାଣୁ,ମୃତ୍ୟୁ ହାର 4.5%,6 କୋଟି ଲୋକ ପ୍ରଭାବିତ 2014- EBOLA,ମୃତ୍ୟୁ ହାର 25%, 12000 ମୃତ୍ୟ 2020- Corona Virus , 80 ଦିନ ରେ 3200 ମୃତ୍ୟୁ, ମୃତ୍ୟୁ ହାର 3% ରୁ କମ୍ 4 ଟି ମଧ୍ୟରୁ Corona Virus COVID19 ଯୋଗୁଁ ମୃତ୍ୟୁ ହାର ସବୁଠାରୁ କମ୍,କିନ୍ତୁ ଏବେ ଏହି ରୋଗ ପାଇଁ […]

କାକୁଡ଼ି ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ ଅଳ୍ପେ ବହୁତେ ପ୍ରାୟ ସମସ୍ତେ କିଛି କିଛି ଜାଣିଥାନ୍ତି, ସାଧାରଣତଃ କାକୁଡି କୁ ସାଲାଡ଼ ଭାବେ ଖାଇବାକୁ ଭଲ ଲାଗିଥାଏ |ହେଲେ, କାକୁଡି ର ଉପକାରିତା ଗୁଣ ବିଷୟରେ ଜାଣିଲେ, କାକୁଡି ନ ଖାଉଥିବା ଲୋକ ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିବେ | ଆସନ୍ତୁ ଜାଣିବା ଆମ ସ୍ୱାସ୍ଥ୍ୟ ପାଇଁ କାକୁଡି ର ଆବଶ୍ୟକତା କେତେ- * ଏହା […]

ବେକରେ ଯନ୍ତ୍ରଣା ପାଇଁ କଷ୍ଟ ଅନୁଭବ କରୁଛନ୍ତି କି ?ଚଟାଣ କିମ୍ବା ଚୌକିରେ ତ୍ରୁଟିପୂର୍ଣ୍ଣ ବସିବା ଭଙ୍ଗୀ, ଦୀର୍ଘସମୟ ଧରି ମୋଟର‌୍‌ସାଇକେଲ ଚାଳନା, କ˚ପ୍ୟୁଟର‌୍‌ ଚାଳନା ବେକ ଯନ୍ତ୍ରଣାର କାରଣ ହୋଇପାରେ। ବେଳେବେଳେ ବେକ ଯନ୍ତ୍ରଣା ହୃଦ୍‌ଘାତର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ। ଗଣ୍ଠି ସମସ୍ୟା ଥିଲେ ବେକ ଫୁଲିବା, ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ। ମୁଣ୍ତ, କାନ୍ଧ, ବାହୁରେ ଯନ୍ତ୍ରଣା ଅନୁଭୂତ ହୁଏ। ଉପଶମ ପାଇଁ ଘରୋଇ ଚିକିତ୍ସା କରିପାରିବେ। […]

Pin It on Pinterest