କାମନା ଦଣ୍ଡନୃତ୍ୟ ତା 01,04,1922 ମସିହାରେ ଗଞ୍ଜାମ ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ର ତଲସଗାର ପଡ଼ା କୁ ଅଣାଯାଇଥିଲା,ଏହି ପର୍ଵ ଚୈତ୍ରମାସରେ ପାଳିତ ହୁଏ,ଏହି କାମନା ଦଣ୍ଡ ନୃତ୍ୟ ମହତ୍ୱ ହେଉଛି ମନର ଭକ୍ତି ଏବଂ କାମନା, ଯେଉଁ ଭକ୍ତ ମାନଙ୍କର ମନରେ କାମନା ଥାଏ ,ତାହେଲେ ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲେ କାମନା ଦଣ୍ଡନୃତ୍ୟ କରିବା ପାଇଁ ରାମପୁର ଠାରେ ଥିବା ଦଣ୍ଡନୃତ୍ୟର ଦଳ କୁ […]
ବିଶେଷ
କଳାହାଣ୍ଡି ଜିଲ୍ଲାରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ନର୍ଲା ବ୍ଲକ ଅନ୍ତର୍ଗତ ସେରଗଡ଼ ଗ୍ରାମପଞ୍ଚାୟତ ର ଶ୍ରୀପାଲି ଗ୍ରାମର ବନିତା ପୋଢ଼ (45) ପିତା ରବି ପୋଢ଼ ଏବଂ ତାଙ୍କ ଭାନଜି ବୈଷ୍ଣବୀ ପୋଢ଼ ଙ୍କ ସହିତ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଲାଗି ରହିଥିବା ନିଜ ଜମି କୁ ସକାଳ ପ୍ରାୟ ୮ଘଣ୍ଟା ସମୟରେ ଯାଇଥିଲେ । ବନିତା ପୋଢ଼ […]
କଳାହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ କଳାହାଣ୍ଡି ଜିଳ୍ଳା ପର୍ଯ୍ୟଟନ ମାନଚିତ୍ର ରେ ଏକ ପ୍ରମୁଖ ସ୍ଥାନ ରହିଛି ଗୁଡହାଣ୍ଡି ଡୋକରିଚଞ୍ଚରା ର ବର୍ଷସାରା ଏଠାରେ ପର୍ଯ୍ୟଟକ ମାନଙ୍କ ଭିଡ ରହୁଥିବା ବେଳେ ରାମନବମି ରେ ରାମନାମରେ ମୁଖରିତ ହୋଇପଡେ ଏହି ମଧୁମାଧବ କ୍ଷେତ୍ର। ଆଜିକୁ ୫୦ ବର୍ଷ ହେବ ଏଠାରେ ରାମନବମି ମହୋତ୍ସବ ପାଳନ ହେଉଥିବା ବେଳେ ରାମନବମି ଠାରୁ ପୁର୍ଣିମା ପର୍ଯ୍ୟନ୍ତ ନଅଦିନ […]
ରାଜ୍ୟ ସରକାର ଲୋକଙ୍କୁ ୧୦୦ ଦିନିଆ ମଜୁରୀ ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବା ବେଳେ, ତାହା ଏଠାରେ ଫେଲ ମାରିଥିବାର ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟା ଗ୍ରାମ ପଞ୍ଚାୟତର ଜରିଗୁମା ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କରାଘାଟି ବନ୍ଧର ପଙ୍କ ଉଦ୍ଧାର କାର୍ଯ୍ୟରେ ଶ୍ରମିକ ବଦଳରେ GCB ଗାଡି ଓ Tractor ଦ୍ୱାରା ବେଆଇନ ଭାବେ […]
କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀର ଭାନପୁର ପଞ୍ଚାୟତ ଅଧୀନସ୍ଥ ରାକ୍ସି ଗ୍ରାମର ଜନକ ଋଷିବାଗ,ପିତା-ରାମଚନ୍ଦ୍ରବାଗ ଏବଂ ଘୋଡ଼।ବନ୍ଧ ପଞ୍ଚାୟତ ର ଲମସିଙ୍ଗା ଗ୍ରାମର ସୁନ୍ଦର ପଧାନ ପିତା-ଆନନ୍ଦ ପଧାନ ଅଧାର ନମ୍ବର-915747530139 ଅଟେ, ଦୁହେଁ 2019 ନିର୍ବାଚନ ପ୍ରଥମଚରଣରେ ମତଦାନ ଦେବାପାଇଁ ନିକଟସ୍ଥ ଲମସିଙ୍ଗା ଗ୍ରାମର ୟୁପିଏସ ସ୍କୁଲ କୁ (81)ନମ୍ବର ଜୋନ ଏବଂ ବୁଥ ନମ୍ବର-143 କୁ ଯାଇଥିଲେ,କିନ୍ତୁ ସେଠାରେ ଥିବା ପ୍ରିଜ।ଣ୍ଡିଙ୍ଗଅଫିସର ତୁମର ନାମ ନାହିଁ,ତୁମକୁ […]
ପ୍ରଥମ ପର୍ଯ୍ୟାୟ ଭୋଟ କଳାହାଣ୍ଡି ଜିଲ୍ଲାରେ ବହୁ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ଜୟପାଟଣା ବ୍ଲକ ଅନ୍ତର୍ଗତ ନାଗୁପଡା ବାସୀ ୨୦୧୯ ନିର୍ବାଚନ ରେ ଭୋଟ ବର୍ଜ୍ଜନ କରିଛନ୍ତି।ଗତ ୧୫ ଦିନ ଆଗରେ ଭୋଟ ବର୍ଜନ କରିବାକୁ ସେମାନେ ସ୍ଥିର କରିଥିଲେ।ପ୍ରଶାସନିକ ଅଧିକାରୀ ବୁଝେଇବା ସ୍ୱତେ କୋଣସି ସୁଫଳ ମିଳିନଥିଲା। ରାଜ୍ୟ ତଥା କେନ୍ଦ୍ର ସରକାର ତାଙ୍କ ପ୍ରତି ବହୁ ଅଣଦେଖା କରି ପ୍ରତିଶ୍ରୁତି […]
ଗତକାଳି ରାତିରେ କୋକସରା ପୋଲିସ ଟିମ ମୋଟେର ଖୁଟଲୁଗୁଡା ଛକ ନିକଟରେ ନିର୍ବାଚନି ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ OR08E6963 ଡିକିରୁ ନଗଦ ୫ ଲକ୍ଷ ଟଙ୍କା ମିଲିଛି। ଯୁବକ ଜଣକ ବରଗଡ ଜିଲ୍ଲା ଆମ୍ବସୋଡା ବରାହଗୁଡା ର ଗ୍ରାମର ସୁଦାମ ଭୋଇ ବୋଲି ଜଣାପଡିଥିବାବେଲେ ଶ୍ରୀ ଗୋପାଳ ଫୀଡ ରାଇସ ମିଳକୁ ଟଙ୍କା ନେଇ ଯାଉଥିବା ପ୍ରକାଶ କରିଛି।ଟଙ୍କ ଧର କାଳୁ ମାଜିଷ୍ଟେଟ ଙ୍କ ନେତୃତ୍ୟରେ ପୋଲିସ […]
କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ରୋଡ ଏକ ପ୍ରମୁଖ ରେଳ ଷ୍ଟେସନ, ଏଠାରେ ହଜାର ହଜାର ଲୋକ ମାନେ ନିଜ ନିଜର କାମ କରିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, ନର୍ଲା ଏକ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାରେ ବିକାଶ ନା କିଛି ନାହିଁ, ମନେ ହେଉଛି ନର୍ଲା ଠାରେ ଆଉ ରେଳବାଇ ତରଫରୁ ହେବାକୁ ଥିବା ଏଲେଟ୍ରି ଲୋକୋମୋଟିଭି ୱର୍କସବ ବର୍ତମାନ ଶୀତଳ ଭଣ୍ଡାରରେ ,ଆଜକୁ […]
ବାଘଛାଲ ଜବତ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ବିଶ୍ୱନାଥପୁର ବନ ବିଭାଗ। ଗତ ୨୫ ତାରିଖ ଦିନ ଅମ୍ବାଦୋଲା ପଟୁ ଏକ ବ୍ଲାକ କଲର ପଲସର ବାଇକ O GCR-08-E- 0990 ଯୋଗେ ବସ୍ତାରେ ବାଘ ଛାଲ କୁ ଘୋଡାଇ ନେଉଥିବା ବେଳେ ବିଶ୍ୱନାଥପୁର ପୋଲିସ ପେଟ୍ରୋଲିଂ ଟିମ କାବୁ କରିଥିଲେ ହେଲେ ଦୃବୃତ ଫେରାର ହୋଇଯାଇ ଥିଲେ। ହେଲେ ବିଶ୍ୱନାଥପୁର ରେଞ୍ଜ ଅଫିସର ଏକ ଟିମ ଗଠନ […]
ନୂଆଦିଲ୍ଲୀ(ବାସ୍ତବ ଟିଭି): ଗ୍ରାହକ ମାନଙ୍କ ପାଲଁ ଖୁସିର ଖବର । ପୁଣି କମିଲା ସୁନା ଓ ରୁପା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇବା ସାଙ୍ଗକୁ ଏହାର ସିଧାସଳଖ ପ୍ରଭାବ ଭାରତର ଗହଣା ବଜାର ଉପରେ ପଡ଼ିଛି । ୧୦ ଗ୍ରାମ ସୁନାର ଦାମ୍ ୨୮୦ ଟଙ୍କା କମିଥିବା ବେଳେ ୧କେଜି ରୁପାର ଦାମ୍ ୩୪୫ଟଙ୍କା କମିଛି । ଯାହାଫଳରେ ଏବେ ସୁନାର […]


